logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ । ହଠାତ୍ ଅଗ୍ନିକାଣ୍ଡ ଘଟି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନରେ ଥିବା ତୀର୍ଷା ମାଳି,ଆନ୍ଦ୍ରିୟ ଜେନା,ସରସ ଆନନ୍ଦ,ସଂଜୁମଣୀ ଲିମାଙ୍କ ଲକ୍ଷାଧି ଟଙ୍କାର ଶୁଖିଲା ମକା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗ ଏବଂ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କାର ମକା ପୋଡ଼ି ପାଉଁଶ ହୋଇଯିବା ଖରା, ବର୍ଷା, ଶୀତ କାକର କୁ ଖାତିର ନ କରି ପରିବାର ଚଳାଇବା ପାଇଁ ଏହି ଚାରିଜଣ କରିଥିବା ପରିଶ୍ରମ ଏବେ ପାଣିରେ ପଡ଼ିଲା ଭଳି ଲାଗୁଛି। ତୁରନ୍ତ ପ୍ରଶାସନ ଉକ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

2 days ago
user_GUMMA UPDATE NEWS
GUMMA UPDATE NEWS
Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
2 days ago

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମକା ଫସଲ ନଷ୍ଟ । ହଠାତ୍ ଅଗ୍ନିକାଣ୍ଡ ଘଟି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନରେ ଥିବା ତୀର୍ଷା ମାଳି,ଆନ୍ଦ୍ରିୟ ଜେନା,ସରସ ଆନନ୍ଦ,ସଂଜୁମଣୀ ଲିମାଙ୍କ ଲକ୍ଷାଧି ଟଙ୍କାର ଶୁଖିଲା ମକା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗ ଏବଂ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କାର ମକା ପୋଡ଼ି ପାଉଁଶ ହୋଇଯିବା ଖରା, ବର୍ଷା, ଶୀତ କାକର କୁ ଖାତିର ନ କରି ପରିବାର ଚଳାଇବା ପାଇଁ ଏହି ଚାରିଜଣ କରିଥିବା ପରିଶ୍ରମ ଏବେ ପାଣିରେ ପଡ଼ିଲା ଭଳି ଲାଗୁଛି। ତୁରନ୍ତ ପ୍ରଶାସନ ଉକ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

More news from ଓଡ଼ିଶା and nearby areas
  • ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର, ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    1
    ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ 
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର  ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି  | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର,  ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ  ଆଦିବାସୀ  ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    21 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    6 hrs ago
  • ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ  ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଗୋଟିଏ କାରରେ ଆଗ ଓ ପଛରେ ଭିନ୍ନ ଭିନ୍ନ ଦୁଇଟି ନମ୍ବର ପ୍ଲେଟ... ଗଞ୍ଜାମ ଜିଲ୍ଲା ଆସିକା ସହରର ବିନାୟକ ବଜାର ସତ୍ୟନାରାୟଣ ମନ୍ଦିର ଛକ ନିକଟରେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଲା ଲାଲ ରଙ୍ଗର ହ୍ୟୁଣ୍ଡାଇ କାର। ସରକାରୀ ନିୟମ ଉଲଂଘନ ପାଇଁ ଗାଡି ମାଲିକଙ୍କ ଉପରେ ୩୦ ହଜାର ଟଙ୍କା ମୋଟା ଅଙ୍କର ଚାଲାଣ କଟିଲା। ଗାଡି ଯାଞ୍ଚ ସମୟରେ ଆସିକା ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ଶେଖର ପତ୍ରଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ।
    3
    ଗୋଟିଏ କାରରେ ଆଗ ଓ ପଛରେ ଭିନ୍ନ ଭିନ୍ନ ଦୁଇଟି ନମ୍ବର ପ୍ଲେଟ...
ଗଞ୍ଜାମ ଜିଲ୍ଲା ଆସିକା ସହରର ବିନାୟକ ବଜାର ସତ୍ୟନାରାୟଣ ମନ୍ଦିର ଛକ ନିକଟରେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଲା ଲାଲ ରଙ୍ଗର ହ୍ୟୁଣ୍ଡାଇ କାର। ସରକାରୀ ନିୟମ ଉଲଂଘନ ପାଇଁ ଗାଡି ମାଲିକଙ୍କ ଉପରେ ୩୦ ହଜାର ଟଙ୍କା ମୋଟା ଅଙ୍କର ଚାଲାଣ କଟିଲା। ଗାଡି ଯାଞ୍ଚ ସମୟରେ ଆସିକା ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ଶେଖର ପତ୍ରଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ।
    user_Ganjam Khabar
    Ganjam Khabar
    Journalist Asika, Ganjam•
    19 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    20 hrs ago
  • gahangu gaa kadli gacha holitipodichi🥺🥺❌🤣🤣🤣
    1
    gahangu gaa kadli gacha holitipodichi🥺🥺❌🤣🤣🤣
    user_ମୋର ଗାଁ ଗହଙ୍ଗୁ
    ମୋର ଗାଁ ଗହଙ୍ଗୁ
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    23 hrs ago
  • କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    1
    କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    39 min ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.