logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମା' ମହେଶ୍ୱରୀ କ୍ରିକେଟ , ଡିସିଏ ବୌଦ୍ଧ ଚାମ୍ପିଅନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ରେ ହେଉଥିବା ୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍ ର ଫାଇନାଲ ରେ ଜେସିସି ସମ୍ବଲପୁର କୁ ହରାଇ ଡିସିଏ ବୌଦ୍ଧ ଚାମ୍ପିଅନ ହୋଇଛି। ସମ୍ବଲପୁର ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ ଉଇକେଟ ହରାଇ ୯୭ ରନ କରିଥିଲା। ଦଳର ଅଜିତ ହୋତା ୨୧ ରନ କରିଥିଲେ। ବିପକ୍ଷ ବୌଦ୍ଧ ରଜନିସ ଯାଦବ ଓ କ୍ଷୀରୋଦ ପୁରୋହିତ ପ୍ରତ୍ୟକେ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ଦଳ ଆବଶ୍ୟକୀୟ ୯୮ ରନ କୁ୧୪.୩ ଓଭର ରେ ୮ ଉଇକେଟ ହରାଇ ସଂଗ୍ରହ କରିଥିଲା। ଦଳର କେଜି ପାତ୍ର ଓ ସ୍ବାଗତ ଦେହୁରୀ ପ୍ରତ୍ୟେକ ୧୯ ରନ ଲେଖାଏଁ କରିଥିବା ବେଳେ ବିପକ୍ଷ ସମ୍ବଲପୁର ର ବିନାୟକ ରେଡ୍ଡୀ ଓ ପ୍ରଶାନ୍ତ ଦାସ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ରେ ୫ ଉଇକେଟ ହରାଇ ୪୦ ରନ କରିଥିଲା। ଦଳର ଅଜିତ ହୋତା ୧୭ ରନ କରିଥିବା ବେଳେ ବିପକ୍ଷ ବୌଦ୍ଧ ର ଲକ୍ଷ୍ମୀଧର ପଧାନ ୨ଟି ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ଦଳ ଆବଶ୍ୟକୀୟ ୪୧ ରନ କୁ ୪.୩ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ବୌଦ୍ଧ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବର ରେ ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ କମିରା ସରପଞ୍ଚ ଅନୁଷୟା ପଧାନ, ପୂର୍ବତନ ଜିଲ୍ଲା କ୍ରିକେଟ ସଂଘର ସଭାପତି ପଠାନ ପଣ୍ଡା,ସ୍ବେଛାସେବୀ ସପନ ପଧାନ,ସଞ୍ଜୀବ ପ୍ରଧାନ, ସିଆରସିସି ପ୍ରହଲ୍ଲାଦ ମୁଖି, କୃଷକ ନେତା ଧରଣୀଧର ପାଢ଼ୀ,ଆନନ୍ଦ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୌଦ୍ଧ ର କେଜି ପାତ୍ର ଙ୍କୁ ମ୍ୟାନ ଅଫ ଫାଇନାଲ, ସିରିଜ,ଶ୍ରେଷ୍ଠ ବ୍ୟାଟର, ଲକ୍ଷ୍ମୀଧର ପଧାନ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ ବୌଦ୍ଧ କୁ ନଗଦ ୨୭ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ୍ ସମ୍ବଲପୁର କୁ ନଗଦ ୧୭ ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ସୁରେଶ ବିଶି ପରିଚାଳନା କରିଥିବା ବେଳେ ଚନ୍ଦ୍ର ଶେଖର ପଧାନ ସ୍କୋରିଙ୍ଗ, ପରକ୍ଷିତ କର୍ଣ୍ଣ ଅନ୍ ଲାଇନ୍ ସ୍କୋରିଙ୍ଗ ଏବଂ ବି. ଏସ. ରାଓ,ସଙ୍କୀର୍ତ୍ତନ ସାହୁ ଓ ଦେବେନ୍ଦ୍ର ଭୋଇ ଧାରାବୀବରଣୀ ପ୍ରଦାନ କରିଥିଲେ।

11 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
11 hrs ago
7ab7f28c-eb87-4ede-80c4-48f2b4e54325

