logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାକଟପୁରରେ ପବିତ୍ର ଈଦ୍-ମିଲାଦୁନ୍-ନବୀ ପାଳିତ: ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସମ୍ପନ୍ନ କାକଟପୁର (ବିଭୂତି ଟିଭି): ମହାନବୀ ହଜରତ ମହମ୍ମଦଙ୍କ ଜୟନ୍ତୀ (ଈଦ୍-ମିଲାଦୁନ୍-ନବୀ) ଅବସରରେ କାକଟପୁର ସଦର ମୋହଲ୍ଲା ମାଲୁମାତେ ଇସଲାମିଆ କମିଟି ତରଫରୁ ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। Drx ମିର୍ଜା ଗାଲିବ,ଇଫତେଖାର ଏବଂ ସେଖ୍ ଅସଲମଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଭଣ୍ଡାଘର ଜାମା ମସଜିଦରୁ ବାହାରି ନୂଆହାଟ ଜାମା ମସଜିଦ ପର୍ଯ୍ୟନ୍ତ ଯାଇ ସଫଳତାର ସହ ଶେଷ ହୋଇଥିଲା। ଇସଲାମିକ କାଲେଣ୍ଡର ଅନୁଯାୟୀ ଏହି ପବିତ୍ର ଦିନକୁ ‘୧୨ ରବି-ଉଲ-ଆୱାଲ’ ଭାବେ ପାଳନ କରାଯାଏ। ଏହି ଅବସରରେ ମୁସଲିମ ଭାଇ ଓ ଭଉଣୀମାନେ ମହାନବୀଙ୍କ ଉପଦେଶ ଓ ଆଦେଶକୁ ଅନୁସରଣ କରି ଉପବାସ ରଖିବା ସହ ଦାନଧର୍ମ କରିଥାନ୍ତି। ଗରିବ, ଅସହାୟ ଓ ନିଷ্পେସିତ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାର ପରମ୍ପରା ଏହି ଦିନରେ ରହିଛି। ଶ୍ରଦ୍ଧା, ଭଲପାଇବା, ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ନେଇ ବାହାରିଥିବା ଏହି ସୋଭାଯାତ୍ରାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

7 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
7 hrs ago
739f17c3-eac4-4cad-9b24-e7e21ab23bdc

କାକଟପୁରରେ ପବିତ୍ର ଈଦ୍-ମିଲାଦୁନ୍-ନବୀ ପାଳିତ: ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସମ୍ପନ୍ନ କାକଟପୁର (ବିଭୂତି ଟିଭି): ମହାନବୀ ହଜରତ ମହମ୍ମଦଙ୍କ ଜୟନ୍ତୀ (ଈଦ୍-ମିଲାଦୁନ୍-ନବୀ) ଅବସରରେ କାକଟପୁର ସଦର ମୋହଲ୍ଲା ମାଲୁମାତେ ଇସଲାମିଆ କମିଟି ତରଫରୁ ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। Drx ମିର୍ଜା ଗାଲିବ,ଇଫତେଖାର ଏବଂ ସେଖ୍ ଅସଲମଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଭଣ୍ଡାଘର ଜାମା ମସଜିଦରୁ ବାହାରି ନୂଆହାଟ ଜାମା ମସଜିଦ ପର୍ଯ୍ୟନ୍ତ ଯାଇ ସଫଳତାର ସହ ଶେଷ ହୋଇଥିଲା। ଇସଲାମିକ କାଲେଣ୍ଡର ଅନୁଯାୟୀ ଏହି ପବିତ୍ର ଦିନକୁ ‘୧୨ ରବି-ଉଲ-ଆୱାଲ’ ଭାବେ ପାଳନ କରାଯାଏ। ଏହି ଅବସରରେ ମୁସଲିମ ଭାଇ ଓ ଭଉଣୀମାନେ ମହାନବୀଙ୍କ ଉପଦେଶ ଓ ଆଦେଶକୁ ଅନୁସରଣ କରି ଉପବାସ ରଖିବା ସହ ଦାନଧର୍ମ କରିଥାନ୍ତି। ଗରିବ, ଅସହାୟ ଓ ନିଷ্পେସିତ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାର ପରମ୍ପରା ଏହି ଦିନରେ ରହିଛି। ଶ୍ରଦ୍ଧା, ଭଲପାଇବା, ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ନେଇ ବାହାରିଥିବା ଏହି ସୋଭାଯାତ୍ରାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

More news from ଓଡ଼ିଶା and nearby areas
  • କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ! ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା? କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ! ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?
    1
    କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ!
ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?
କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ!
ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?
    user_Rudranarayan Rout
    Rudranarayan Rout
    ନିଆଳି, କଟକ, ଓଡ଼ିଶା•
    9 hrs ago
  • କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ! ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?
    1
    କଟକ ସହରର ବିଭିନ୍ନ ବ୍ରିଜ୍‌ ଉପରେ ଉଠୁଛି ଗଛ!
ବ୍ରିଜ୍‌ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    10 hrs ago
  • ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    1
    ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    9 hrs ago
  • କାଳିଆ ସାଆନ୍ତେ ହୋ ତୁମ ବଡ଼ଦାଣ୍ଡ କୁ ମତେ ଟିକେ ଟାଣି ଟାଣି ନିଅ ହେ ସାଆନ୍ତେ ⭕❗⭕🙏
    1
    କାଳିଆ ସାଆନ୍ତେ ହୋ ତୁମ ବଡ଼ଦାଣ୍ଡ କୁ ମତେ ଟିକେ ଟାଣି ଟାଣି ନିଅ ହେ ସାଆନ୍ତେ ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    13 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । 
ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    1
    ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    8 hrs ago
  • ନିଆଳୀ ପାଇଁ ନୂତନ ନାରୀ ନେତ୍ରୀ ଙ୍କ ଯୋଗଦାନ କଂଗ୍ରେସ ଶିବିର ଉତ୍ସାହ
    1
    ନିଆଳୀ ପାଇଁ ନୂତନ ନାରୀ ନେତ୍ରୀ ଙ୍କ ଯୋଗଦାନ କଂଗ୍ରେସ ଶିବିର ଉତ୍ସାହ
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.