Shuru
Apke Nagar Ki App…
ମୁକୁଳା ପଡ଼ିଛି ଟ୍ରାଫିକ, ପୋଲିସ ଉତ୍ସବରେ ମଶଗୁଲ ସୁବର୍ଣ୍ଣପୁର, ୯।୧ : ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ ଉପରେ ଥିବା ବ୍ଲକ୍ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନା ଜଳୁଛି ସେଠାରେ ଥିବା ସ୍ଵଂୟ କ୍ରିୟ ଟ୍ରାଫିକ ଲାଇଟ୍, ନା ଅଛନ୍ତି ଛକରେ ଟ୍ରାଫିକ କର୍ମଚାରୀ। ଲୋକେ ଯିଏ ଯା' ହିସାବରେ ଯାଇ ହିନସ୍ତା ହେଉଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋକ ମହୋତ୍ସବରେ ବ୍ୟସ୍ଥ। ସବୁ ପୁଲିସ ବ୍ୟବସ୍ଥା କୁଆଡେ ସେଠାରେ ନିୟୋଜିତ ଅଛନ୍ତି। ଯଦି ଗୋଟିଏ ମହୋତ୍ସବରେ ପୁଲିସ ବ୍ୟବସ୍ଥା ଏକ ଛକର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳି ପାରୁନି ତା'ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଥିବ ତାହା ବେଶ୍ ବୁଝା ପଡିଯାଉଛି। ସେମିତି ବି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ଚୋରା ଚାଲାନକାରୀଙ୍କ ଭୂସ୍ବର୍ଗ ଏବଂ ଏକ ପ୍ରମୁଖ ମାର୍ଗ ବୋଲି ପୁଲିସ ମୁଖ୍ୟ ସ୍ବୀକାର ସ୍ବୀକାର କରିସାରିଛି।
Ram Shankar Bhoi

More news from Sonepur and nearby areas
- ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ1
- Post by OTV SONEPUR1
- ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ1
- ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା1
- कैमरे में कैद एक अनोखे वाकये ने सोशल मीडिया पर हलचल मचा दी है। एक व्यक्ति सैलून में पहुंचा, नाई से हेयरकट कराने के बजाय खुद ही औज़ार उठाए और अपने बाल काट लिए। आसपास मौजूद लोग हैरान रह गए। हेयरकट पूरा करने के बाद उसने सैलून स्टाफ को औज़ार इस्तेमाल करने का पैसा चुकाया और बिना किसी बहस के चला गया। यह वीडियो लोगों को खूब हंसा रहा है। #ViralVideo #FunnyMoment #SalonLife #HairStyle #BarberShop #Unexpected #InternetReacts1
- ସୁବର୍ଣ୍ଣପୁର: ବାନ୍ଧ କଳା ଓ ବୁଣାକାର ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ କମନ୍ ସର୍ଭିସ୍ ସେଣ୍ଟର୍ (ORMAS) ଠାରେ ଅନୁଷ୍ଠିତ ହୋଇଥିଲା। ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଏନଜିଓ ଭାବ ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ଏହି କର୍ମଶାଳାରେ ଏସଟିଏସସି କଟକର ବୈଜ୍ଞାନିକ - ବି ଅମୃତ ନାୟକ, ଓର୍ମାସ ସିଇଓ ସୁଶାନ୍ତ ନାୟକ,ଭାବ ନିର୍ଦେଶକ ସୌରଭ କର ପ୍ରମୁଖ ଉପସ୍ଥିତ ଥିଲେ।1