logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋଟିଏ କୋଠରିରେ ପ୍ରଥମରୁ ସପ୍ତମଯାଏ ପାଠପଢ଼ା ⬛ଛାତରୁ ପଲସ୍ତରା ଖସୁଥିବାରୁ ୨ ଶ୍ରେଣୀଗୃହରେ ତାଲା ⬛ବାରଣ୍ଡା ଛାତ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ⬛ସମସ୍ୟାରେ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟାରେ ରହିଛି ଶିକ୍ଷାନୁଷ୍ଠାନ। ଛାତରୁ ପଲସ୍ତରା ଖସୁଥିବାରୁ ମୋଟ ୫ଟି ଶ୍ରେଣୀଗୃହ ମଧ୍ୟରୁ ୨ଟିରେ ପକାଯାଇଛି ତାଲା। ଅନ୍ୟ ୩ଟି କୋଠରି ଭିତରୁ ଗୋଟିଏରେ ଅଫିସ ଗୃହ, ଗୋଟିଏରେ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟିରେ ଚାଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ପିଲାଙ୍କ ପାଠପଢ଼ା। ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ଥିବା ଏହି ବିଦ୍ୟାଳୟର ବାରଣ୍ଡା ଛାତ ମଧ୍ଯ ସୁରକ୍ଷିତ ନୁହେଁ। ବାରଣ୍ଡା ଛାତ ବିପଦସଙ୍କୁଳ ଅବସ୍ଥାରେ ପଲସ୍ତରା ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତର ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଏ ସମ୍ପର୍କରେ ଜିଲା ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଭିଯୋଗପତ୍ର ପ୍ରଦାନ କରାଯାଇଛି | ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ବୁଧବାର ପୁନର୍ବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

on 31 July
user_Kishorenagar Shuru
Kishorenagar Shuru
Local News Reporter Anugul•
on 31 July
fe183ef2-e92e-418e-bbf5-40964e5266d9

ଗୋଟିଏ କୋଠରିରେ ପ୍ରଥମରୁ ସପ୍ତମଯାଏ ପାଠପଢ଼ା ⬛ଛାତରୁ ପଲସ୍ତରା ଖସୁଥିବାରୁ ୨ ଶ୍ରେଣୀଗୃହରେ ତାଲା ⬛ବାରଣ୍ଡା ଛାତ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ⬛ସମସ୍ୟାରେ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟାରେ ରହିଛି ଶିକ୍ଷାନୁଷ୍ଠାନ। ଛାତରୁ ପଲସ୍ତରା ଖସୁଥିବାରୁ ମୋଟ ୫ଟି ଶ୍ରେଣୀଗୃହ ମଧ୍ୟରୁ ୨ଟିରେ ପକାଯାଇଛି ତାଲା। ଅନ୍ୟ ୩ଟି କୋଠରି ଭିତରୁ ଗୋଟିଏରେ ଅଫିସ ଗୃହ, ଗୋଟିଏରେ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟିରେ ଚାଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ପିଲାଙ୍କ ପାଠପଢ଼ା। ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ଥିବା ଏହି ବିଦ୍ୟାଳୟର ବାରଣ୍ଡା ଛାତ ମଧ୍ଯ ସୁରକ୍ଷିତ ନୁହେଁ। ବାରଣ୍ଡା ଛାତ ବିପଦସଙ୍କୁଳ ଅବସ୍ଥାରେ ପଲସ୍ତରା ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତର ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଏ ସମ୍ପର୍କରେ ଜିଲା ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଭିଯୋଗପତ୍ର ପ୍ରଦାନ କରାଯାଇଛି | ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ବୁଧବାର ପୁନର୍ବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

More news from Boudh and nearby areas
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I
    user_Ranjan Kumar Dash
    Ranjan Kumar Dash
    Journalist Boudh•
    19 min ago
  • bhai mane full sofate karibe
    1
    bhai mane full sofate karibe
    user_Deepak Jani
    Deepak Jani
    Kandhamal•
    1 hr ago
  • तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi #TamilnaduNews #modurai #LatestNews #p24newsexpress
    1
    तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi  #TamilnaduNews #modurai #LatestNews #p24newsexpress
    user_Anuj Shrma
    Anuj Shrma
    Voice of people Sambalpur•
    3 hrs ago
  • ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    1
    ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    user_Gobinda
    Gobinda
    Actor Anugul•
    7 hrs ago
  • मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है। #Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators
    1
    मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है।
#Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators
    user_द संक्षेप
    द संक्षेप
    Media company Jharsuguda•
    31 min ago
  • #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹
    1
    #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹
    user_Bighne Rana
    Bighne Rana
    Dancer Kalahandi•
    16 hrs ago
  • ARAVALLI IS SAFE
    1
    ARAVALLI  IS  SAFE
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    16 hrs ago
  • ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା I @boudhnews #ବୌଦ୍ଧ
    1
    ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା I @boudhnews #ବୌଦ୍ଧ
    user_Ranjan Kumar Dash
    Ranjan Kumar Dash
    Journalist Boudh•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.