Shuru
Apke Nagar Ki App…
ବୈତରଣୀ ବନ୍ୟା ଜଳର ପ୍ରଭାବରେ ଖେତୀ ଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଜାଗୃତି ସମାଜ ପକ୍ଷରୁ ରିଲିପ ବଣ୍ଟନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ #News19ଓଡ଼ିଶା #social #work #jagruti #Samajwadi
Rajashree maharana
ବୈତରଣୀ ବନ୍ୟା ଜଳର ପ୍ରଭାବରେ ଖେତୀ ଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଜାଗୃତି ସମାଜ ପକ୍ଷରୁ ରିଲିପ ବଣ୍ଟନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ #News19ଓଡ଼ିଶା #social #work #jagruti #Samajwadi
More news from ଓଡ଼ିଶା and nearby areas
- ଆଜିର ମୁଖ୍ୟ ଖାବର ହିନ୍ଦୀରେ (ତା.01.08.2026ରିଖ, ଶନିବାର )...1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- Post by Bhadrak bulletin1
- ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା ରେଡ଼କ୍ରସ କୁ ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି1
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰1
- ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ Argus News#Kantabanji1
- ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।1
- #ଆବାସ_ସର୍ଭ_କୁ_ନେଇ_ନିର୍ବାହୀ_ଅଧିକାରୀ_ଉପରେ_ବର୍ଷିଲେ_ଯୋଗାଣ_ମନ୍ତ୍ରୀ.... ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ.. #KrishnaChandraPatra #PMAY #Dhenkanal #OdishaPolitics #HousingScheme #GovernmentScheme #Beneficiarylssue #OdishaNews #DhenkanalnewsOdisha1