Shuru
Apke Nagar Ki App…
#ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ... #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ...
Rajib Behera
#ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ... #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ...
More news from ଓଡ଼ିଶା and nearby areas
- 🇮🇳 ମୟୂରଭଞ୍ଜ ମାଟିର ବୀର ପୁଅଙ୍କୁ ଶ୍ରଦ୍ଧାଞ୍ଜଳି 🇮🇳 ଦେଶ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା କେନ୍ଦୁଝର ଆନନ୍ଦପୁର ବ୍ଲକ ପୁତୁଝୁରି ଗ୍ରାମର ବି.ଏସ.ଏଫ ଯବାନ ଅଜୟ ସରେନଙ୍କ ସହିଦ ଖବର ସାରା ଓଡ଼ିଶାକୁ ଶୋକାକୁଳ କରିଦେଇଛି । 😢ଅଜୟ ସୋରେନ ଅମର ରହେ...2
- ବାରିପଦାସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିର ଏକ ମୁଖ୍ୟ ଅଂଶ ଅଟେ।1
- ଗାଧେଇବା ପାଇଁ ପୋଖରୀ *ଆମୋରୋ ଗାଧେଇବା ପାଇଁ ପୋଖୋରି ନାହିଁ ତେଣୁ ବିନୀତ ଅଭିଯୋଗ ଏହି କିଯେ ଆମୋ ସାହି ରେ ଗୋଟେ ପୋଖରୀ କୋରା ଯାଉ ଗାଧେଇବା ପାଇଁ ନାଳ କୁ ଯିବାକୁ ପଡୁଛି ତେଣୁ ବିନୀତ ଅଭିଯୋଗ ଏହି କିଜେ ଆମୋ ସାହିରେ ଗୋଟେ ପୋଖରୀ କରାଯାଉ at,po, Dhatika,ps, suliapada, district, mayurbhanj1
- ମୟୂରଭଞ୍ଜର ମୋରଡ଼ା ଅଞ୍ଚଳରେ ଜଣେ ମଦ୍ୟପ ଗାଡ଼ି ଚାଳକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଗାଡ଼ିର ବେପରୁଆ ଚାଳନା ଦର୍ଶାଉଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।1
- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ହୋଇଥିବା ସମ୍ବେଦନଶୀଳ ଘଟଣାକୁ ନେଇ ପୁଲିସକୁ ଦାୟୀ କଲେ ଆଇନଜୀବୀ ଦୀପକ ପଟନାୟକ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ହୋଇଥିବା ସମ୍ବେଦନଶୀଳ ଘଟଣାକୁ ନେଇ ପୁଲିସକୁ ଦାୟୀ କଲେ ଆଇନଜୀବୀ ଦୀପକ ପଟନାୟକ। ଗଞ୍ଜାମ SP ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି ଦାବି କରିଛନ୍ତି।1
- ମାତୃତ୍ୱ ଦିବସରେ ଦେବଦୀପ ଫାଉଣ୍ଡେସନ ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅବସରରେ ଶିଶୁମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଖାଦ୍ୟ ଓ ଉପହାର ପ୍ରଦାନ କରାଯାଇଥିଲା। ଏହା ଶିଶୁଙ୍କ ମୁହଁରେ ହସ ଫୁଟାଇ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।3
- ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।1
- ମୟୂରଭଞ୍ଜରେ ଏକ ସ୍କୁଲ ଆଗରେ ଖୋଲା ଡ୍ରେନ୍ ଓ ଅଳିଆ ଗଦା ଯୋଗୁଁ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇଛି। ଏହି ଦୁର୍ଗନ୍ଧ ଓ ବିପଦପୂର୍ଣ୍ଣ ସ୍ଥାନରେ ଛୋଟ ପିଲାମାନେ ପଢ଼ିବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ। ଅଭିଭାବକ ଓ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଥିବାବେଳେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ।2