logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ KaliapaniUpdate କାଳିଆପାଣି : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ସୁରକ୍ଷା ସହ ଏକ ସ୍ଵତନ୍ତ୍ର ପରିଚିତି ପାଇଁ ତ୍ୟାଗ, ଅଧ୍ୟବସାୟ, ପରିଶ୍ରମ ଓ ସାମର୍ଥ୍ୟ ବିନିଯୋଗ କରିଥିବା ମହାମନୀଷୀମାନଙ୍କୁ କାଳିଆପାଣି ପଞ୍ଚାୟତର ଯୁବ ସରପଞ୍ଚ ବିକାଶ କୁମାର ପାତ୍ରଙ୍କ ସମେତ ପଞ୍ଚାୟତର ଉଦୀୟମାନ ଯୁବକ ମାନେ ଏକତ୍ରିତ ହୋଇ । ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗ୍ରାମର ସ୍ବପ୍ନ ପୂରଣ କରିଥିବା ମହାନାୟକ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

10 hrs ago
user_KALIAPANI UPDATE
KALIAPANI UPDATE
କାଳିଆପାଣି, ଯାଜପୁର, ଓଡ଼ିଶା•
10 hrs ago
165999a3-44c1-4bbf-9b5b-200dab5fb7a0

ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ KaliapaniUpdate କାଳିଆପାଣି : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ସୁରକ୍ଷା ସହ ଏକ ସ୍ଵତନ୍ତ୍ର ପରିଚିତି ପାଇଁ ତ୍ୟାଗ, ଅଧ୍ୟବସାୟ, ପରିଶ୍ରମ ଓ ସାମର୍ଥ୍ୟ ବିନିଯୋଗ କରିଥିବା ମହାମନୀଷୀମାନଙ୍କୁ କାଳିଆପାଣି ପଞ୍ଚାୟତର ଯୁବ ସରପଞ୍ଚ ବିକାଶ କୁମାର ପାତ୍ରଙ୍କ ସମେତ ପଞ୍ଚାୟତର ଉଦୀୟମାନ ଯୁବକ ମାନେ ଏକତ୍ରିତ ହୋଇ । ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗ୍ରାମର ସ୍ବପ୍ନ ପୂରଣ କରିଥିବା ମହାନାୟକ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

