Shuru
Apke Nagar Ki App…
ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
ସନ୍ତୋଷ କୁମାର ନାୟକ
ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
More news from ଓଡ଼ିଶା and nearby areas
- ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ1
- ❤️❤️❤️🌺🌺🌺🌺🌺🙏🙏🙏ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ!ଭଵ ତୁମେ 🙏🙏🙏1
- ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର1
- Post by Bhadrak bulletin1
- ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ। ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ1
- ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।1
- #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |1
- ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha1