logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#କ୍ୟାନସର୍_ନେଲା_ଡାକ୍ତରଙ୍କ_ଜୀଵନ #ଆଉ_କେତେ_ଜୀଵନ_ଗଲେ_ଗୁରୁତ୍ୱ_ଦେବେ_ସରକାର୍ #କାହିଁକି_କରାଯାଉନାହିଁ_ଗବେଷଣା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି କ୍ୟାନସର । ଗାଁ ଠୁ ସହର ଚି଼ହ୍ନଟ ହେଉଛନ୍ତି କ୍ୟାନସର ରୋଗୀ। ଓଡ଼ିଶାର ଭାତହାଣ୍ଡି ବରଗଡ଼ , ସୋନପୁର, ସମ୍ବଲପୁର , ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶା ଏବେ ପାଲଟିଛି କ୍ୟାନ୍ସରର ହବ୍। ଜକ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବଢୁଛି ଚିନ୍ତା। ରାଜ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ମଧ୍ୟରୁ 26.3 ପ୍ରତିଶତ କେବଳ ବରଗଡ଼ ଜିଲ୍ଲାରୁ ହୋଇଥିବା ବେଳେ କେଉଁ କାରଣରୁ କ୍ୟାନସର ବଢୁଛି ତାକୁ ନେଇ ଏଵେ ପ୍ରଶ୍ନ ଉଠିଛି। କ୍ୟାନସର... ଏ ଶବ୍ଦ ଶୁଣିଲା ମାତ୍ରକେ ମନରେ ଭୟ ସୃଷ୍ଟି ହୁଏ। କାରଣ ଏହା ଅନିଶ୍ଚିତ ଭବିଷ୍ୟତର ପ୍ରଶ୍ନବାଚୀ ହୋଇଯାଇଛି। ଠିକ ସମୟରେ ଏହାର ଚି଼ହ୍ନଟ ଓ ଚିକିତ୍ସା ନମିଳିଲେ ସିଧା ରୋଗୀର ମୃତ୍ଯୁ ହୋଇଥାଏ। ତେବେ କ୍ୟାନ୍ସର ଧୀରେ ଧୀରେ ଏକ ନିରବ ମହାମାରୀର ରୂପ ନେଉଛି।ବରଗଡର କେନସର ସରଭାଇବର୍ସ ଫାଇଟର୍ସ ଗୃପକୁ ମିଳୁଥିବା ସୂତ୍ର ମୁତାବକ, ୨୦୨୧ରୁ ୨୦୨୩ ମଧ୍ୟରେ ଗତ ଦୁଇ ବର୍ଷ ଅବଧିରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାମାନେ ପ୍ରତିବର୍ଷ ପ୍ରାୟ ୨୨ ହଜାର ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ସୂଚନା ମିଳି ଥିଲା। ଏହି ୨୨,୦୦୦ ରୁ ଅଧିକ ନୂତନ ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୨୮% ରୁ ୩୦% (ଅର୍ଥାତ୍ ୬,୧୬୦ ରୁ ୬,୬୦୦ ଜଣ) ପ୍ରତିବର୍ଷ ଚିକିତ୍ସା ପାଇଁ ଓଡ଼ିଶା ଭିତରେ ଏବଂ ଓଡ଼ିଶା ବାହାରର ହସ୍ପିଟାଲଗୁଡ଼ିକୁ ଯାତ୍ରା କରୁଛନ୍ତି। ବରଗଡ଼ ଜିଲ୍ଲାରେ ୧,୨୪୯ଟି ଗାଁରେ ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା କେନସର ରୋଗ ର ଭୟାବହତା କୁ ନେଇ ଆତଙ୍କିତ ଅବସ୍ଥା ରେ ରହିଆସୁଛନ୍ତି। ପ୍ରତିବର୍ଷ କେବଳ ବରଗଡ଼ ଜିଲ୍ଲାରୁ ପ୍ରାୟ ୧,୧୦୦ ଜଣ ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣତଃ ୪୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସଚେତନତା ଅଭାବ ରୁପ୍ରାୟ ୧୫ ପ୍ରତିଶତ ପିଡୀତ ଚିକିତ୍ସା ଅଧାରୁ ଚିକିତ୍ସା ବନ୍ଦ କରି ଦେଉଛନ୍ତି ଏବଂ ୮ ପ୍ରତିଶତ ପିଡୀତ ଙ୍କ ସରକାରୀ ସ୍ବାସ୍ଥ୍ଯ ବାମା ଯୋଜନା ଅର୍ଥାତ୍ ବିଜୁ ସ୍ବାସ୍ଥ୍ଯ ଯୋଜନା #କ୍ୟାନସର୍_ନେଲା_ଡାକ୍ତରଙ୍କ_ଜୀଵନ #ଆଉ_କେତେ_ଜୀଵନ_ଗଲେ_ଗୁରୁତ୍ୱ_ଦେବେ_ସରକାର୍ #କାହିଁକି_କରାଯାଉନାହିଁ_ଗବେଷଣା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି କ୍ୟାନସର । ଗାଁ ଠୁ ସହର ଚି଼ହ୍ନଟ ହେଉଛନ୍ତି କ୍ୟାନସର ରୋଗୀ। ଓଡ଼ିଶାର ଭାତହାଣ୍ଡି ବରଗଡ଼ , ସୋନପୁର, ସମ୍ବଲପୁର , ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶା ଏବେ ପାଲଟିଛି କ୍ୟାନ୍ସରର ହବ୍। ଜକ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବଢୁଛି ଚିନ୍ତା। ରାଜ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ମଧ୍ୟରୁ 26.3 ପ୍ରତିଶତ କେବଳ ବରଗଡ଼ ଜିଲ୍ଲାରୁ ହୋଇଥିବା ବେଳେ କେଉଁ କାରଣରୁ କ୍ୟାନସର ବଢୁଛି ତାକୁ ନେଇ ଏଵେ ପ୍ରଶ୍ନ ଉଠିଛି। କ୍ୟାନସର... ଏ ଶବ୍ଦ ଶୁଣିଲା ମାତ୍ରକେ ମନରେ ଭୟ ସୃଷ୍ଟି ହୁଏ। କାରଣ ଏହା ଅନିଶ୍ଚିତ ଭବିଷ୍ୟତର ପ୍ରଶ୍ନବାଚୀ ହୋଇଯାଇଛି। ଠିକ ସମୟରେ ଏହାର ଚି଼ହ୍ନଟ ଓ ଚିକିତ୍ସା ନମିଳିଲେ ସିଧା ରୋଗୀର ମୃତ୍ଯୁ ହୋଇଥାଏ। ତେବେ କ୍ୟାନ୍ସର ଧୀରେ ଧୀରେ ଏକ ନିରବ ମହାମାରୀର ରୂପ ନେଉଛି।ବରଗଡର କେନସର ସରଭାଇବର୍ସ ଫାଇଟର୍ସ ଗୃପକୁ ମିଳୁଥିବା ସୂତ୍ର ମୁତାବକ, ୨୦୨୧ରୁ ୨୦୨୩ ମଧ୍ୟରେ ଗତ ଦୁଇ ବର୍ଷ ଅବଧିରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାମାନେ ପ୍ରତିବର୍ଷ ପ୍ରାୟ ୨୨ ହଜାର ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ସୂଚନା ମିଳି ଥିଲା। ଏହି ୨୨,୦୦୦ ରୁ ଅଧିକ ନୂତନ ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୨୮% ରୁ ୩୦% (ଅର୍ଥାତ୍ ୬,୧୬୦ ରୁ ୬,୬୦୦ ଜଣ) ପ୍ରତିବର୍ଷ ଚିକିତ୍ସା ପାଇଁ ଓଡ଼ିଶା ଭିତରେ ଏବଂ ଓଡ଼ିଶା ବାହାରର ହସ୍ପିଟାଲଗୁଡ଼ିକୁ ଯାତ୍ରା କରୁଛନ୍ତି। ବରଗଡ଼ ଜିଲ୍ଲାରେ ୧,୨୪୯ଟି ଗାଁରେ ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା କେନସର ରୋଗ ର ଭୟାବହତା କୁ ନେଇ ଆତଙ୍କିତ ଅବସ୍ଥା ରେ ରହିଆସୁଛନ୍ତି। ପ୍ରତିବର୍ଷ କେବଳ ବରଗଡ଼ ଜିଲ୍ଲାରୁ ପ୍ରାୟ ୧,୧୦୦ ଜଣ ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣତଃ ୪୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସଚେତନତା ଅଭାବ ରୁପ୍ରାୟ ୧୫ ପ୍ରତିଶତ ପିଡୀତ ଚିକିତ୍ସା ଅଧାରୁ ଚିକିତ୍ସା ବନ୍ଦ କରି ଦେଉଛନ୍ତି ଏବଂ ୮ ପ୍ରତିଶତ ପିଡୀତ ଙ୍କ ସରକାରୀ ସ୍ବାସ୍ଥ୍ଯ ବାମା ଯୋଜନା ଅର୍ଥାତ୍ ବିଜୁ ସ୍ବାସ୍ଥ୍ଯ ଯୋଜନା ଓ ଆୟୁଷ୍ମାନ ଯୋଜନା ର ଟଙ୍କା ସରି ଯାଉଥିବାରୁ ସେମାନେ ଆଉ ଚିକିତ୍ସା ପାଇଁ ଆଗେଇ ପାରୁ ନାହାଁନ୍ତି। VSS ମେଡିକାଲ୍ ସାଇନ୍ସ ଏବଂ ରିସର୍ଚ୍ଚ, ବୁର୍ଲାର ଫାର୍ମାକୋଲୋଜି ବିଭାଗର ଡା. ଅଶୋକ ପାଣିଗ୍ରାହୀ ଙ୍କ ଦ୍ୱାରା ଓଡ଼ିଶାର ୨୩ଟି ଜିଲ୍ଲାରେ କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, କ୍ୟାନସର ପ୍ରଭାବରେ ସବୁଠାରୁ ଅଧିକ ପୀଡ଼ିତ ଜିଲ୍ଲା ହେଉଛି ବରଗଡ଼, ଯାହାର ଅଂଶ ୨୬.୩ ପ୍ରତିଶତ ମାମଲା। ଏହି ଅଧ୍ୟୟନର ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ିଶାରେ କ୍ୟାନସର ରୋଗୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି—୨୦୧୪–୧୫ ମସିହାରେ ୧,୦୧୭ଟି, ୨୦୧୫–୧୬ରେ ୧,୦୬୬ଟି ଏବଂ ୨୦୧୬–୧୭ରେ ୧,୦୯୮ଟି ମାମଲା ରିପୋର୍ଟ ହୋଇଥିଲା। ଡା. ପାଣିଗ୍ରାହୀଙ୍କ ଏହି ଗବେଷଣା ପତ୍ର ୨୦୧୮ ଅକ୍ଟୋବରରେ IOSR Journal of Dental and Medical Sciences ରେ ପ୍ରକାଶିତ ହୋଇଥିଲା । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଶୁଖା ଗ୍ରାମର ଡ଼କ୍ଟର ସୁଶାନ୍ତ କୁମାର ସେଠ ଙ୍କ (35) ବର୍ଷ ଦେହାନ୍ତ ହୋଇଯାଇଛି | ବୁର୍ଲା ଭୀମ ସାର ହସ୍ପିଟାଲ ରେ ଚାକିରୀ କରୁଥିଲେ ଡ .ସେଠ୍ | କର୍କଟ ବା କ୍ୟାନସର୍ ରୋଗରେ ଆକ୍ରାନ୍ତ ହୋଇ ଗତ 10 ମାସ ହେଲା ଭୁବନେଶ୍ୱରର ସମ ହସ୍ପିଟାଲ,, କଟକ ବଡ଼ ମେଡିକାଲ ଓ ପରେ ବୁର୍ଲା ଭୀମ ସାର ହସ୍ପିଟାଲ ରେ ଚିକିତ୍ସା ହୋଇ ଔଷଧ ଖାଇ ଘରେ ରହୁଥିଲେ | ଚିକିତ୍ସା ହେବାର 10 ମାସ ଗଲା ପରେ ଗତ ରାତ୍ରିରେ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି | ସାଙ୍ଗରେ ଥିଲେ ମା ,ସାନ ଭାଇ ବୀରବଳ ସେଠ ବୀରବଳ ଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ | ନିଜ ଲୋକ ବନ୍ଧୁବାନ୍ଧବ ଙ୍କ ଉପସ୍ଥିତରେ ଶବକୁ ନେଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛିବ। ଗାଁ ମସାଣି ଭୂଇଁରେ ନିଜ ଭାଇ ବିରବଲ ସେଠ ମୁଖାଗ୍ନି ଦେଇଥିଲେ | ସେ ପରୋପକାରୀ ଓ ମିଷ୍ଟ ଭାସି ହୋଇ ଥିବାରୁ ଏହି ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି ।କାହିଁକି ବଢୁଛି କ୍ୟାନ୍ସର ? ଏହି ରୋଗ ବଢ଼ିବା ପଛରେ କଣ କାରଣ ରହିଛି? ଜିଲ୍ଲାରେ ବାସ୍ତବ ସ୍ଥିତି କଣ ରହିଛି? କେତେ କ୍ୟାନ୍ସର ରୋଗୀ ଜିଲ୍ଲାରେ ଅଛନ୍ତି ?ଏହାକୁ ନେଇ ସରକାରୀ ସ୍ତରରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ତମାଖୁ ଓ ଗୁଟଖା ସେବନ, ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ କିଛି ସଂକ୍ରମଣ ଭଳି କାରଣ କ୍ୟାନ୍ସରର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିବା ବେଳେ। ବରଗଡ଼ ଭଳି କୃଷିପ୍ରଧାନ ଜିଲ୍ଲାରେ କ୍ୟାନ୍ସରର ବୃଦ୍ଧି ପଛରେ ଆଉ କିଛି ବିଶେଷ କାରଣ ରହିଛି କି? ଜିଲ୍ଲାରେ ବ୍ୟବହାର ହେଉଥିବା ଅତ୍ୟଧିକ ସାର ଓ କୀଟନାଶକ ଏହାର ମୁଖ୍ୟ କାରଣ ହୋଇଥାଏ ପାରେ କି ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଚାଷବାସରେ ବ୍ୟବହୃତ କୀଟନାଶକ ଓ ରାସାୟନିକ ପଦାର୍ଥର ବ୍ୟବହାର, ଖାଦ୍ୟରେ ରାସାୟନିକ ଅବଶେଷ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ତମାଖୁ ସେବନ ଭଳି ବିଷୟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି କାରଣଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ବରଗଡ଼ରେ ବଢ଼ୁଥିବା କ୍ୟାନ୍ସର ସହିତ ପ୍ରକୃତରେ ଜଡ଼ିତ, ତାହା ପାଇଁ ଆହୁରି ବ୍ୟାପକ ଓ ବୈଜ୍ଞାନିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ବରଗଡ଼ର ଚାଷୀ କହିଛନ୍ତି। ଅନ୍ୟପଟେ ବରଗଡ଼ରେ ରହିଥିବା କ୍ୟାନ୍ସର ହସ୍ପିଟାଲ ଏଵେ ନାମକୁ ମାତ୍ର ରହିଛି। କେମୋଥେରାପି ସେବା ଛଡା ଅନ୍ୟ କୌଣସି ଚିକିତ୍ସା ଡାକ୍ତର,ନର୍ସ,ଷ୍ଟାଫ ଅଭାବରୁ ଉପଲବ୍ଧ ହୋଇପାରୁନାହିଁ। ତେବେ ପ୍ରଶ୍ନ - କ୍ୟାନ୍ସରକୁ ନେଇ ବଢ଼ୁଥିବା ଏହି ଚିନ୍ତାର ସମାଧାନ କଣ? ଆଉ କେତେ ଜଣକ ଜୀଵନ ଗଲେ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ କେବେ ଅନୁସନ୍ଧାନ କରିବ ଓ ପଦକ୍ଷେପ ନେବ ତା ଉପରେ ନଜର। |

54 min ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
54 min ago
7fbb0e1b-694b-46b1-9071-454a111c558e

#କ୍ୟାନସର୍_ନେଲା_ଡାକ୍ତରଙ୍କ_ଜୀଵନ #ଆଉ_କେତେ_ଜୀଵନ_ଗଲେ_ଗୁରୁତ୍ୱ_ଦେବେ_ସରକାର୍ #କାହିଁକି_କରାଯାଉନାହିଁ_ଗବେଷଣା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି କ୍ୟାନସର । ଗାଁ ଠୁ ସହର ଚି଼ହ୍ନଟ ହେଉଛନ୍ତି କ୍ୟାନସର ରୋଗୀ। ଓଡ଼ିଶାର ଭାତହାଣ୍ଡି ବରଗଡ଼ , ସୋନପୁର, ସମ୍ବଲପୁର , ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶା ଏବେ ପାଲଟିଛି କ୍ୟାନ୍ସରର ହବ୍। ଜକ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବଢୁଛି ଚିନ୍ତା। ରାଜ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ମଧ୍ୟରୁ 26.3 ପ୍ରତିଶତ କେବଳ ବରଗଡ଼ ଜିଲ୍ଲାରୁ ହୋଇଥିବା ବେଳେ କେଉଁ କାରଣରୁ କ୍ୟାନସର ବଢୁଛି ତାକୁ ନେଇ ଏଵେ ପ୍ରଶ୍ନ ଉଠିଛି। କ୍ୟାନସର... ଏ ଶବ୍ଦ ଶୁଣିଲା ମାତ୍ରକେ ମନରେ ଭୟ ସୃଷ୍ଟି ହୁଏ। କାରଣ ଏହା ଅନିଶ୍ଚିତ ଭବିଷ୍ୟତର ପ୍ରଶ୍ନବାଚୀ ହୋଇଯାଇଛି। ଠିକ ସମୟରେ ଏହାର ଚି଼ହ୍ନଟ ଓ ଚିକିତ୍ସା ନମିଳିଲେ ସିଧା ରୋଗୀର ମୃତ୍ଯୁ ହୋଇଥାଏ। ତେବେ କ୍ୟାନ୍ସର ଧୀରେ ଧୀରେ ଏକ ନିରବ ମହାମାରୀର ରୂପ ନେଉଛି।ବରଗଡର କେନସର ସରଭାଇବର୍ସ ଫାଇଟର୍ସ ଗୃପକୁ ମିଳୁଥିବା ସୂତ୍ର ମୁତାବକ, ୨୦୨୧ରୁ ୨୦୨୩ ମଧ୍ୟରେ ଗତ ଦୁଇ ବର୍ଷ ଅବଧିରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାମାନେ ପ୍ରତିବର୍ଷ ପ୍ରାୟ ୨୨ ହଜାର ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ସୂଚନା ମିଳି ଥିଲା। ଏହି ୨୨,୦୦୦ ରୁ ଅଧିକ ନୂତନ ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୨୮% ରୁ ୩୦% (ଅର୍ଥାତ୍ ୬,୧୬୦ ରୁ ୬,୬୦୦ ଜଣ) ପ୍ରତିବର୍ଷ ଚିକିତ୍ସା ପାଇଁ ଓଡ଼ିଶା ଭିତରେ ଏବଂ ଓଡ଼ିଶା ବାହାରର ହସ୍ପିଟାଲଗୁଡ଼ିକୁ ଯାତ୍ରା କରୁଛନ୍ତି। ବରଗଡ଼ ଜିଲ୍ଲାରେ ୧,୨୪୯ଟି ଗାଁରେ ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା କେନସର ରୋଗ ର ଭୟାବହତା କୁ ନେଇ ଆତଙ୍କିତ ଅବସ୍ଥା ରେ ରହିଆସୁଛନ୍ତି। ପ୍ରତିବର୍ଷ କେବଳ ବରଗଡ଼ ଜିଲ୍ଲାରୁ ପ୍ରାୟ ୧,୧୦୦ ଜଣ ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣତଃ ୪୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସଚେତନତା ଅଭାବ ରୁପ୍ରାୟ ୧୫ ପ୍ରତିଶତ ପିଡୀତ ଚିକିତ୍ସା ଅଧାରୁ ଚିକିତ୍ସା ବନ୍ଦ

65a9275c-5b08-4ca9-b71a-cccdd492bcfb

କରି ଦେଉଛନ୍ତି ଏବଂ ୮ ପ୍ରତିଶତ ପିଡୀତ ଙ୍କ ସରକାରୀ ସ୍ବାସ୍ଥ୍ଯ ବାମା ଯୋଜନା ଅର୍ଥାତ୍ ବିଜୁ ସ୍ବାସ୍ଥ୍ଯ ଯୋଜନା #କ୍ୟାନସର୍_ନେଲା_ଡାକ୍ତରଙ୍କ_ଜୀଵନ #ଆଉ_କେତେ_ଜୀଵନ_ଗଲେ_ଗୁରୁତ୍ୱ_ଦେବେ_ସରକାର୍ #କାହିଁକି_କରାଯାଉନାହିଁ_ଗବେଷଣା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି କ୍ୟାନସର । ଗାଁ ଠୁ ସହର ଚି଼ହ୍ନଟ ହେଉଛନ୍ତି କ୍ୟାନସର ରୋଗୀ। ଓଡ଼ିଶାର ଭାତହାଣ୍ଡି ବରଗଡ଼ , ସୋନପୁର, ସମ୍ବଲପୁର , ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶା ଏବେ ପାଲଟିଛି କ୍ୟାନ୍ସରର ହବ୍। ଜକ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବଢୁଛି ଚିନ୍ତା। ରାଜ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ମଧ୍ୟରୁ 26.3 ପ୍ରତିଶତ କେବଳ ବରଗଡ଼ ଜିଲ୍ଲାରୁ ହୋଇଥିବା ବେଳେ କେଉଁ କାରଣରୁ କ୍ୟାନସର ବଢୁଛି ତାକୁ ନେଇ ଏଵେ ପ୍ରଶ୍ନ ଉଠିଛି। କ୍ୟାନସର... ଏ ଶବ୍ଦ ଶୁଣିଲା ମାତ୍ରକେ ମନରେ ଭୟ ସୃଷ୍ଟି ହୁଏ। କାରଣ ଏହା ଅନିଶ୍ଚିତ ଭବିଷ୍ୟତର ପ୍ରଶ୍ନବାଚୀ ହୋଇଯାଇଛି। ଠିକ ସମୟରେ ଏହାର ଚି଼ହ୍ନଟ ଓ ଚିକିତ୍ସା ନମିଳିଲେ ସିଧା ରୋଗୀର ମୃତ୍ଯୁ ହୋଇଥାଏ। ତେବେ କ୍ୟାନ୍ସର ଧୀରେ ଧୀରେ ଏକ ନିରବ ମହାମାରୀର ରୂପ ନେଉଛି।ବରଗଡର କେନସର ସରଭାଇବର୍ସ ଫାଇଟର୍ସ ଗୃପକୁ ମିଳୁଥିବା ସୂତ୍ର ମୁତାବକ, ୨୦୨୧ରୁ ୨୦୨୩ ମଧ୍ୟରେ ଗତ ଦୁଇ ବର୍ଷ ଅବଧିରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାମାନେ ପ୍ରତିବର୍ଷ ପ୍ରାୟ ୨୨ ହଜାର ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ସୂଚନା ମିଳି ଥିଲା। ଏହି ୨୨,୦୦୦ ରୁ ଅଧିକ ନୂତନ ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୨୮% ରୁ ୩୦% (ଅର୍ଥାତ୍ ୬,୧୬୦ ରୁ ୬,୬୦୦ ଜଣ) ପ୍ରତିବର୍ଷ ଚିକିତ୍ସା ପାଇଁ ଓଡ଼ିଶା ଭିତରେ ଏବଂ ଓଡ଼ିଶା ବାହାରର ହସ୍ପିଟାଲଗୁଡ଼ିକୁ ଯାତ୍ରା କରୁଛନ୍ତି। ବରଗଡ଼ ଜିଲ୍ଲାରେ ୧,୨୪୯ଟି ଗାଁରେ ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା କେନସର ରୋଗ ର ଭୟାବହତା କୁ ନେଇ ଆତଙ୍କିତ ଅବସ୍ଥା ରେ ରହିଆସୁଛନ୍ତି। ପ୍ରତିବର୍ଷ କେବଳ ବରଗଡ଼ ଜିଲ୍ଲାରୁ ପ୍ରାୟ ୧,୧୦୦ ଜଣ ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣତଃ ୪୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ରାଜ୍ୟ