More news from Odisha and nearby areas
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    22 hrs ago
  • ପୁଣି କଟକରେ ଅଗ୍ନିକାଣ୍ଡ ! ପୂଜା ଆଳତି ବେଳେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣା ନଗରର ଘଟଣା। ସୂଚନାଥାଉକି, ଏକ ଘର ଭିତରେ ସନ୍ଧ୍ୟା ପୂଜା ଆରତୀ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଘରେ ରହୁଥିବା ଭଡାଟିଆ ଏକ ଶୟନ କକ୍ଷରେ ଆରତୀ କରୁଥିଲେ ଯେଉଁଠାରେ ଦେବତାଙ୍କ ପ୍ରତିମା ରଖାଯାଇଥିଲା। ପୂଜା ସମୟରେ, ବାସିନ୍ଦାମାନଙ୍କ ସହ କଥାବାର୍ତ୍ତାରେ ମଗ୍ନ ହେବାରୁ ଆରତୀ ଅଣଦେଖା ହୋଇ ରହିଗଲା। ଯାହା ଫଳରେ କୋଠରୀ ଭିତରେ ନିଆଁ ଲାଗିଗଲା ଏବଂ ବ୍ୟାପିଗଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ପରିସ୍ଥିତିର ମୁକାବିଲା କଲେ ଏବଂ ତୁରନ୍ତ ସହାୟତା ପ୍ରଦାନ କଲେ। ଘର ମାଲିକଙ୍କ ବନ୍ଧୁ ଯୁବ କର୍ମୀ ସାଇ ସୌରଭ ଜେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଏହାର ପ୍ରସାରକୁ ହ୍ରାସ କରିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଫଳତାର ସହ ଲିଭାଇ ଦେଇଥିଲା, ଅଧିକ କ୍ଷୟକ୍ଷତିକୁ ରୋକିଥିଲା ​​। ଏହି ଖବର ଶୁଣି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ କ୍ଷୟକ୍ଷତି ଆକଳନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ପୀଡିତଙ୍କ ସହିତ ଆଲୋଚନା କରିଥିଲେ, ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆବଶ୍ୟକ ସହାୟତା ଯୋଗାଇବା ନିଶ୍ଚିତ କରିଥିଲେ।ସୌଭାଗ୍ୟବଶତଃ, କୌଣସି ବଡ଼ କ୍ଷୟକ୍ଷତି ହୋଇ ନଥିବା ବେଳେ, ଏହି ଘଟଣା କିଛି ସମ୍ପତ୍ତି କ୍ଷତି କରିଛି। ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଅଗ୍ନି ସମ୍ପର୍କିତ ପୂଜାର୍ଚ୍ଚନା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଶେଷକରି ଆବଦ୍ଧ ସ୍ଥାନରେ ଅଗ୍ନି କେବେବି ଅଣଦେଖା ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
    1
    ପୁଣି କଟକରେ ଅଗ୍ନିକାଣ୍ଡ ! ପୂଜା ଆଳତି ବେଳେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣା ନଗରର ଘଟଣା। ସୂଚନାଥାଉକି, ଏକ ଘର ଭିତରେ ସନ୍ଧ୍ୟା ପୂଜା ଆରତୀ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଘରେ ରହୁଥିବା ଭଡାଟିଆ ଏକ ଶୟନ କକ୍ଷରେ ଆରତୀ କରୁଥିଲେ ଯେଉଁଠାରେ ଦେବତାଙ୍କ ପ୍ରତିମା ରଖାଯାଇଥିଲା। ପୂଜା ସମୟରେ, ବାସିନ୍ଦାମାନଙ୍କ ସହ କଥାବାର୍ତ୍ତାରେ ମଗ୍ନ ହେବାରୁ ଆରତୀ ଅଣଦେଖା ହୋଇ ରହିଗଲା। ଯାହା ଫଳରେ କୋଠରୀ ଭିତରେ ନିଆଁ ଲାଗିଗଲା ଏବଂ ବ୍ୟାପିଗଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ପରିସ୍ଥିତିର ମୁକାବିଲା କଲେ ଏବଂ ତୁରନ୍ତ ସହାୟତା ପ୍ରଦାନ କଲେ। ଘର ମାଲିକଙ୍କ ବନ୍ଧୁ ଯୁବ କର୍ମୀ ସାଇ ସୌରଭ ଜେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଏହାର ପ୍ରସାରକୁ ହ୍ରାସ କରିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଫଳତାର ସହ ଲିଭାଇ ଦେଇଥିଲା, ଅଧିକ କ୍ଷୟକ୍ଷତିକୁ ରୋକିଥିଲା ​​। ଏହି ଖବର ଶୁଣି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ କ୍ଷୟକ୍ଷତି ଆକଳନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ପୀଡିତଙ୍କ ସହିତ ଆଲୋଚନା କରିଥିଲେ, ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆବଶ୍ୟକ ସହାୟତା ଯୋଗାଇବା ନିଶ୍ଚିତ କରିଥିଲେ।ସୌଭାଗ୍ୟବଶତଃ, କୌଣସି ବଡ଼ କ୍ଷୟକ୍ଷତି ହୋଇ ନଥିବା ବେଳେ, ଏହି ଘଟଣା କିଛି ସମ୍ପତ୍ତି କ୍ଷତି କରିଛି। ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଅଗ୍ନି ସମ୍ପର୍କିତ ପୂଜାର୍ଚ୍ଚନା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଶେଷକରି ଆବଦ୍ଧ ସ୍ଥାନରେ ଅଗ୍ନି କେବେବି ଅଣଦେଖା ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    10 hrs ago
  • ଅନୁଗୁଳ: “କଙ୍ଗୁଳା” ଫିଲ୍ମରେ ଥିବା “ଅନୁଗୁଳ ଟୁକୁଳି” ଗୀତକୁ ନେଇ ଅନୁଗୁଳରେ ବିବାଦ ଜୋରଦାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ଗୀତର କିଛି ଶବ୍ଦ ଓ ଦୃଶ୍ୟକୁ ଅପସଂସ୍କୃତିକ ଓ ଅଞ୍ଚଳର ସମ୍ମାନକୁ ହାନି କରୁଥିବା ବୋଲି ଅଭିଯୋଗ କରିଛନ୍ତି। ବିଶେଷ କରି “ଅନୁଗୁଳ ଟୁକୁଳି” ନାମକୁ ଗୀତରେ ବ୍ୟବହାର କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ସହ ଗୀତଟିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ବିରୋଧକାରୀମାନଙ୍କ କହିବା ଅନୁସାରେ, ଏପରି ଗୀତ ଯୁବପିଢ଼ୀ ଉପରେ ଖରାପ ପ୍ରଭାବ ପକାଏ ଓ ଓଡ଼ିଆ ସଂସ୍କୃତିକୁ ଅପମାନ କରେ।
    4
    ଅନୁଗୁଳ: “କଙ୍ଗୁଳା” ଫିଲ୍ମରେ ଥିବା “ଅନୁଗୁଳ ଟୁକୁଳି” ଗୀତକୁ ନେଇ ଅନୁଗୁଳରେ ବିବାଦ ଜୋରଦାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ଗୀତର କିଛି ଶବ୍ଦ ଓ ଦୃଶ୍ୟକୁ ଅପସଂସ୍କୃତିକ ଓ ଅଞ୍ଚଳର ସମ୍ମାନକୁ ହାନି କରୁଥିବା ବୋଲି ଅଭିଯୋଗ କରିଛନ୍ତି।
ବିଶେଷ କରି “ଅନୁଗୁଳ ଟୁକୁଳି” ନାମକୁ ଗୀତରେ ବ୍ୟବହାର କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ସହ ଗୀତଟିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।
ବିରୋଧକାରୀମାନଙ୍କ କହିବା ଅନୁସାରେ, ଏପରି ଗୀତ ଯୁବପିଢ଼ୀ ଉପରେ ଖରାପ ପ୍ରଭାବ ପକାଏ ଓ ଓଡ଼ିଆ ସଂସ୍କୃତିକୁ ଅପମାନ କରେ।
    user_ଅନୁଗୋଳ ଟୁଡେ (Angul Today)
    ଅନୁଗୋଳ ଟୁଡେ (Angul Today)
    Local News Reporter ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    19 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    23 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.