ରାସ୍ତା ଦେଉଥିଲା ଯନ୍ତ୍ରଣା, ମହାନ ତା ର କାମ କରି ଦେଖାଇ ଅବସର ଡାକ୍ତର ଆଙ୍କର - ଦର୍ଶକ ବନ୍ଧୁ ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ , ଆଉ ଏହି ରାସ୍ତା କୁ ଟିକେ ଭଲକି ଦେଖି ନିଅନ୍ତୁ, ମୁଖ୍ୟରାସ୍ତା ଲୋକଙ୍କୁ ଦୁଃଖ ଦେଉଛି , ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜୁଛି , ଘର ବାହାରେ ମୁଣ୍ଡ ବାଜୁଛି, ସେମିତି ରାସ୍ତା ଆରମ୍ଭ ରୁ ପଶିବା ବେଳକୁ ଏମିତି ତେଵେ ଆଗକୁ ରାସ୍ତା ର ଅବସ୍ଥା ଜଟିଳରୁ ଅଧିକ ଜଟିଳ ହୋଇଛି.. ମୁଖ୍ୟ ରାସ୍ତାରେ ଖାଲ ଖମାରୀ ରେ ଏମିତି ଭର୍ତ୍ତି ହୋଇଛି ଯେ ସାଧାରଣରେ ଯିବା ଆସିବା ବାଧା ପ୍ରାପ୍ତ ହୋଇଛି l ବାରମ୍ବାର ପ୍ରଶାସକୁ ନିକଟରେ ରାସ୍ତା ପାଇଁ ଅଭିଯୋଗ ହୋଇଛି, ହେଲେ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି... ସ୍ୱାଧୀନତା ର ୭୯ ତମ ପରେ ମଧ୍ୟ ଆଜିବି ଲୋକେ ଭଲ ରାସ୍ତାଟିଏ ପାଇଁ ଯିବା ଆସିବାରେ ଦୁଃଖ ଅନୁଭବ କରୁଛନ୍ତି l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଶିମିଳିପାଳ ପାଦଦେଶ ଉଦଳା ଇଲେକ୍ଟ୍ରି ଷ୍ଟକଚର ଠାରୁ ଲମ୍ବିଛି ସୁଦୂର ଶିମିଳିପାଳ ପାଦଦେଶରେ ଅବସ୍ଥିତ ପର୍ଯଟନ ସ୍ଥଳୀ ଦେବକୁଣ୍ଡ ମାଆ ଅମ୍ବିକାଙ୍କ ଶକ୍ତିପୀଠ,କୁଣ୍ଡାବାଇ, ଶ୍ରୀଦାମଚନ୍ଦ୍ରପୁର,ବଳଭଦ୍ର ପୁର କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ , ରାସ୍ତା ସାଜିଛି ମରଣ ଯନ୍ତା ଏହି ରାସ୍ତାରେ ସ୍କୁଲ, କଲେଜ, ଡାକ୍ତରଖାନା, ଗ୍ୟାସ ଡିପୁ, ତାରିଣୀ ମନ୍ଦିର, ପାଖରେ ଅଧିକ୍ଷଣ ଯନ୍ତ୍ରିଙ୍କ ଅଫି ମଧ୍ୟ ରହିଛି ହେଲେ ଦୀପ ତଳ ଅନ୍ଧାର ସଦୃଶ , କୁମ୍ଭକର୍ଣ୍ଣ ନିଦରେ ଶୋଇ ପଡିଛି..ରାସ୍ତାର ସମସ୍ୟା କୁ ନେଇ ଆମ ପ୍ରତିନିଧି ସ୍ଥାନୀୟ RD - S.E ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଲେ କ୍ୟାମେରା ଆଗରେ ମୁହଁ ନ ଖୋଲି ଟେଣ୍ଡର ପ୍ରୋସେସ ରେ ରହିଛି କହି କଥା ଟାଳି ଦେଇ ଛନ୍ତି,....ତେଵେ ଦୁଃଖର ବିଷୟ ଯେଉଁ କାମ ପ୍ରଶାସନ କରିବା କଥା ସେହି ଖାଲ ଖମାରୀ ରାସ୍ତାକୁ ଜଣେ ଅବସର ପ୍ରାପ୍ତ ଡାକ୍ତର କମଳା କାନ୍ତ ନାୟକ ନିଜେ ନିଜ ଅର୍ଥରୁ ୫ ଟ୍ରିପ ମୋରମ କୁ ଲୋକ ଲଗାଇ ରାସ୍ତାକୁ ମରାମତି କରି ଛନ୍ତି ଆଉ ଲୋକଙ୍କ ମୁହଁରୁ ପ୍ରଶଂସା.. ତେଵେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ଲୋକେ...... ତେଵେ ଆଗକୁ ଦେଖିବାକୁ ବାକି ଅଛି କେଵେ ଏହି ରାସ୍ତାଉପରେ ସରକାର ଙ୍କ ନଜର ପଡୁଛି ଆଉ କେଵେ ଏହି ରାସ୍ତାର ଲୋକଙ୍କ ଦୁଃଖ ଦୂର ହେଉଛି l
ରାସ୍ତା ଦେଉଥିଲା ଯନ୍ତ୍ରଣା, ମହାନ ତା ର କାମ କରି ଦେଖାଇ ଅବସର ଡାକ୍ତର ଆଙ୍କର - ଦର୍ଶକ ବନ୍ଧୁ ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ , ଆଉ ଏହି ରାସ୍ତା କୁ ଟିକେ ଭଲକି ଦେଖି ନିଅନ୍ତୁ, ମୁଖ୍ୟରାସ୍ତା ଲୋକଙ୍କୁ ଦୁଃଖ ଦେଉଛି , ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜୁଛି , ଘର ବାହାରେ ମୁଣ୍ଡ ବାଜୁଛି, ସେମିତି ରାସ୍ତା ଆରମ୍ଭ ରୁ ପଶିବା ବେଳକୁ ଏମିତି ତେଵେ ଆଗକୁ ରାସ୍ତା ର ଅବସ୍ଥା ଜଟିଳରୁ ଅଧିକ ଜଟିଳ ହୋଇଛି.. ମୁଖ୍ୟ ରାସ୍ତାରେ ଖାଲ ଖମାରୀ ରେ
