Shuru
Apke Nagar Ki App…
ଟ୍ରାଫିକ ପରିଚାଳନାରେ ଫେଲ ମାରିଚି #ଢେଙ୍କାନାଳ ଟାଉନ ପୋଲିସ । କୁଞ୍ଜକାନ୍ତ ଅଞ୍ଚଳରେ ନାହିଁ ନଥିବା ଜାମ୍ । ପିସିଆର ର ମିଳୁନି ଦେଖା, ଟ୍ରାଫିକ ପରିଚାଳନା ପାଇଁ ଭସାଣ ଯାତ୍ରାରେ ନାହାଁନ୍ତି ପୋଲିସ । #Dhenkanalshuru
Tapasdas 6372788705
ଟ୍ରାଫିକ ପରିଚାଳନାରେ ଫେଲ ମାରିଚି #ଢେଙ୍କାନାଳ ଟାଉନ ପୋଲିସ । କୁଞ୍ଜକାନ୍ତ ଅଞ୍ଚଳରେ ନାହିଁ ନଥିବା ଜାମ୍ । ପିସିଆର ର ମିଳୁନି ଦେଖା, ଟ୍ରାଫିକ ପରିଚାଳନା ପାଇଁ ଭସାଣ ଯାତ୍ରାରେ ନାହାଁନ୍ତି ପୋଲିସ । #Dhenkanalshuru
More news from Odisha and nearby areas
- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। #LatestNews #UpdateNews #apanankakhabara #nuakhai #news #OdishaNews #odisha1
- ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ବିଜେପି କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଜଗତସିଂହପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସାଂସଦ ବିଭୂପ୍ରସାଦ ତରେଇ ଯୋଗଦେଇ ନିଜର ମତ ରଖିଥିଲେ।1
- नजरान सिटी सऊदी अरब मे लगी आग , बहुत नुकसान होगा। आग बुझाने मे लगी सरकार1
- ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି #LatestNews #UpdateNews #apanankakhabara #Niali #news #gneshpuja #news #OdishaNews #Odisha1
- ଠାକୁର ବାଡ଼ିରେ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ପାଳିତ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ତାଳଦଣ୍ଡାଠାରେ ଥିବା ଠାକୁର ବାଡ଼ିରେ ସରିତା ଦେବୀଙ୍କ ଜନ୍ମୋତ୍ସବ ଓ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଟେଲିଭିଜନ ଓ ଫିଲ୍ମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡଃ ହିମାଂଶୁ ଖଟୁଆ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।1
- मुसलमानों के सबसे पवित्र शहर मक्का पर मिसाइल हमले के साइरन बज रहे हैं....हूतियों ने मक्का को टार्गेट किया है...........1