ଧୂପ ଦାନ ଓ ପୁଷ୍ପମାଲ୍ୟ ସହିତ ଶହୀଦ ବାଜିରାଉତଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ ଶାଖା ଢେଙ୍କାନାଳ : ଭାରତର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ ଶାଖା l ରବିବାର ସକାଳ ୯ଟା ବେଳେ ଦଳୀୟ କର୍ମୀମାନେ ସ୍ଥାନୀୟ ବାଜିଚୌକ ଛକ ଠାରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି "ଶହୀଦ ବାଜିରାଉତ ଅମର ରହେ " ନାରା ଦେଇଥିଲେ l ପରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସ୍ମୃତିଚାରଣ ସଭାରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଶହୀଦ ବାଜିରାଉତଙ୍କ ପରି ସମସ୍ତେ ନିର୍ଭିକ ଓ ସମାଜ ପ୍ରତି ଉତ୍ତରଦାୟୀ ରହିବା ଉଚିତ l ଅନ୍ୟ ମାନଙ୍କ ମଧ୍ୟରେ ସଂସଦୀୟ ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ଶେଷଦେବ ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ସଦର ବ୍ଲକ ସଦସ୍ୟ ଅନିଲ ସାମଲ, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଇଂ ପିତାମ୍ବର ଦାସ, ପୌରାଞ୍ଚଳ ସଦସ୍ୟ ପିତାମ୍ବର ସାମନ୍ତରାୟ, ମନ୍ମଥ ରାଓ, ସୋମନାଥ ଦାସ, ଜ୍ଞାନେନ୍ଦ୍ର ସାହୁ, ଚିନ୍ମୟ ସେନାପତି, ପୂର୍ବ ସୈନିକ ନଗେନ କର ଓ ଅର୍ଧେନ୍ଦୁ ବରାଳ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ନଗର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ପାଣି ନିଜ ବକ୍ତବ୍ୟ ସହିତ ଧନ୍ୟବାଦ ଦେଇଥିଲେ l

- #ଦନ୍ତାକୁ_ମାରିଲା_କିଏ? ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି। ଏହା ସହିତ ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି। #ElephantBombInjury_Mayurbhanj #BangiriposiElephantCase #WildlifeCruelty #SaveElephants #ForestInvestigation1
- ନବନିର୍ମାଣ କୃଷକ ସଂଗଠନ ଉପମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କଲେ ।1
- ଜୟ ଜଗନ୍ନାଥ1
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ୍ ଅନ୍ତର୍ଗତ ମୋରଡା ବଣିକ ସଂଘ ତରଫର ମୋରଡା ବଜାର ର ଦୁର୍ଘଟଣା ନୀୟତ୍ରଣ ପାଇଁ ପୋଲିସ ବିଭାଗ କୁ ପ୍ରଦାନ କଲେ। ଏ ନେଇ କଣ କହୁଛନ୍ତି ବଣିକ ସଂଘ ସଭାପତି ଓ ସଂପାଦକ ଶୁଣନ୍ତୁ1
- Post by Banshidhar Bemal1
- କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା କlର୍ଣ୍ଣିଭlଲ ଶୋଭା ଯାତ୍ରା1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର1