ସ୍ପନ୍ଦନ ପକ୍ଷରୁ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ l ସ୍ଥାନୀୟ ୟୁଥହଷ୍ଟେଲ ସମ୍ମିଳନୀ କକ୍ଷରେ ସ୍ପନ୍ଦନ ଅନୁଷ୍ଠାନ ପକ୍ଷରୁ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠାନର ସଭାପତି ଚନ୍ଦ୍ରମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥିଭାବେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସମ୍ମାନିତ ଅତିଥିଭାବେ ଡକ୍ଟର ପ୍ରଧାନ ଧିରେନ ରାୟ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ସମାଜସେବୀ ବିଦ୍ୟୁଲତା ଆଚାର୍ଯ୍ୟ, ନିରଞ୍ଜନ ବିଶ୍ୱାଳ, ଗାନ୍ଧୀ ସାମାଜିକ ଅନୁଷ୍ଠାନର ସମ୍ପାଦିକା ପ୍ରମିଳା ସିଂହ ପ୍ରମୁଖ ମଂଚାସୀନ ଥିଲେ l ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ ଆଜି ବି ନାରୀମାନଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସ୍ୱାବଲମ୍ବୀତା ପହଂଚି ପାରିନାହିଁ l ଯାହା ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ l ନାରୀ ସଶକ୍ତିକରଣ ହେଲେ ଦେଶ ବିକାଶ ହେବ l ନାରୀ ଶିକ୍ଷିତ ହେଲେ ଶିଶୁ ବିକାଶ ଘଟିବ l ସରକାରଙ୍କ ପ୍ରୋତ୍ସାହନ ସହ ଆମେ ସମସ୍ତ ନାଗରିକ ନାରୀ ସଶକ୍ତିକରଣ ପାଇଁ ସଚେତନ ହେବା ଆବଶ୍ୟକତା ରହିଛି କହିଥିଲେ ମଞ୍ଚାସିନ ଅତିଥିମାନେ ପରେପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବା ସହିତ ସର୍ବଶେଷରେ କୁନିକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
ସ୍ପନ୍ଦନ ପକ୍ଷରୁ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ l ସ୍ଥାନୀୟ ୟୁଥହଷ୍ଟେଲ ସମ୍ମିଳନୀ କକ୍ଷରେ ସ୍ପନ୍ଦନ ଅନୁଷ୍ଠାନ ପକ୍ଷରୁ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠାନର ସଭାପତି ଚନ୍ଦ୍ରମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ
ମୁଖ୍ୟଅତିଥିଭାବେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସମ୍ମାନିତ ଅତିଥିଭାବେ ଡକ୍ଟର ପ୍ରଧାନ ଧିରେନ ରାୟ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ସମାଜସେବୀ ବିଦ୍ୟୁଲତା ଆଚାର୍ଯ୍ୟ, ନିରଞ୍ଜନ ବିଶ୍ୱାଳ, ଗାନ୍ଧୀ ସାମାଜିକ ଅନୁଷ୍ଠାନର ସମ୍ପାଦିକା ପ୍ରମିଳା ସିଂହ ପ୍ରମୁଖ ମଂଚାସୀନ ଥିଲେ l ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ ଆଜି ବି ନାରୀମାନଙ୍କ ପାଖରେ
ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସ୍ୱାବଲମ୍ବୀତା ପହଂଚି ପାରିନାହିଁ l ଯାହା ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ l ନାରୀ ସଶକ୍ତିକରଣ ହେଲେ ଦେଶ ବିକାଶ ହେବ l ନାରୀ ଶିକ୍ଷିତ ହେଲେ ଶିଶୁ ବିକାଶ ଘଟିବ l ସରକାରଙ୍କ ପ୍ରୋତ୍ସାହନ ସହ ଆମେ ସମସ୍ତ ନାଗରିକ ନାରୀ ସଶକ୍ତିକରଣ ପାଇଁ ସଚେତନ
ହେବା ଆବଶ୍ୟକତା ରହିଛି କହିଥିଲେ ମଞ୍ଚାସିନ ଅତିଥିମାନେ ପରେପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବା ସହିତ ସର୍ବଶେଷରେ କୁନିକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
- Post by SOUMYA RANJAN1
- Post by ମନୋଜ କୁମାର ପୁଣ୍ଟିଆ1
- ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ1
- Post by Sibanava Panda1
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨1
- Post by Darbar Tv1
- Post by Manoj kumar baliyarsingh4
- Post by SOUMYA RANJAN1
- Post by ମନୋଜ କୁମାର ପୁଣ୍ଟିଆ1