88f8c137-9ca9-480f-b442-aa920ebfcb78

ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସଚେତନତା ଅଭାବ ରୁପ୍ରାୟ ୧୫ ପ୍ରତିଶତ ପିଡୀତ ଚିକିତ୍ସା ଅଧାରୁ ଚିକିତ୍ସା ବନ୍ଦ କରି ଦେଉଛନ୍ତି ଏବଂ ୮ ପ୍ରତିଶତ ପିଡୀତ ଙ୍କ ସରକାରୀ ସ୍ବାସ୍ଥ୍ଯ ବାମା ଯୋଜନା ଅର୍ଥାତ୍ ବିଜୁ ସ୍ବାସ୍ଥ୍ଯ ଯୋଜନା ଓ ଆୟୁଷ୍ମାନ ଯୋଜନା ର ଟଙ୍କା ସରି ଯାଉଥିବାରୁ ସେମାନେ ଆଉ ଚିକିତ୍ସା ପାଇଁ ଆଗେଇ ପାରୁ ନାହାଁନ୍ତି। VSS ମେଡିକାଲ୍ ସାଇନ୍ସ ଏବଂ ରିସର୍ଚ୍ଚ, ବୁର୍ଲାର ଫାର୍ମାକୋଲୋଜି ବିଭାଗର ଡା. ଅଶୋକ ପାଣିଗ୍ରାହୀ ଙ୍କ ଦ୍ୱାରା ଓଡ଼ିଶାର ୨୩ଟି ଜିଲ୍ଲାରେ କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, କ୍ୟାନସର ପ୍ରଭାବରେ ସବୁଠାରୁ ଅଧିକ ପୀଡ଼ିତ ଜିଲ୍ଲା ହେଉଛି ବରଗଡ଼, ଯାହାର ଅଂଶ ୨୬.୩ ପ୍ରତିଶତ ମାମଲା। ଏହି ଅଧ୍ୟୟନର ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ିଶାରେ କ୍ୟାନସର ରୋଗୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି—୨୦୧୪–୧୫ ମସିହାରେ ୧,୦୧୭ଟି, ୨୦୧୫–୧୬ରେ ୧,୦୬୬ଟି ଏବଂ ୨୦୧୬–୧୭ରେ ୧,୦୯୮ଟି ମାମଲା ରିପୋର୍ଟ ହୋଇଥିଲା। ଡା. ପାଣିଗ୍ରାହୀଙ୍କ ଏହି ଗବେଷଣା ପତ୍ର ୨୦୧୮ ଅକ୍ଟୋବରରେ IOSR Journal of Dental and Medical Sciences ରେ ପ୍ରକାଶିତ ହୋଇଥିଲା । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଶୁଖା ଗ୍ରାମର ଡ଼କ୍ଟର ସୁଶାନ୍ତ କୁମାର ସେଠ ଙ୍କ (35) ବର୍ଷ ଦେହାନ୍ତ ହୋଇଯାଇଛି | ବୁର୍ଲା ଭୀମ ସାର ହସ୍ପିଟାଲ ରେ ଚାକିରୀ କରୁଥିଲେ ଡ .ସେଠ୍ | କର୍କଟ ବା କ୍ୟାନସର୍ ରୋଗରେ ଆକ୍ରାନ୍ତ ହୋଇ ଗତ 10 ମାସ ହେଲା ଭୁବନେଶ୍ୱରର ସମ ହସ୍ପିଟାଲ,, କଟକ ବଡ଼ ମେଡିକାଲ ଓ ପରେ ବୁର୍ଲା ଭୀମ ସାର ହସ୍ପିଟାଲ ରେ ଚିକିତ୍ସା ହୋଇ ଔଷଧ ଖାଇ ଘରେ ରହୁଥିଲେ | ଚିକିତ୍ସା ହେବାର 10 ମାସ ଗଲା ପରେ ଗତ ରାତ୍ରିରେ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି | ସାଙ୍ଗରେ ଥିଲେ ମା ,ସାନ ଭାଇ ବୀରବଳ ସେଠ ବୀରବଳ ଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ | ନିଜ ଲୋକ ବନ୍ଧୁବାନ୍ଧବ ଙ୍କ ଉପସ୍ଥିତରେ ଶବକୁ ନେଇ ତାଙ୍କ ଶେଷକୃତ୍ୟ