ମା' ମହେଶ୍ୱରୀ କ୍ରିକେଟ , ଡିସିଏ ବୌଦ୍ଧ ଚାମ୍ପିଅନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ରେ ହେଉଥିବା ୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍ ର ଫାଇନାଲ ରେ ଜେସିସି ସମ୍ବଲପୁର କୁ ହରାଇ ଡିସିଏ ବୌଦ୍ଧ ଚାମ୍ପିଅନ ହୋଇଛି। ସମ୍ବଲପୁର ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ ଉଇକେଟ ହରାଇ ୯୭ ରନ କରିଥିଲା। ଦଳର ଅଜିତ ହୋତା ୨୧ ରନ କରିଥିଲେ। ବିପକ୍ଷ ବୌଦ୍ଧ ରଜନିସ ଯାଦବ ଓ କ୍ଷୀରୋଦ ପୁରୋହିତ ପ୍ରତ୍ୟକେ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ଦଳ

55893f5d-0439-4ff4-8140-cfbfcd396a9d

ଆବଶ୍ୟକୀୟ ୯୮ ରନ କୁ୧୪.୩ ଓଭର ରେ ୮ ଉଇକେଟ ହରାଇ ସଂଗ୍ରହ କରିଥିଲା। ଦଳର କେଜି ପାତ୍ର ଓ ସ୍ବାଗତ ଦେହୁରୀ ପ୍ରତ୍ୟେକ ୧୯ ରନ ଲେଖାଏଁ କରିଥିବା ବେଳେ ବିପକ୍ଷ ସମ୍ବଲପୁର ର ବିନାୟକ ରେଡ୍ଡୀ ଓ ପ୍ରଶାନ୍ତ ଦାସ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ରେ ୫ ଉଇକେଟ ହରାଇ ୪୦ ରନ କରିଥିଲା। ଦଳର ଅଜିତ ହୋତା ୧୭ ରନ କରିଥିବା ବେଳେ ବିପକ୍ଷ ବୌଦ୍ଧ ର ଲକ୍ଷ୍ମୀଧର ପଧାନ ୨ଟି ଉଇକେଟ

f512fc8d-29dd-44ff-8382-4cda292f5881

ନେଇଥିଲେ। ଜବାବରେ ବୌଦ୍ଧ ଦଳ ଆବଶ୍ୟକୀୟ ୪୧ ରନ କୁ ୪.୩ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ବୌଦ୍ଧ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବର ରେ ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ କମିରା ସରପଞ୍ଚ ଅନୁଷୟା ପଧାନ, ପୂର୍ବତନ ଜିଲ୍ଲା କ୍ରିକେଟ ସଂଘର ସଭାପତି ପଠାନ ପଣ୍ଡା,ସ୍ବେଛାସେବୀ ସପନ ପଧାନ,ସଞ୍ଜୀବ ପ୍ରଧାନ, ସିଆରସିସି ପ୍ରହଲ୍ଲାଦ ମୁଖି, କୃଷକ ନେତା ଧରଣୀଧର ପାଢ଼ୀ,ଆନନ୍ଦ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୌଦ୍ଧ ର କେଜି

783f9664-cb9a-4f60-aaad-0672e169b56b

ପାତ୍ର ଙ୍କୁ ମ୍ୟାନ ଅଫ ଫାଇନାଲ, ସିରିଜ,ଶ୍ରେଷ୍ଠ ବ୍ୟାଟର, ଲକ୍ଷ୍ମୀଧର ପଧାନ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ ବୌଦ୍ଧ କୁ ନଗଦ ୨୭ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ୍ ସମ୍ବଲପୁର କୁ ନଗଦ ୧୭ ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ସୁରେଶ ବିଶି ପରିଚାଳନା କରିଥିବା ବେଳେ ଚନ୍ଦ୍ର ଶେଖର ପଧାନ ସ୍କୋରିଙ୍ଗ, ପରକ୍ଷିତ କର୍ଣ୍ଣ ଅନ୍ ଲାଇନ୍ ସ୍କୋରିଙ୍ଗ ଏବଂ ବି. ଏସ. ରାଓ,ସଙ୍କୀର୍ତ୍ତନ ସାହୁ ଓ ଦେବେନ୍ଦ୍ର ଭୋଇ ଧାରାବୀବରଣୀ ପ୍ରଦାନ କରିଥିଲେ।

More news from Sonepur and nearby areas
  • ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    1
    ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    8 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    10 hrs ago
  • ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    1
    ଅଦ୍ଭୁତ ପ୍ରକାର ର ଏକ  ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    user_Ajira Samachar
    Ajira Samachar
    Journalist Sonepur, Odisha•
    20 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    9 hrs ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    12 hrs ago
  • भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    1
    भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    21 hrs ago
  • ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    1
    ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    user_ODISHA NEWS
    ODISHA NEWS
    Reporter Balangir, Odisha•
    22 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.