Shuru
Apke Nagar Ki App…
ଦ୍ବିତୀୟ ବିବାହ କୁ ନେଇ ଝିଅ ଘରଲୋକ ଜୁୟେଂଇକୁ ମାର୍ ପିଟ୍ କଲେ । ଦ୍ବିତୀୟ ବିବାହ କରିଥିବା ଘରକୁ ଯାଇ ସେଉଠୁ ବୁଲିବା ପାଇଁ ଯାଇଥିଲେ ପ୍ରଥମ ବାହା ହେଇଥିବା ଝିଅ ଘରକୁ, ଘରେ ସମସ୍ତେ ଥିଲେ ସେତିକି ବେଳେ ତାକୁ ସମସ୍ତେ ମିଶି ମାଡ ମାରି ଥିଲେ ।
SOMA PURTY
ଦ୍ବିତୀୟ ବିବାହ କୁ ନେଇ ଝିଅ ଘରଲୋକ ଜୁୟେଂଇକୁ ମାର୍ ପିଟ୍ କଲେ । ଦ୍ବିତୀୟ ବିବାହ କରିଥିବା ଘରକୁ ଯାଇ ସେଉଠୁ ବୁଲିବା ପାଇଁ ଯାଇଥିଲେ ପ୍ରଥମ ବାହା ହେଇଥିବା ଝିଅ ଘରକୁ, ଘରେ ସମସ୍ତେ ଥିଲେ ସେତିକି ବେଳେ ତାକୁ ସମସ୍ତେ ମିଶି ମାଡ ମାରି ଥିଲେ ।
More news from Baleshwar and nearby areas
- ଓକିଲ ଦୀପକ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ପାଇଁ ପୁଲିସକୁ ଦାୟୀ କରିଛନ୍ତି। ସେ ଗଞ୍ଜାମ ଏସପି ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରିବାକୁ ଦୃଢ଼ ଦାବି କରିଛନ୍ତି।1
- ବାଲିଅନ୍ନା ରେ Okinawa EV ବାଇକରେ ନିଆଁ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ରେ ଏକ Okinawa EV ବାଇକରେ ହଠାତ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକ ଓ ଗୋପ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ । ଆପଣଙ୍କ ବାଇକ ସୁରକ୍ଷିତ ତ ?1
- ଓଡ଼ିଶାର ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିବା 'ମୋ ବସ'ରୁ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। ଇଞ୍ଜିନ ଅଧିକ ଗରମ ହେବା ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି, ଯାତ୍ରୀମାନେ ଭୟଭୀତ ହୋଇ ବସରୁ ଓହ୍ଲାଇ ପଡ଼ିଥିଲେ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ।1
- ବାଲେଶ୍ୱରର ଓଉପଦା ଅଞ୍ଚଳରେ ଏକ ବ୍ୟାଟେରୀ ଗାଡ଼ି ଏକ ଅଭୂତପୂର୍ବ କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଛି। ଏହି ଅଭିନବ ପ୍ରୟୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ଏହାକୁ ପ୍ରଶଂସା କରୁଛନ୍ତି।1
- Post by Pradeep Jena 90900088151
- ପ୍ରତିଦିନ ହତ୍ୟା! ମୋହନ ମାଝୀ ଅପାରଗ ମୁଖ୍ୟମନ୍ତ୍ରୀ: ସୁର ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।1
- ମୟୂରଭଞ୍ଜ ଜିଲ୍ଲା ଉଦଳାରେ ରାସ୍ତା ଉନ୍ନତିକରଣ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କାମ ସରିବାର ମାସେ ନପୂରୁଣୁ ରାସ୍ତାରୁ ଚିପ୍ସ ଉଠିଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।2
- ରାଇରଙ୍ଗପୁର ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ।1
- Post by DINA AUTO NEWS 62902451601