logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଜିରାଉତ କଲେଜ ହଷ୍ଟେଲରୁ ଚନ୍ଦାର ଗ୍ରାମର ରାଜଲକ୍ଷ୍ମୀ ଦ୍ଵିବେଦୀ (16) ନିଖୋଜ:ଥାନାରେ ମାମଲା ରୁଜୁ ଢେଙ୍କାନାଳ ଜିଲା ବାଜି ରାଉତ କଲେଜର +୨ ବିଜ୍ଞାନ ପ୍ରଥମ ଛାତ୍ରୀ ରାଜଲକ୍ଷ୍ମୀ ବିବେଦୀ (୧୬) ଶନିବାର ସକାଳେ ହଷ୍ଟେଲ ଛାଡ଼ି ହୋଇଥିବା ଥାନାରେ ଅଭିଯୋଗ ହୋଇଛି! ଛାତ୍ରୀଙ୍କ ମା' ସସ୍ମିତା ଦ୍ବିବେଦୀ ତାଙ୍କ ଝିଅ ହଷ୍ଟେଲରୁ କେଉଁଆଡ଼େ ପଳାଇ ଯାଇଥିବା ଖବର ପାଇ ସେ ଯାଇ ଖୋଜାଖୋଜି କରି ରାଜଲକ୍ଷ୍ମୀଙ୍କୁ ପାଇ ନ ଥିଲେ। ତେବେ ଛାତ୍ରୀଙ୍କ ମା' ବାଳିକା ହଷ୍ଟେଲ ଦାୟିତ୍ଵର ଥିବା ଅଧ୍ୟାପିକା ରିତୁପର୍ଣା ପୃଷ୍ଟିଙ୍କ ସହିତ ଆଲୋଚନା କରିବା ସହିତ ଝିଅର କୌଣସି ସନ୍ଧାନ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭୁବନ ଥାନା ଅର୍ଧକାରୀ ଜିତେନ୍ଦ୍ର ମଲ୍ଟିକ କେସ୍ ନଂ. ୪୪୫/୨୦୨୫ ଦଫା ପୋଲିସ ହଷ୍ଟେଲ ଦାୟିତ୍ବରେ ଥିବା ଅଧ୍ୟାପିକା ଓ ୱାର୍ଡେନଙ୍କୁ ପଚରାଉଚରା କରୁଛନ୍ତି । ୧୩୭(୨) ବିଏନଏସରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। କଲେଜର ସିସିଟିଭି ଫୁଟେଜରୁ ଜଣାପଡିଥିଲା ଛାତ୍ରୀଜଣଙ୍କ କଲେଜର ବିନା ୟୁନିଫର୍ମ ପିନ୍ଧି କଲେଜ ବାହାରକୁ ଯାଇଛନ୍ତି। ଘଟଣା ପରେ ଛାତ୍ରୀ ନିଖୋଜକୁ ନେଇ ହଷ୍ଟେଲ ଦାୟିତ୍ଵରେ ଥିବା ଅଧ୍ୟାପିକା ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବଲେଜର ଆଇସିସି କମିଟି ସହିତ ଆଲୋଚନା ପରେ ଅପରାହ୍ନରେ କଲେଜ ପକ୍ଷରୁ ଭୁବନ ଥାନାରେ ଅଭିଯୋଗ କରିଥିଲେ। କଲେଜ ଛାତ୍ରୀ ହଷ୍ଟେଲ ଦାୟିତ୍ଵରେ ଥିବା ଅଧ୍ୟାପିକାଙ୍କୁ ଛାତ୍ରୀ ନିଖୋଜ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ସବୁଦିନ ଛାତ୍ରୀମାନେ ବାହାରକୁ କୋଚିଂ ପାଇଁ ଯାଉଛନ୍ତି। କିନ୍ତୁ ଛାତ୍ରୀଜଣଙ୍କ ବାହାରକୁ ଯାଇ ଫେରି ନ ଥିଲେ। ମଧ୍ୟାହ୍ନରେ ଛାତ୍ରୀ ଉପସ୍ଥାନ ନେବା ସମୟରେ ସେ ଅନୁପସ୍ଥିତ ଥିବାରୁ ମୁଁ କଲେଜ ଅଧ୍ୟକ୍ଷଙ୍କୁ ଲିଖତ ଅଭିଯୋଗ କରିଛି। କଲେଜ ଅଧ୍ଯକ୍ଷ ଦାୟିତ୍ବରେ ଥିବା ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ କହିଥିଲେ ଅଭିଯୋଗ ପାଇବା ପରେ ମୁଁ ବୈଠକ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲି। ଦିନ ୪ଟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଛାତ୍ରୀଙ୍କ ସହିତ ଅଧୟନ କରୁଥିବା ତାଙ୍କ ବାନ୍ଧବୀମାନଙ୍କ ଡାକି ଆଲୋଚନା କରି ନିଖୋଜ ଛାତ୍ରୀଙ୍କୁ ନ ପାଇ ଭୁବନ ଥାନାରେ ଅଭିଯୋଗ କରିଛି। #bhuban ##satrughnjena #rudranibhuban #BJDDigitalWing #BJDStandsWithOdisha #dhenkanlupdate #CMOOdisha #new #NewsUpdate #sup #police #MLA #bhuban #satrughnjena #dhenkanlupdate

