Shuru
Apke Nagar Ki App…
ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
Odisha News Express
ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
More news from ଓଡ଼ିଶା and nearby areas
- ଭଦ୍ରକ ଚାନ୍ଦବାଲି ଦିଗଛିଆ ବିଶ୍ୱଭାରତୀ ସ୍କୁଲରେ ଗଣେଶ ଠାକୁର ବିସର୍ଜନ ବେଳେ ପାଣିରେ ବୁଡି ଚାଲିଗଲା ପିଲାର ଜୀବନ1
- ଫୋନ ପେ ବନ୍ଦ କରିଦେବୁ | Odisha Reporter ଆମେ ସମସ୍ତେ ଫୋନ ଫେ ବ୍ୟବହାର କରୁଛୁ କିନ୍ତୁ ଯଦି ଏମିତି ଚାର୍ଜ ପକେଇବେ ତାହେଲେ ଆମେ ଏହାକୁ ବନ୍ଦ କରିଦେବୁ ।1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- Neha Bora in Azamgarh #nehabora #cjp #aisa #uttamnews #uttamnewsarchanayadav1
- ବାଲେଶ୍ବର ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା।1
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l1
- Post by Bhadrak bulletin1
- #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |1