କଳାହାଣ୍ଡି, : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । କଳାହାଣ୍ଡି, : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ପରେ ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ପୁଲିସ ଠାରୁ ମିଳିଥିବା ସୂଚନା ମତେ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ଯୁବରାଜ ଚନ୍ଦନ (ମୃତକଙ୍କ ପୁଅ) ପୋଲିସ ନିକଟରେ ତାଙ୍କ ମା କସ୍ତୁରୀ ଚନ୍ଦନ(୫୩) କୁ ତାଙ୍କ ବାପା ପ୍ରମୋଦ ଚନ୍ଦନ ମାରିଦେଇ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିବା ଅଭିଯୋଗ କରିଥିଲେ । ଅଭିଯୁକ୍ତ ପ୍ରମୋଦ ନିଜ ସ୍ତ୍ରୀ କସ୍ତୁରୀକୁ ପାରିବାରିକ କଳହରୁ ନିଜ ଚାଷଜମିରେ ଏକ ରଫାରେ ହତ୍ୟା କରି ଚାଷଜମିର କାଦୁଅରେ ପୋତି ଦେଇଥିଲା ଓ ଘରକୁ ଆସିବା ପରେ ସ୍ତ୍ରୀକୁ ମାରି ଦେଇଥିବା କହିବା ସହ କିଛି ସମୟ ପରେ ସେ ମଧ୍ୟ କୀଟନାଶକ ଔଷଧ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ଅନ୍ୟପଟେ ପୁଲିସ ଓ ଦମକଳ କର୍ମଚାରୀ ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିବା ସନ୍ଦେହ କରି ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ପ୍ରମୋଦ ଚନ୍ଦନର ଚାଷଜମିରେ ଥିବା କାଦୁଅ ଖାଲରେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା । ପୁଲିସ ମୃତ ମହିଳାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଜୁନାଗଡ଼ ଥାନାରେ ଏକ ମାମଲା ୧୭୩/୨୬ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

- ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।* *ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*1
- କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ଅବସ୍ଥିତ ଗୁପ୍ତେଶ୍ୱର ଵାଵା ଦଣ୍ଡପାଟି ଗଇଲମରା । ଦଣ୍ଡଯାତ୍ରା କରିବା ସମୟରେ ଜୟ ଗୁପ୍ତେଶ୍ୱର ବାବା ଦଣ୍ଡପାଟି ।1
- ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ1
- Post by Sonepur news khulasa1
- Post by ସୋନୁ ଟାଇଗର1
- ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴 We Want Separate from Odisha ✊ We Demand Koshal State ✊ Jay Koshal ✊ Jay Maa Koshal 🙏1