Shuru
Apke Nagar Ki App…
କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଦୁଇ ଏନ୍ ସିସି ସ୍ବେଚ୍ଛାସେବୀ ସମ୍ବର୍ଦ୍ଧିତ।
Jitendra raj
କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଦୁଇ ଏନ୍ ସିସି ସ୍ବେଚ୍ଛାସେବୀ ସମ୍ବର୍ଦ୍ଧିତ।
More news from ଓଡ଼ିଶା and nearby areas
- Post by Jitendra raj1
- କରଞ୍ଜିଆ,୧୦/୨,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବେଧଡକ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଅବକାରୀ ଥାନା ଆଇଆଇସି ଜୟନ୍ତୀ ଆଚାର୍ଯ୍ୟ,ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ନାୟକଙ୍କ ସହିତ ଅବକାରୀ ଦଳ ଆଜି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୭୨ ଲିଟର ବେଆଇନ ଦେଶୀ ମହୁଲି ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ଥାନାରେ ୨୦୨,୨୦୩/୨୫,୨୬ ଓ ୪୯,୫୦/୨୫,୨୬ ନମ୍ୱର ରେ ୪ ଗୋଟି ପୃଥକ ପୃଥକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀମତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ୧୮ ଲିଟର ମହୁଲି ସହିତ ଘଗରବେଡା ଥାନା ପରବେଡା ଗ୍ରାମର ମହେଶ୍ବର ପିଙ୍ଗୁଆ,୧୯ ଲିଟର ମହୁଲି ସହିତ ବଡ କେଶରୀ ଗ୍ରାମର ସାରଙ୍ଗଧର ଗିରି,୨୦ ଲିଟର ମହୁଲି ସହିତ ରରୁଆଁ ଥାନା ଫୁଲଗୁନ୍ଥା ଗ୍ରାମର ଛତିଶ ଚନ୍ଦ୍ର ନାୟକ ଓ ୧୫ ଲିଟର ସରକାରୀ ଲାଇସେନ୍ସ ପ୍ରାପ୍ତ ମହୁଲି ସହିତ କାଲିକାପୁର ଗ୍ରାମର ଚନ୍ଦ୍ରିକା ଚକି ବୋଲି ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି।2
- Post by Ramachandra Melsandi1
- Post by Satyabrata das1
- ଜାତୀୟ କୂର୍ମି ନାଶକ ଦିବସରେ କୁର୍ମି ବଟିକା ଖାଇ ଅସୁସ୍ଥ ହେଲେ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ #ghatgaonmirror #LivenewsToday #ommadityarealemedia #keonjhargarh #LatestNews #Keonjhar ଜାତୀୟ କୁର୍ମି ନାସକ ଦିବସରେ ଅଘଟଣ । କୁର୍ମୀ ବଟିକା ଖାଇ ୨୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅସୁସ୍ଥ । ଘଟଗାଁ ବ୍ଲକ୍ ଦେହୁରିପଶି ସରକାରୀ SSD ହାଇସ୍କୁଲରେ ଘଟିଛି ଘଟଣା । ସମସ୍ତ ଛାତ୍ରଛାତ୍ରୀ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଆଜି ସକାଳୁ ଛାତ୍ରଛାତ୍ରୀଙ୍କୁ ଆଶ୍ରମରେ ସକାଳ ଖାଇବା ଖାଇ ଘଟଗାଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ALBENDAZOLE 400mg ର ବଟିକା ଦିଆଯାଇଥିଲା । ବଟିକା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହେବାରୁ ତାଙ୍କୁ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଛାତ୍ରଛାତ୍ରୀ ମାନେ ହେଲେ ମାନସୀ ଖଣ୍ଡା, ଶମ୍ଭୁ ମୁଣ୍ଡା, ପ୍ରିୟା ମୁଣ୍ଡା, ଛୋଟରାୟ ଟୁଡୁ, ଅମିତ୍ ମାଝୀ, ଚାନ୍ଦିନୀ ମୁଣ୍ଡା, ମିତାଳୀ ବାନ୍ଦ୍ରା, ଲକ୍ଷ୍ମୀ ମୁଣ୍ଡା, ବିକାଶ ମୁଦି, ଇତ୍ୟାଦି ସମସ୍ତ ପ୍ରଥମ , ଦ୍ଵିତୀୟ, ତୃତୀୟ ଶ୍ରେଣୀ ର ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଘଟଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ଚିକିତ୍ସା କରାଯାଉଛି।1
- Post by Rajib Behera4
- ଉଦଳା news1
- Post by Jitendra raj1