Shuru
Apke Nagar Ki App…
#ଏମିତି_ପଢ଼ି_ରଖିଲି_୫୦୦ରୁ_୫୦୦_ମାର୍କ ପ୍ରକାଶ ପାଇଛି ସିବିଏସଇ ଦଶମ ରେଜଲ୍ଟ। ତେବେ ଏହି ପରୀକ୍ଷାରେ ମୋଟ ୫୦୦ ମାର୍କରୁ ୫୦୦ ମାର୍କ ରଖି ଓଡ଼ିଶାରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଆଲିଶା ବିଶ୍ବାଳ। ସେ ପରୀକ୍ଷା ପାଇଁ ପ୍ରତିଦିନ ୩-୪ ଘଣ୍ଟା ପଢ଼ୁଥିଲେ ବୋଲି କହିଛନ୍ତି ଆଲିଶା। #CBSE10thResult #AlishaBiswal #OdishaTopper #500outof500 #Bhubaneswar #StudentSuccess #EducationNews #CBSE #TopperStory #SuccessMotivation #OTV #Inspiration #Trending
Rajib Behera

More news from ଓଡ଼ିଶା and nearby areas
- #BrekingNews ଦ୍ରୁତଗାମୀ ଟ୍ରେନରେ କଟି ଅଜଣା ଯୁବକ ମୃତ୍ୟୁ। ଖନ୍ତାପଡ଼ା ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା।1
- चंपुआ NAC नाम का या फिर काम का आप देख सकते हैं अपनी आंखों से यह एक नहीं और भी कई जगहों पर इस तरह का फ्रीजर सिस्टम लगा है और सभी में यही हाल है1
- #ଦିନ_ଦିପହରୁ_ବସ୍ତା_ବ୍ଲକ_ରୁ_ଚୋରି । #ସିସିଟିଭି_ଭାଙ୍ଗୁଥିବା_ବେଳେ_ଧରା_ପଡ଼ିଗଲେ_ଚୋର #ଚୋରିକରିବା_ପାଇଁ_ନାବାଳକୁ_ଲାଗାଇ_ଥିଲେ_ମାଷ୍ଟର_ମାଇଣ୍ଡ_ପୋଲିସ_ତଦନ୍ତ! #mahimatv #Basta #balasore Dinabandhu Pradhan Surajtv Ajit Kumar Sahoo Journalist Janata darapana odisha Ramita Biswal Pradeep Kumar Panda Manas Ranjan Behera1
- ହାସିମପୁର ରୁ ମୟୂର ଉଦ୍ଧାର1
- ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l2
- Post by Srikanta Biswal Adyasha Live1
- Post by Khabar1
- Post by ମିଲନ କୁମାର ନାଏକ1
- Post by AT News1