Shuru
Apke Nagar Ki App…
ଲକ୍ଷ୍ମୀ ପୂଜା ସମୟରେ ଭିଡ଼ ଭିତରେ ମାଟିଆ ପୋଷାକ ପିନ୍ଧି ଗାଡ଼ି ଚଲାଇବା ପାଇଁ ଢେଙ୍କାନାଳ ପୋଲିସ ବୋଧେ ଅନୁମତି ଦେଇଛି। ରକ୍ଷକ ଯଦି ଆଇନ୍ କାନୁନ୍ ବ୍ୟବସ୍ଥା ପାଳନ କରିବ ନାହିଁ ସାଧାରଣ ଜନତାଙ୍କ କଥା କ'ଣ କହିବା ! ଭିଆଇପି ନାଲିବତୀ ଗାଡ଼ିରେ ଛୋଟ ଛୋଟ ପିଲା ପୂଜା ବଜାର ବୁଲିବା ବି ଦେଖିବାକୁ ମିଳୁଛି। ଏଇଟା ଜଙ୍ଗଲରାଜ ପରି ଲାଗୁଛି। Dipro Dhenkanal District Dhenkanal
Tapasdas

- UUser7597Golanthara, Ganjam🙏on 10 October