ଇସକଫ ପକ୍ଷରୁ 'ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁ ' ଆଲୋଚନା ଚକ୍ର ଅନୁଷ୍ଠିତ ଛତ୍ରପୁର ୯/୩: ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ )ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ 'ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ବିନାଶ ନୁହେଁ ପ୍ରଗତି ଚାହୁଁ 'ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଭାପତି ହର ପ୍ରସାଦ ରଥ ସଭାପତିତ୍ୱ କରିଥିଲେ।ଏଥିରେ ଜାତୀୟ ଉପସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଏନଏଫଆଇଡବ୍ଲୁ ନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଜିଲ୍ଲା ସମ୍ପାଦକ କୈଳାଶ ପଲେଇ, ଯୁବ ନେତା ନୀଳକଣ୍ଠ ଦାଶ ଓ ଏସ. କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ଶାନ୍ତି ଓ ଯୁଦ୍ଧର ଭୟାବହତା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରମ୍ପଙ୍କ ଇସାରାରେ ପରିଚାଳିତ ହେଉଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ । ପରେ ଇସକଫ ପକ୍ଷରୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯିବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଔଧତ୍ୟ ଓ ଇସ୍ରାଏଲ ପକ୍ଷରୁ ନିରୀହ ଜନତାଙ୍କ ଉପରେ ମିସାଇଲ ଆକ୍ରମଣକୁ ନିନ୍ଦା କରାଯାଇଥିଲା। ସେହିପରି ମଧ୍ୟପ୍ରାଚ୍ୟ ଦେଶ ମାନଙ୍କରେ ଫସି ରହିଥିବା ଭାରତୀୟ ମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଦାବି କରାଯିବା ସହ ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏଥିରେ ଏସ ତ୍ରିନାଥ ରେଡ୍ଡୀ, ଏନ.ସୁକାନ୍ତ ଆଚାରୀ, ରାଜେନ୍ଦ୍ର ନାହାକ, ବାସୁଦେବ ସାହୁ, ଅନୁରାଗ ମିଶ୍ର ପ୍ରମୁଖ ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।

- ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ #live_odisha_news_update #published_from1
- କେନ୍ଦୁଆ କହୁଛି ମୁଁ କାମରେ ବ୍ୟସ୍ତ ଅଛି.... ଆଗରୁ ଜମି ସହ ପଥର ବି ଗିଳିଛି.... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- କେନ୍ଦୁଆ କହୁଛି ମୁଁ କାମରେ ବ୍ୟସ୍ତ ଅଛି.... ଆଗରୁ ଜମି ସହ ପଥର ବି ଗିଳିଛି.... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ #viral #important #news #latest #update #viral #content #odisha1
- Post by Ansubhai Pandey1
- କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |2
- Post by Utkal sib1
- ପୋଲସରା:- ବର୍ତ୍ତିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯାହା ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତି ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ପ୍ରଦାନ କରିଛନ୍ତି । ପୋଲସରା:- ବର୍ତ୍ତିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯାହା ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତି ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ପ୍ରଦାନ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ1