Shuru
Apke Nagar Ki App…
ଗଡଖଙ୍କିରା କ୍ଷତ୍ରିୟସମାଜ ପକ୍ଷରୁ ପାରମ୍ପରିକ ଅସ୍ତ୍ରପୂଜା ଢେଙ୍କାନାଳ ଜିଲ୍ଲାଗନ୍ଦିଆ ବ୍ଲକଗଡଖଙ୍କିରା ଗ୍ରାମରେ ପବିତ୍ର ଦଶହରା ଉପଲକ୍ଷେ ୧୬୦୫ ମସିହାଠାରୁ ଅଦ୍ୟାବଧି ଗ୍ରାମର କ୍ଷତ୍ରୀୟ ସମାଜ ତରଫରୁଗ୍ରାମ ମଧ୍ୟସ୍ଥ ଭୈରବୀ ପୀଠରେ ଏକତ୍ର ହୋଇ ନିଜର ଅସ୍ତ୍ରକୁ ସଜାଇ ପୂଜାପାଠ କରାଇଅଛନ୍ତି। ଗୁରୁସେବକ ଓ ମନ୍ତ୍ର ଉଚ୍ଚାରଣ ସେବକଙ୍କ ପରିଚାଳନାରେ ଦାଣ୍ଡି ପୂଜାକରାଯାଇଥିଲା। ପୂଜାରେ ଭୈରବପୀଠଦେବୀ, ଅଷ୍ଟଦେବତା ମଣ୍ଡଳ, ଅଷ୍ଟଭୈରବ ବେତାଳ ମଣ୍ଡଳ, ଚଉରାଅଶିସିଦ୍ଧ ଚାରିଦିଗ ଓ ଚାରି ଯୁଗର ପୂଜା ବୈଦିକ ନୀତିରେ ଅନୁଷ୍ଠିତ ହୋଇଥିଲା। ଶେଷରେ ବାରବାଦ୍ୟର ତାଳେ ତାଳେ ସମସ୍ତେ ନିଜ ନିଜର ଅସ୍ତ୍ରଶସ୍ତ୍ରକୁ ଧରି ଦଶହରା ପଡ଼ିଆକୁ ପଟୁଆରରେ ଯାଇ ନିଜର କୌଶଳ ପ୍ରଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମରେ ଧୀରସାହି, ବ୍ରହ୍ମ ସାହି, ଭୂୟାଁ ସାହି, ପାତ୍ର ସାହି,ସିଂହସାହି, ବିଶ୍ଵାଳ ସାହିରୁ ସମସ୍ତେ ସହଯୋଗ ପ୍ରଦାନ କରି ଅଖଣ୍ଡ ଗଡଖଙ୍କିରା ଗଠନ ଦିଗରେ ମତାମତ ପ୍ରଦାନ କରିଥିଲେ।ଗ୍ରାମବାସୀଙ୍କ ମଙ୍ଗଳ କାମନା କରାଯାଇଥିଲା।
Tapasdas

- C m turukDasamantapur, Koraput🙏on 9 October
More news from Cuttack and nearby areas
- ହରିଣ ପାରର୍କ1
- Post by User5115 Susanta Kumar Pattnaik1
- Post by Mangu Mallik1
- ऑफिस में काम करते समय अचानक कोई पीछे आ जाए, तो घबराहट आम बात है। लेकिन अब एक नई लेज़र ट्रिपवायर टेक्नोलॉजी इस परेशानी का हल बन रही है। जैसे ही कोई कमरे में एंट्री करता है, कंप्यूटर स्क्रीन अपने-आप सेफ मोड में चली जाती है। न कैमरा, न मैनुअल क्लिक,ये सिस्टम ऑफिस प्राइवेसी को पहले से कहीं ज्यादा स्मार्ट और सुरक्षित बना रहा है। 📹Media: Git.io #technology #engineering #privacy #hardware #innovation #OfficeLife #FutureTech #PrivacyTech #SmartOffice #TechNews1
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- Jay Jagannath 🙏1
- ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia1
- PM MODI JI IS ON WHO GLOBAL MEET.1