Shuru
Apke Nagar Ki App…
ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର, କପ୍ତିପଦା ବ୍ଲକ ଅଧୀନ ବଡ଼ ରାଇକାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅବ୍ୟବସ୍ଥା ଏବଂ ଶିକ୍ଷୟିତ୍ରୀ ଙ୍କ ମନମାନି ଶାସନ ଏବଂ ଦୀର୍ଘ ୧୨/୧୩ ବର୍ଷ ଧରି ଏକ ଛତ୍ରବାଦ ଶାସନ ଚରମ ସୀମା ଉଲଂଘ୍ନ କରିଥିବା ନେଇ, ପ୍ରଶାସନ ନିଘୋଡ଼ ନିଦରେ ଶୋଇ ଥିବା ବେଳେ, ବାରମ୍ବାର ପ୍ରଶାସନ କୁ ଅବଗତକରାଇ ଥିଲେ ମଧ୍ୟ, କାର୍ଯ୍ୟନୁଷ୍ଠାନ ଶୂନ ଦେଖିବାକୁ ମିଳିଛି, ତେଵେ ତାତିଛନ୍ତି ଗ୍ରାମବାଦୀ ଆଉ ଶେଷରେ ପ୍ରଶାସନକୁ ଅବଗତ କରାଇ ଦାବୀ ପୂରଣ ପାଇଁ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି,ଆଉ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଗ୍ରାମବାଦୀ l
Rajib Behera

More news from Odisha and nearby areas
- ମୌଳିକ ସୁବିଧାରୁ ବଞ୍ଚିତ ପରିବାର, କପ୍ତିପଦା ନୁଦଢିଆ ସର୍ବଣl ନର୍ସରୀ ସାହିର ଏକ ପରିବାର, ବାପା ମାଆ ଯିବା ପରେ ଅନାଥ ହେଲେ ୩ ନାବାଳକ,4
- ALL INDIA T/20 BARIPADA1
- ମୟୂରଭଞ୍ଜ ମୋହସ୍ତୋବ ରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କ ଦମଦାର ପ୍ରଦର୍ଶନ1
- good morning Orissa Happy New year1
- ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ1
- Post by ସୁବୁଦବାସକେ2
- କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ3
- ବନ୍ଧୁ ମିଳନ ଉଦଳାରେ1