on 14 September
user_Tapasdas
Tapasdas
Journalist Dhenkanal•
on 14 September
3454ef06-840b-4f52-b829-7b684462d7e2

ବାଜିରାଉତ କଲେଜ ହଷ୍ଟେଲରୁ ଚନ୍ଦାର ଗ୍ରାମର ରାଜଲକ୍ଷ୍ମୀ ଦ୍ଵିବେଦୀ (16) ନିଖୋଜ:ଥାନାରେ ମାମଲା ରୁଜୁ ଢେଙ୍କାନାଳ ଜିଲା ବାଜି ରାଉତ କଲେଜର +୨ ବିଜ୍ଞାନ ପ୍ରଥମ ଛାତ୍ରୀ ରାଜଲକ୍ଷ୍ମୀ ବିବେଦୀ (୧୬) ଶନିବାର ସକାଳେ ହଷ୍ଟେଲ ଛାଡ଼ି ହୋଇଥିବା ଥାନାରେ ଅଭିଯୋଗ ହୋଇଛି! ଛାତ୍ରୀଙ୍କ ମା' ସସ୍ମିତା ଦ୍ବିବେଦୀ ତାଙ୍କ ଝିଅ ହଷ୍ଟେଲରୁ କେଉଁଆଡ଼େ ପଳାଇ ଯାଇଥିବା ଖବର ପାଇ ସେ ଯାଇ ଖୋଜାଖୋଜି କରି ରାଜଲକ୍ଷ୍ମୀଙ୍କୁ ପାଇ ନ ଥିଲେ। ତେବେ ଛାତ୍ରୀଙ୍କ ମା' ବାଳିକା ହଷ୍ଟେଲ ଦାୟିତ୍ଵର ଥିବା ଅଧ୍ୟାପିକା ରିତୁପର୍ଣା ପୃଷ୍ଟିଙ୍କ ସହିତ ଆଲୋଚନା କରିବା ସହିତ ଝିଅର କୌଣସି ସନ୍ଧାନ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ

39a0f112-95e7-4382-a8f6-e1ca1aae3aee

ପାଇ ଭୁବନ ଥାନା ଅର୍ଧକାରୀ ଜିତେନ୍ଦ୍ର ମଲ୍ଟିକ କେସ୍ ନଂ. ୪୪୫/୨୦୨୫ ଦଫା ପୋଲିସ ହଷ୍ଟେଲ ଦାୟିତ୍ବରେ ଥିବା ଅଧ୍ୟାପିକା ଓ ୱାର୍ଡେନଙ୍କୁ ପଚରାଉଚରା କରୁଛନ୍ତି । ୧୩୭(୨) ବିଏନଏସରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। କଲେଜର ସିସିଟିଭି ଫୁଟେଜରୁ ଜଣାପଡିଥିଲା ଛାତ୍ରୀଜଣଙ୍କ କଲେଜର ବିନା ୟୁନିଫର୍ମ ପିନ୍ଧି କଲେଜ ବାହାରକୁ ଯାଇଛନ୍ତି। ଘଟଣା ପରେ ଛାତ୍ରୀ ନିଖୋଜକୁ ନେଇ ହଷ୍ଟେଲ ଦାୟିତ୍ଵରେ ଥିବା ଅଧ୍ୟାପିକା ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବଲେଜର ଆଇସିସି କମିଟି ସହିତ ଆଲୋଚନା ପରେ ଅପରାହ୍ନରେ କଲେଜ ପକ୍ଷରୁ ଭୁବନ ଥାନାରେ ଅଭିଯୋଗ କରିଥିଲେ। କଲେଜ ଛାତ୍ରୀ ହଷ୍ଟେଲ ଦାୟିତ୍ଵରେ ଥିବା ଅଧ୍ୟାପିକାଙ୍କୁ ଛାତ୍ରୀ ନିଖୋଜ ସମ୍ପର୍କରେ ପଚାରିବାରୁ ସେ

2bed21e7-60d5-4b28-8933-d1378804f4f6

କହିଥିଲେ, ସବୁଦିନ ଛାତ୍ରୀମାନେ ବାହାରକୁ କୋଚିଂ ପାଇଁ ଯାଉଛନ୍ତି। କିନ୍ତୁ ଛାତ୍ରୀଜଣଙ୍କ ବାହାରକୁ ଯାଇ ଫେରି ନ ଥିଲେ। ମଧ୍ୟାହ୍ନରେ ଛାତ୍ରୀ ଉପସ୍ଥାନ ନେବା ସମୟରେ ସେ ଅନୁପସ୍ଥିତ ଥିବାରୁ ମୁଁ କଲେଜ ଅଧ୍ୟକ୍ଷଙ୍କୁ ଲିଖତ ଅଭିଯୋଗ କରିଛି। କଲେଜ ଅଧ୍ଯକ୍ଷ ଦାୟିତ୍ବରେ ଥିବା ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ କହିଥିଲେ ଅଭିଯୋଗ ପାଇବା ପରେ ମୁଁ ବୈଠକ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲି। ଦିନ ୪ଟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଛାତ୍ରୀଙ୍କ ସହିତ ଅଧୟନ କରୁଥିବା ତାଙ୍କ ବାନ୍ଧବୀମାନଙ୍କ ଡାକି ଆଲୋଚନା କରି ନିଖୋଜ ଛାତ୍ରୀଙ୍କୁ ନ ପାଇ ଭୁବନ ଥାନାରେ ଅଭିଯୋଗ କରିଛି। #bhuban ##satrughnjena #rudranibhuban #BJDDigitalWing #BJDStandsWithOdisha #dhenkanlupdate #CMOOdisha #new #NewsUpdate #sup #police #MLA #bhuban #satrughnjena #dhenkanlupdate

More news from Dhenkanal and nearby areas
  • ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 8328968302
    1
    ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫
ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ)
Contact us : 8328968302
    user_Nanda Kishor Naik
    Nanda Kishor Naik
    Journalist Dhenkanal•
    10 hrs ago
  • କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru
    1
    କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ
ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru
    user_Tapasdas
    Tapasdas
    Journalist Dhenkanal•
    23 hrs ago
  • ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter
    1
    ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics  #Odisha #Bhubaneswar #kalingareporter
    user_Thabira Majhi
    Thabira Majhi
    Khordha•
    14 hrs ago
  • ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    1
    ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    user_Bharat ମାତା
    Bharat ମାତା
    Samaj Sevak Jagatsinghpur•
    19 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    19 hrs ago
  • ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।
    1
    ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।
    user_Kaizan mohanta
    Kaizan mohanta
    Journalist Bhadrak•
    8 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    18 hrs ago
  • nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    1
    nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.