Shuru
Apke Nagar Ki App…
ରାଜ୍ୟରେ ତ୍ରୁଟିପୂର୍ଣ୍ଣ ସ୍କୁଲ ପାଠ୍ୟ ପୁସ୍ତକ ପୁଣିଥରେ ଛାପିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଭୁଲ୍ ଥିବା ବହିଗୁଡ଼ିକରେ ହିଁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ବାଧ୍ୟ ହେବେ, ଯାହା ଏକ ଚିନ୍ତାର ବିଷୟ ଭାବେ ଉଭା ହୋଇଛି।
Samasya News Odia
ରାଜ୍ୟରେ ତ୍ରୁଟିପୂର୍ଣ୍ଣ ସ୍କୁଲ ପାଠ୍ୟ ପୁସ୍ତକ ପୁଣିଥରେ ଛାପିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଭୁଲ୍ ଥିବା ବହିଗୁଡ଼ିକରେ ହିଁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ବାଧ୍ୟ ହେବେ, ଯାହା ଏକ ଚିନ୍ତାର ବିଷୟ ଭାବେ ଉଭା ହୋଇଛି।
More news from ଓଡ଼ିଶା and nearby areas
- #ଉଦ୍ଘାଟନକୁ ନେଇ ଭଦ୍ରକ ରାଜନୀତି ସରଗରମ। #ମନ୍ତ୍ରୀଙ୍କ ପୂର୍ବରୁ ଉଦ୍ଘାଟନ କରି ଚର୍ଚ୍ଚାରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲ୍ମୁକି ହବିବ।#ଭଦ୍ରକ #samasyanewsodia #ଉଦ୍ଘାଟନକୁ ନେଇ ଭଦ୍ରକ ରାଜନୀତି ସରଗରମ। #ମନ୍ତ୍ରୀଙ୍କ ପୂର୍ବରୁ ଉଦ୍ଘାଟନ କରି ଚର୍ଚ୍ଚାରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲ୍ମୁକି ହବିବ।#ଭଦ୍ରକ #samasyanewsodia1
- ଭଦ୍ରକ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସମ୍ପର୍କିତ ଏକ ପ୍ରସଙ୍ଗରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ପୌରାଧ୍ୟାକ୍ଷାଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯିବା ପ୍ରସଙ୍ଗରେ ଆଲୋଚନା କରିବାକୁ ବିଧାୟକ ଜିଲ୍ଲାପାଳଙ୍କୁ ଭେଟିଥିବା ଜଣାପଡ଼ିଛି।1
- ଭଦ୍ରକ ସାଂସଦ ରାଜନୀତିକୁ ଏକ ବିଚିତ୍ର ଜୀବ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ନିଜର ରାଜନୈତିକ ଫାଇଦା ପାଇଁ ଏଠାରେ ନାଟକ ଓ ଅଭିନୟ ଚାଲିଛି।1
- ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ସରସଦା ପଞ୍ଚାୟତର ଉତରାଗଡିଆ (କଟରାଗଡିଆ) ଗ୍ରାମର ୱାର୍ଡ ସଭ୍ୟ ଜଗନ ସାହୁଙ୍କ ହତ୍ୟା ମାମଲାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିମାପଡ଼ାଠାରେ ଚାଲିଥିବା 'ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ' ସମାପ୍ତ ହୋଇଛି। ଚାରି ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।1
- ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ବଦଳି ନେବା ଷଡ଼ଯନ୍ତ୍ର ମାମଲାରେ ପୋଲିସ କେନ୍ଦୁଝର ହରିଚନ୍ଦନପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ୱ୍ରମଙ୍କୁ ଗିରଫ କରିଛି। ଏହି ଷଡ଼ଯନ୍ତ୍ରରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଜାଲ୍ ଦସ୍ତଖତ କରାଯାଇଥିଲା। ଏହି ଘଟଣାରେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି। ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।1
- #ପୂର୍ବ ଶତ୍ରୁତାର ରକ୍ତାକ୍ତ ପରିଣତି! #ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର। #samasyanewsodia #ପୂର୍ବ ଶତ୍ରୁତାର ରକ୍ତାକ୍ତ ପରିଣତି! #ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର। #samasyanewsodia1
- ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତୁଳତୀ ଗ୍ରାମ ପଞ୍ଚାୟତର କୋଗାଁ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନଥିବା କାରଣରୁ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଚଣ୍ଡ ଖରା ଗରମରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି। ଏହି ଘଟଣା କୋରେଇ ଶିକ୍ଷା ଉନ୍ନୟନ ବିଭାଗର ବିପର୍ଯ୍ୟସ୍ତ ଅବସ୍ଥାକୁ ପଦାରେ ପକାଇଛି।1