logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

16 hrs ago
user_Rakesh Pradhan
Rakesh Pradhan
ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
16 hrs ago

More news from ଓଡ଼ିଶା and nearby areas
  • ଛତିଶଗଡ଼ ପାୱାର ଲିଫ୍ଟିଂ ଆସୋସିଏସନ୍ ପକ୍ଷରୁ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ 'ମିନି ଇଣ୍ଡିଆ ପାୱାର ଲିଫ୍ଟିଂ ଚମ୍ପିଆନସିଫ୍-୨୦୨୬' ଜାତୀୟସ୍ତରର ଭାର ଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଯାପିତ ହୋଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରା ଅଞ୍ଚଳର ଯୁବ କ୍ରୀଡ଼ାବିତ ବୈଷ୍ଣବୀ ହାତୀ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ବୈଷ୍ଣବୀ ହାତୀ ମହିଳା ୫୩ କେଜି କନିଷ୍ଠ ବର୍ଗରେ ୩ ଗୋଟି ସ୍ୱର୍ଣ୍ଣ ପଦକ ଏବଂ ବରିଷ୍ଠ ବର୍ଗରେ ୩ ଗୋଟି ରୌପ୍ୟ ପଦକ ଅର୍ଜନ କରିଛନ୍ତି। ମୋଟ ୬ ଗୋଟି ପଦକ ହାସଲ କରିବା ସହ ସେ କନିଷ୍ଠ ବର୍ଗରେ 'ଷ୍ଟ୍ରଙ୍ଗ ଓମେନ' ଟାଇଟିଲ ଟ୍ରଫି ମଧ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସେ ସ୍କାଡ଼ରେ ୧୧୫ କେଜି, ବେଞ୍ଚରେ ୬୫ କେଜି ଓ ଡେଡଲିଫ୍ଟରେ ୧୩୦ କେଜି ଭାର ଉତ୍ତୋଳନ କରି ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଣମାଧ୍ୟମକୁ ପ୍ରକାଶ କରି ବୈଷ୍ଣବୀ କହିଛନ୍ତି ଯେ, ସେ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଅଧିକ କଠିଣ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରିବେ। ଏହି ପ୍ରତିଯୋଗିତାରେ ବେଲପାହାଡ଼ର ଅନ୍ୟ ଜଣେ କ୍ରୀଡ଼ାବିତ ପ୍ରଶାନ୍ତ ଦାଶ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୧୦୫ କେଜି ମାଷ୍ଟର ବର୍ଗରେ ସ୍କାର୍ଡରେ ୨୩୦ କେଜି, ବେଞ୍ଚରେ ୧୨୫ କେଜି ଏବଂ ଡେଡଲିଫ୍ଟରେ ୨୨୦ କେଜି ଭାର ଉତ୍ତୋଳନ କରି ଚମ୍ପିଆନ୍ ହୋଇ ୩ ଗୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
    4
    ଛତିଶଗଡ଼ ପାୱାର ଲିଫ୍ଟିଂ ଆସୋସିଏସନ୍ ପକ୍ଷରୁ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ 'ମିନି ଇଣ୍ଡିଆ ପାୱାର ଲିଫ୍ଟିଂ ଚମ୍ପିଆନସିଫ୍-୨୦୨୬' ଜାତୀୟସ୍ତରର ଭାର ଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଯାପିତ ହୋଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରା ଅଞ୍ଚଳର ଯୁବ କ୍ରୀଡ଼ାବିତ ବୈଷ୍ଣବୀ ହାତୀ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ବୈଷ୍ଣବୀ ହାତୀ ମହିଳା ୫୩ କେଜି କନିଷ୍ଠ ବର୍ଗରେ ୩ ଗୋଟି ସ୍ୱର୍ଣ୍ଣ ପଦକ ଏବଂ ବରିଷ୍ଠ ବର୍ଗରେ ୩ ଗୋଟି ରୌପ୍ୟ ପଦକ ଅର୍ଜନ କରିଛନ୍ତି। ମୋଟ ୬ ଗୋଟି ପଦକ ହାସଲ କରିବା ସହ ସେ କନିଷ୍ଠ ବର୍ଗରେ 'ଷ୍ଟ୍ରଙ୍ଗ ଓମେନ' ଟାଇଟିଲ ଟ୍ରଫି ମଧ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସେ ସ୍କାଡ଼ରେ ୧୧୫ କେଜି, ବେଞ୍ଚରେ ୬୫ କେଜି ଓ ଡେଡଲିଫ୍ଟରେ ୧୩୦ କେଜି ଭାର ଉତ୍ତୋଳନ କରି ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଣମାଧ୍ୟମକୁ ପ୍ରକାଶ କରି ବୈଷ୍ଣବୀ କହିଛନ୍ତି ଯେ, ସେ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଅଧିକ କଠିଣ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରିବେ।

ଏହି ପ୍ରତିଯୋଗିତାରେ ବେଲପାହାଡ଼ର ଅନ୍ୟ ଜଣେ କ୍ରୀଡ଼ାବିତ ପ୍ରଶାନ୍ତ ଦାଶ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୧୦୫ କେଜି ମାଷ୍ଟର ବର୍ଗରେ ସ୍କାର୍ଡରେ ୨୩୦ କେଜି, ବେଞ୍ଚରେ ୧୨୫ କେଜି ଏବଂ ଡେଡଲିଫ୍ଟରେ ୨୨୦ କେଜି ଭାର ଉତ୍ତୋଳନ କରି ଚମ୍ପିଆନ୍ ହୋଇ ୩ ଗୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    8 hrs ago
  • ବଜ୍ରାଘାତ ଫଳରେ ବିକଳପୁର ଏବଂ କମିରା ଗ୍ରାମର ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ତିନି ଗୁରୁତରଙ୍କୁ ଚିକିତ୍ସା ପାଇଁ ବିରାମହରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    1
    ବଜ୍ରାଘାତ ଫଳରେ ବିକଳପୁର ଏବଂ କମିରା ଗ୍ରାମର ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ତିନି ଗୁରୁତରଙ୍କୁ ଚିକିତ୍ସା ପାଇଁ ବିରାମହରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    43 min ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଭ୍ରାଟ ଖବର ପ୍ରସାରଣ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରି ନାହିଁ। ଅସହ୍ୟ ଗରମ ଏବଂ ଗୁଳୁଗୁଳି ଯୋଗୁଁ ସ୍ଥାନୀୟ ଜନସାଧାରଣ ଅତ୍ୟନ୍ତ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବହଳପଦର ଅଞ୍ଚଳର ଉପଭୋକ୍ତାମାନେ ଏହି ବିଦ୍ୟୁତ କାଟ ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ବେଳେ ଛୋଟ ଛୁଆମାନେ ବିଶେଷ ଭାବେ ଗରମ ଓ ଗୁଳୁଗୁଳିରେ କଷ୍ଟ ଭୋଗୁଛନ୍ତି।
    3
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଭ୍ରାଟ ଖବର ପ୍ରସାରଣ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରି ନାହିଁ।

ଅସହ୍ୟ ଗରମ ଏବଂ ଗୁଳୁଗୁଳି ଯୋଗୁଁ ସ୍ଥାନୀୟ ଜନସାଧାରଣ ଅତ୍ୟନ୍ତ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବହଳପଦର ଅଞ୍ଚଳର ଉପଭୋକ୍ତାମାନେ ଏହି ବିଦ୍ୟୁତ କାଟ ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ବେଳେ ଛୋଟ ଛୁଆମାନେ ବିଶେଷ ଭାବେ ଗରମ ଓ ଗୁଳୁଗୁଳିରେ କଷ୍ଟ ଭୋଗୁଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଚାମେଲି ବିଜେପିକୁ ପର୍ଦ୍ଦାଫାସ କରିବ ବୋଲି ଜଣାପଡ଼ିଛି।
    1
    ଚାମେଲି ବିଜେପିକୁ ପର୍ଦ୍ଦାଫାସ କରିବ ବୋଲି ଜଣାପଡ଼ିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ଏ ବର୍ଷ ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ପର୍ବକୁ ଅତ୍ୟନ୍ତ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ବିଶେଷ ଉତ୍ସବ ପାଇଁ ମାଟିପକା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଠାରେ ଆରମ୍ଭ କରାଯାଇଛି।
    1
    ଏ ବର୍ଷ ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ପର୍ବକୁ ଅତ୍ୟନ୍ତ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ବିଶେଷ ଉତ୍ସବ ପାଇଁ ମାଟିପକା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଠାରେ ଆରମ୍ଭ କରାଯାଇଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ପ୍ରାୟ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ 'ସୁଭଦ୍ରା ଶକ୍ତି' ନାମକ ଏକ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅବହେଳା କରାଯାଇଛି। ଏହି ନିର୍ମାଣରେ କେତେ ମାତ୍ରାରେ ତ୍ରୁଟି କରାଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ପ୍ରାୟ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ 'ସୁଭଦ୍ରା ଶକ୍ତି' ନାମକ ଏକ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅବହେଳା କରାଯାଇଛି। ଏହି ନିର୍ମାଣରେ କେତେ ମାତ୍ରାରେ ତ୍ରୁଟି କରାଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    16 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପ୍ୟାକ୍ସ ଅନ୍ତର୍ଗତ ଚାଷୀମାନେ ମଣ୍ଡିରେ ସେମାନଙ୍କ ଧାନ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ଚାଷୀମାନେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ଭେଟି ନିଜର ଗୁହାରି ଜଣାଇବା ପାଇଁ ପହଞ୍ଚିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପ୍ୟାକ୍ସ ଅନ୍ତର୍ଗତ ଚାଷୀମାନେ ମଣ୍ଡିରେ ସେମାନଙ୍କ ଧାନ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ଚାଷୀମାନେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ଭେଟି ନିଜର ଗୁହାରି ଜଣାଇବା ପାଇଁ ପହଞ୍ଚିଥିଲେ।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ବାବା ଚନ୍ଦ୍ର ଶେଖର ବାବାଙ୍କର ମାଟି ପକା ରୀତି ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଛି।
    1
    ବାବା ଚନ୍ଦ୍ର ଶେଖର ବାବାଙ୍କର ମାଟି ପକା ରୀତି ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗାଁରେ ଏକ ବଜ୍ରପାତ ଘଟିଛି। ଏହି ଅଘଟଣରେ ବିକଳପୁର ଗାଁର ନରେଶ କଅଁରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କ ମଧ୍ୟରେ କମିରା ଗାଁର ଅଜୟ ଗୁରୁ ଏବଂ ବିକାଶ ପ୍ରଧାନ ଅନ୍ତର୍ଭୁକ୍ତ। ବଜ୍ରପାତର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମୁଦାୟରେ, ଜଣେ ମୃତ ଏବଂ ଦୁଇ ଗୁରୁତରଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗାଁରେ ଏକ ବଜ୍ରପାତ ଘଟିଛି। ଏହି ଅଘଟଣରେ ବିକଳପୁର ଗାଁର ନରେଶ କଅଁରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କ ମଧ୍ୟରେ କମିରା ଗାଁର ଅଜୟ ଗୁରୁ ଏବଂ ବିକାଶ ପ୍ରଧାନ ଅନ୍ତର୍ଭୁକ୍ତ। ବଜ୍ରପାତର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମୁଦାୟରେ, ଜଣେ ମୃତ ଏବଂ ଦୁଇ ଗୁରୁତରଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
    user_AWAAZ TV
    AWAAZ TV
    Aquaculture farm ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.