logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଗାମୀ ଅପ୍ରେଲ ଦିଲ୍ଲୀ ସମାବେଶର ସଫଳତାର ଆହ୍ୱାନ ସହ ନିଖିଳ ଓଡିଶା ଅଙ୍ଗନୱାଡିକର୍ମୀ ସଂଘ ର ରାଜ୍ୟ ସମ୍ମିଳନୀ ଉଦଯାପିତ. ଛତ୍ରପୁର, ୯/୩: ନିଖିଳ ଓଡିଶା କର୍ମୀ ଅଙ୍ଗନବାଡ଼ି ସଂଘ ର ଦୁଇଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି l ଏହି ସମ୍ମିଳନୀରେ ଅଶୋକ ଦାଶ, ନିର୍ଝରାବାଳା ସାହୁ, ମାଣିକେଶ୍ବରୀ ପଟ୍ଟନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀରେ ସଭା ପରିଚାଳନା ହୋଇଥିଲା l ରାଜ୍ୟ ସାଧାରଣ ସମ୍ପାଦିକା ହର ପ୍ରିୟା ସ୍ୱାଇଁ ରିପୋର୍ଟ ଉପସ୍ଥାପନା କରିଥିଲେ l କୋଷାଧ୍ୟକ୍ଷା ସୌଦାମିନୀ ଦାଶ ଓ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ପ୍ରତିନିଧି ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଅଙ୍ଗନୱାଡି କର୍ମୀ ଓ ସାହାୟିକା ଙ୍କ ଭତା ବୃଦ୍ଧି ପାଇଁ ଗତ ବିଧାନସଭା ନିର୍ଵାଚନ ସମୟରେ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଏପ୍ରଯ୍ୟନ୍ତ କାର୍ଯ୍ୟକାରି କରିନାହିଁ l ପ୍ରତିଶୃତି ଅନୁଯାଇ ତୁରନ୍ତ ଭତ୍ତାବୃଦ୍ଧି କରିବା ସହ ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ୱାର୍କର ର ମାନ୍ୟତା, ସାମାଜିକ ନିରାପତ୍ତା ଦାବିରେ ଆଗାମୀ ଏପ୍ରିଲ ୨୧ରୁ ୨୩ ତିନି ଦିନ ଧରି ପାର୍ଲ୍ୟାମେଣ୍ଟ ସମ୍ମୁଖରେ ହେଉଥିବା ଧାରଣା ରେ ଓଡିଶା ରୁ ହଜାର ହଜାର ଅଙ୍ଗନୱାଡି କର୍ମୀ ସହାୟିକା ଯୋଗ ଦେବାସହ ରାଜ୍ୟ ର ବିଭିନ୍ନ ଦାବୀ ନେଇ ବ୍ୟାପକ ସଂଗ୍ରାମ ନିମନ୍ତେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ମାଧୁରୀ କ୍ଷୀରସାଗର ଆହ୍ୱାନ ଦେଇଛନ୍ତି l ଆଗାମୀ ୩ ବର୍ଷ ନିମନ୍ତେ ନୂତନ କର୍ମକର୍ତା ଚୟନ ହୋଇଥିଲା l ସଂଘ ର ସଭାପତି ଭାବେ ଅଶୋକ କୁମାର ଦାଶ, ସାଧାରଣ ସମ୍ପାଦିକା ଭାବେ ହରପ୍ରିୟା ସ୍ୱାଇଁ, କାର୍ଯ୍ୟକାରି ସଭାପତି ଭାବେ ବିଜୟ ଜେନା, ଉପସଭାପତି ମମତାଜ ଖୁଣ୍ଟିଆ, ନିର୍ଜରାବାଳା ସାହୁ, କମଳା ମୁର୍ମୁ, ନୀଳକଣ୍ଠ ଦାଶ, ମନୋଜ ପରିଡା ଓ ଲଷ୍ମୀପ୍ରିୟା ଦାଶ, ଉପସାଧାରଣ ସମ୍ପାଦିକା ଭାବେ ପ୍ରତିଭା ପାଲ, ବିଷ୍ଣୁପ୍ରିୟା ଜେନା ଓ ନର୍ମଦା ନାହାକ, ସମ୍ପାଦିକା ଭାବେ ପ୍ରତିମା ଦାଶ, ଆରତୀ ମହାପାତ୍ର, ସ୍ଵର୍ଣଲତା ପ୍ରଧାନ ଗୀତା ଦେବି ଓ କଲ୍ୟାଣୀ ସାହୁ କୋଷାଧକ୍ଷା ଭାବେ ସୌଦାମିନୀ ଦାଶ ଓ ଲଷ୍ମୀପ୍ରିୟା ମହାପାତ୍ର ଙ୍କ ସମେତ ୩୭ଜଣିଆ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି l ସମ୍ମିଳନୀ କୁ ସଫଳ କରିବା ରେ ବାସନ୍ତୀ ସାହୁ, ମାଣିକେଶ୍ବରୀ ପଟ୍ଟନାୟକ, ମିନାକ୍ଷୀ ପ୍ରଧାନ, ଦମୟନ୍ତୀ ଦୋରା ମିତା ମିଶ୍ର, ଉମାରାଣୀ ପାତ୍ର, ଲଷ୍ମୀପ୍ରଧାନ, ସକାମ୍ବାରି ବାରିକ, ରିତା ଦାଶ ଲୀଳାବତୀଦୋରା ପ୍ରମ୍ମୁଖ ସହଯୋଗ କରିଥିଲେ l

15 hrs ago
user_Santosh Kumar Sahu
Santosh Kumar Sahu
ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
15 hrs ago
558f9b2d-e3c6-4fda-b242-77f4a93cf302

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ତି ବ୍ଳକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି #live_odisha_news_update #published_from #kukudakhandi #block
    1
    କୁକୁଡ଼ାଖଣ୍ତି ବ୍ଳକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି 
#live_odisha_news_update #published_from #kukudakhandi #block
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    16 hrs ago
  • ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ #Privet #People #Government #Viral #Update #latest #Recent #odisha #India #news
    1
    ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ 
#Privet
#People
#Government
#Viral
#Update
#latest
#Recent
#odisha
#India
#news
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • sad shyari 😥
    1
    sad shyari 😥
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    16 hrs ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    3 hrs ago
  • ରଣପୁର ପଞ୍ଚୁଦୋଳ ମହାମେଳନ ର ସବୁଠାରୁ latest update
    1
    ରଣପୁର ପଞ୍ଚୁଦୋଳ ମହାମେଳନ ର ସବୁଠାରୁ  latest update
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    14 hrs ago
  • ମରଣଯନ୍ତା ସାଜିଛି ବାଲେଶ୍ଵରର ମୁଖଶାଳା, ପ୍ରଶାସନ ବିରୋଧରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା.. ଅଚଳ ହେଲା ରାଜପଥ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମରଣଯନ୍ତା ସାଜିଛି ବାଲେଶ୍ଵରର ମୁଖଶାଳା, ପ୍ରଶାସନ ବିରୋଧରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା.. ଅଚଳ ହେଲା ରାଜପଥ...
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.