Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା ସୋରଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣେଶ ପୂଜା ପାଳିତ ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଧୁମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ବିଦ୍ୟାଳୟ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !1
- ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.1
- କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ1
- ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4