Shuru
Apke Nagar Ki App…
କୁମାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ରଥଙ୍କ ବିଦାୟକାଳୀନ ଅବସର.......
ରମେଶ ଚନ୍ଦ୍ର ଜେନା
କୁମାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ରଥଙ୍କ ବିଦାୟକାଳୀନ ଅବସର.......
More news from ଓଡ଼ିଶା and nearby areas
- ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ:ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ବନ୍ୟା ବିପନ୍ନଙ୍କୁ ଖୁବଶୀଘ୍ର ମିଳିବ ସହାୟତା । ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ।1
- 💫💫*आज का राषिफल*💫💫.................................1
- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। #Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict1
- ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।1
- ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ଆଜିର ମୁଖ୍ୟ ଖାବର ହିନ୍ଦୀରେ (ତା.01.08.2026ରିଖ, ଶନିବାର )...1
- ବୈତରଣୀ ବନ୍ୟା ରେ ଖେତୀ ଗ୍ରସ୍ତ ପରିବାର କୁ ଓଜେସି ପକ୍ଷରୁ ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱରେ ରିଲିପ ସହାୟତା ଯୋଗାଇ ଦେଲେ। ବନ୍ଦାଳ ବାଲ୍ୟାପାଳ ରେ ପହଁଞ୍ଚି ପାରିଲା ନାହିଁ ସରକାର ଓ ପ୍ରଶାସନ ସହାୟତା #Jajpur #Korai #ReliefDistribution #FloodAffected #OdishaFlood #DisasterRelief #RI #BDO #Collector #JajpurCollector #Odisha #News19ଓଡ଼ିଆ #BreakingNews #GroundReport #OdishaNews #FloodNews #ReliefCamp #Administration #PublicIssue #ViralNews1