ଏମିତି ଭର୍ତ୍ତି ହୋଇଛି ଯେ ସାଧାରଣରେ ଯିବା ଆସିବା ବାଧା ପ୍ରାପ୍ତ ହୋଇଛି l ବାରମ୍ବାର ପ୍ରଶାସକୁ ନିକଟରେ ରାସ୍ତା ପାଇଁ ଅଭିଯୋଗ ହୋଇଛି, ହେଲେ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି... ସ୍ୱାଧୀନତା ର ୭୯ ତମ ପରେ ମଧ୍ୟ ଆଜିବି ଲୋକେ ଭଲ ରାସ୍ତାଟିଏ ପାଇଁ ଯିବା ଆସିବାରେ ଦୁଃଖ ଅନୁଭବ କରୁଛନ୍ତି l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଶିମିଳିପାଳ ପାଦଦେଶ ଉଦଳା ଇଲେକ୍ଟ୍ରି ଷ୍ଟକଚର ଠାରୁ ଲମ୍ବିଛି ସୁଦୂର ଶିମିଳିପାଳ ପାଦଦେଶରେ ଅବସ୍ଥିତ ପର୍ଯଟନ ସ୍ଥଳୀ ଦେବକୁଣ୍ଡ ମାଆ ଅମ୍ବିକାଙ୍କ ଶକ୍ତିପୀଠ,କୁଣ୍ଡାବାଇ, ଶ୍ରୀଦାମଚନ୍ଦ୍ରପୁର,ବଳଭଦ୍ର
ପୁର କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ , ରାସ୍ତା ସାଜିଛି ମରଣ ଯନ୍ତା ଏହି ରାସ୍ତାରେ ସ୍କୁଲ, କଲେଜ, ଡାକ୍ତରଖାନା, ଗ୍ୟାସ ଡିପୁ, ତାରିଣୀ ମନ୍ଦିର, ପାଖରେ ଅଧିକ୍ଷଣ ଯନ୍ତ୍ରିଙ୍କ ଅଫି ମଧ୍ୟ ରହିଛି ହେଲେ ଦୀପ ତଳ ଅନ୍ଧାର ସଦୃଶ , କୁମ୍ଭକର୍ଣ୍ଣ ନିଦରେ ଶୋଇ ପଡିଛି..ରାସ୍ତାର ସମସ୍ୟା କୁ ନେଇ ଆମ ପ୍ରତିନିଧି ସ୍ଥାନୀୟ RD - S.E ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଲେ କ୍ୟାମେରା ଆଗରେ ମୁହଁ ନ ଖୋଲି ଟେଣ୍ଡର ପ୍ରୋସେସ ରେ ରହିଛି କହି କଥା ଟାଳି ଦେଇ
ଛନ୍ତି,....ତେଵେ ଦୁଃଖର ବିଷୟ ଯେଉଁ କାମ ପ୍ରଶାସନ କରିବା କଥା ସେହି ଖାଲ ଖମାରୀ ରାସ୍ତାକୁ ଜଣେ ଅବସର ପ୍ରାପ୍ତ ଡାକ୍ତର କମଳା କାନ୍ତ ନାୟକ ନିଜେ ନିଜ ଅର୍ଥରୁ ୫ ଟ୍ରିପ ମୋରମ କୁ ଲୋକ ଲଗାଇ ରାସ୍ତାକୁ ମରାମତି କରି ଛନ୍ତି ଆଉ ଲୋକଙ୍କ ମୁହଁରୁ ପ୍ରଶଂସା.. ତେଵେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ଲୋକେ...... ତେଵେ ଆଗକୁ ଦେଖିବାକୁ ବାକି ଅଛି କେଵେ ଏହି ରାସ୍ତାଉପରେ ସରକାର ଙ୍କ ନଜର ପଡୁଛି ଆଉ କେଵେ ଏହି ରାସ୍ତାର ଲୋକଙ୍କ ଦୁଃଖ ଦୂର ହେଉଛି l
- LKLakshman KerketaReamal, Deogarhinon 5 September
- ମୌଳିକ ସୁବିଧାରୁ ବଞ୍ଚିତ ପରିବାର, କପ୍ତିପଦା ନୁଦଢିଆ ସର୍ବଣl ନର୍ସରୀ ସାହିର ଏକ ପରିବାର, ବାପା ମାଆ ଯିବା ପରେ ଅନାଥ ହେଲେ ୩ ନାବାଳକ,4
- ALL INDIA T/20 BARIPADA1
- ମୟୂରଭଞ୍ଜ ମୋହସ୍ତୋବ ରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କ ଦମଦାର ପ୍ରଦର୍ଶନ1
- good morning Orissa Happy New year1
- Post by Dipun Nayak1
- Post by ସୁବୁଦବାସକେ2
- କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ3
- ବନ୍ଧୁ ମିଳନ ଉଦଳାରେ1