ସରସରା ଠାରେ ଅସହାୟ ବୃଦ୍ଧାଙ୍କ ପାଖରେ ପହଁଚି ଘର ପରିଦର୍ଶନ କଲେ ଜିଲ୍ଲାପାଳ ବୌଦ୍ଧ ସରସରା ଗ୍ରାମରେ ପହଂଚି ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ଜିଲ୍ଲାପାଳ :-ଅଦ୍ୟ ତା. 11.3.2016 ରିଖ (ବୁଧବାର )ଦିନ ଦିବା 11 ଘଟିକା ସମୟରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଯାଇ ପହଂଚି ଥିଲେ l ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଂଚି, ପଞ୍ଚାୟତ କାର୍ଯ୍ୟାଳୟ ର ସୁବିଧା, ଅସୁବିଧା ପଚାରି ବୁଝିଥିଲେ l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ ବୁଝାଇବା ଜିଲ୍ଲାପାଳ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼,ଗ୍ରାମବାସୀ ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l

- ମଙ୍ଗଳବାର ହନୁମାନ ଜୟନ୍ତୀ ଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହିନ୍ଦୁ ଯୁବା ମୋର୍ଚ୍ଚା ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ରିଜ୍ ଛକରୁ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ଅନେକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।1
- ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।1
- Post by Pitambar Sahu2
- Post by Sonepur news khulasa1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।1