2220419a-a0d8-4d62-a0be-0e278a8f204b

ସମ୍ପନ୍ନ କରାଯାଇଛିବ। ଗାଁ ମସାଣି ଭୂଇଁରେ ନିଜ ଭାଇ ବିରବଲ ସେଠ ମୁଖାଗ୍ନି ଦେଇଥିଲେ | ସେ ପରୋପକାରୀ ଓ ମିଷ୍ଟ ଭାସି ହୋଇ ଥିବାରୁ ଏହି ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି ।କାହିଁକି ବଢୁଛି କ୍ୟାନ୍ସର ? ଏହି ରୋଗ ବଢ଼ିବା ପଛରେ କଣ କାରଣ ରହିଛି? ଜିଲ୍ଲାରେ ବାସ୍ତବ ସ୍ଥିତି କଣ ରହିଛି? କେତେ କ୍ୟାନ୍ସର ରୋଗୀ ଜିଲ୍ଲାରେ ଅଛନ୍ତି ?ଏହାକୁ ନେଇ ସରକାରୀ ସ୍ତରରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ତମାଖୁ ଓ ଗୁଟଖା ସେବନ, ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ କିଛି ସଂକ୍ରମଣ ଭଳି କାରଣ କ୍ୟାନ୍ସରର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିବା ବେଳେ। ବରଗଡ଼ ଭଳି କୃଷିପ୍ରଧାନ ଜିଲ୍ଲାରେ କ୍ୟାନ୍ସରର ବୃଦ୍ଧି ପଛରେ ଆଉ କିଛି ବିଶେଷ କାରଣ ରହିଛି କି? ଜିଲ୍ଲାରେ ବ୍ୟବହାର ହେଉଥିବା ଅତ୍ୟଧିକ ସାର ଓ କୀଟନାଶକ ଏହାର ମୁଖ୍ୟ କାରଣ ହୋଇଥାଏ ପାରେ କି ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଚାଷବାସରେ ବ୍ୟବହୃତ କୀଟନାଶକ ଓ ରାସାୟନିକ ପଦାର୍ଥର ବ୍ୟବହାର, ଖାଦ୍ୟରେ ରାସାୟନିକ ଅବଶେଷ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ତମାଖୁ ସେବନ ଭଳି ବିଷୟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି କାରଣଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ବରଗଡ଼ରେ ବଢ଼ୁଥିବା କ୍ୟାନ୍ସର ସହିତ ପ୍ରକୃତରେ ଜଡ଼ିତ, ତାହା ପାଇଁ ଆହୁରି ବ୍ୟାପକ ଓ ବୈଜ୍ଞାନିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ବରଗଡ଼ର ଚାଷୀ କହିଛନ୍ତି। ଅନ୍ୟପଟେ ବରଗଡ଼ରେ ରହିଥିବା କ୍ୟାନ୍ସର ହସ୍ପିଟାଲ ଏଵେ ନାମକୁ ମାତ୍ର ରହିଛି। କେମୋଥେରାପି ସେବା ଛଡା ଅନ୍ୟ କୌଣସି ଚିକିତ୍ସା ଡାକ୍ତର,ନର୍ସ,ଷ୍ଟାଫ ଅଭାବରୁ ଉପଲବ୍ଧ ହୋଇପାରୁନାହିଁ। ତେବେ ପ୍ରଶ୍ନ - କ୍ୟାନ୍ସରକୁ ନେଇ ବଢ଼ୁଥିବା ଏହି ଚିନ୍ତାର ସମାଧାନ କଣ? ଆଉ କେତେ ଜଣକ ଜୀଵନ ଗଲେ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ କେବେ ଅନୁସନ୍ଧାନ କରିବ ଓ ପଦକ୍ଷେପ ନେବ ତା ଉପରେ ନଜର। |

More news from ଓଡ଼ିଶା and nearby areas
  • ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା .. Bargarhnews ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    1
    ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
Bargarhnews 
ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି
    1
    ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    22 hrs ago
  • -: ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :- -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍‌ମାନ୍ ଭାଇ :- ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍‌ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍‌ଜିତ୍ ଓ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମସ୍‌ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍‌ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟିର ମକ୍‌ସୁଦ୍ ଆଲମ୍‌, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।
    2
    -:  ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :-

 -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍‌ମାନ୍ ଭାଇ :-
ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍‌ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍‌ଜିତ୍ ଓ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମସ୍‌ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍‌ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟିର ମକ୍‌ସୁଦ୍ ଆଲମ୍‌, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    18 hrs ago
  • 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews
    1
    🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात

बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया।

मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है।

हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है।

#Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews


🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात
बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया।
मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है।
हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है।
#Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    21 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l
    1
    ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l 
ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ  ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ  ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ
    1
    ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ  ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି
🚩 ଜୟ ଗୁରୁ ରବିଦାସ 🚩
ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ
12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ  ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି
ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ
ଏହି କାର୍ଯ୍ୟକ୍ରମରେ 
*ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee #bargarh #controversy #Singing #westernodisha #Sambalpurinews
    1
    ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ ..
#Pressmeet #Popa #Singer #Chumkipadhee 
ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ ..
#Pressmeet #Popa #Singer #Chumkipadhee 
#bargarh #controversy #Singing #westernodisha #Sambalpurinews
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.