କମ୍ପାନୀ ହାତକୁ ଭିଟାମାଟି ଟେକିଦେଇ ଲୁହ ପିଉଛନ୍ତି ବିସ୍ଥାପିତ। ୨୦୦୬ ମସିହାରୁ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଚମ୍ପୁଆ ଉପଖଣ୍ଡ ର କିତାବେଡା, ଦେଓଝର ଓ ସିଆଲଯୋଡ଼ା ଗ୍ରାମବାସୀ। ସୂଚନା ଯୋଗ୍ୟ କି ୨୦୦୬ ମସିହାରେ ଚମ୍ପୁଆ ଉପଖଣ୍ଡର ଦେଓଝର ଠାରେ ଜିନ୍ଦଲ ଷ୍ଟିଲ ଏକ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା। ଦେଓଝର ପଞ୍ଚାୟତର କିତାବେଡା, ସିଆଲଯୋଡ଼ା, ଓ ଦେଓଝର ଗ୍ରାମର ଜନ ସାଧାରଣଙ୍କୁ ସେତେବେଳେ ମିଠା ମିଠା ପ୍ରତିଶୃତି ଦେଇ ଶାଗ ମାଛ ଦରରେ ତାଙ୍କ ଭିଟାମାଟି ନେବା ପରେ ଏବେ ପ୍ରତିଶୃତିରୁ ଓହରି ଯାଇ ଥିବାରୁ ଏବେ ଜମି ଦେଇ ସର୍ବହରା ହୋଇଛନ୍ତି ଏଠାକାର ବିସ୍ଥାପିତ। ଜମି ଅଧିଗ୍ରହଣ ବେଳେ ଦେଇଥିବା ପ୍ରତିଶୃତି ମଧ୍ୟରେ ବିସ୍ଥାପିତ ବେକାର ଯୁବକ, ଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ, ବିସ୍ଥାପିତ ଙ୍କୁ ଜମି , ବିସ୍ଥାପିତ ଙ୍କ ପିଲାଛୁଆଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ, ବିସ୍ଥାପିତ କଲୋନୀ ର ମୈଳିକ ସୁବିଧା ଆଦି ପ୍ରତିଶ୍ରୁତି କୁ କମ୍ପାନୀ ଏବେ ଅଣଦେଖା କରି ଚାଲିଛି ଯାହାରି ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ବିସ୍ଥାପିତ।

- sailooooo❤️ମୋର ଯୋଡ଼ା ବେଣି ରେ ବାସନା ତେଲ 🤣1
- Ansekala Jatra1
- BPSC प्रदर्शनः प्रशांत किशोर गिरफ्तार ! PK की टीम का आरोप- "जबरन उठाया, खाली कराया गांधी मैदान" #PrashantKishor #BPSC #BPSC70th #PatnaPolice #Patna #PatnaNews #Bihar #BiharNews #GandhiMaidan #JanSuraaj #BPSCReExamForAll #BPSCStudentProtest #BPSCProtest #morningnews1
- ବରକୋଳି ପାଟଣା ସନିଦେବ ମନ୍ଦିର ପ୍ରତିଷ୍ଠା ରାମପୁର୍ କଇଥା ଗୋପାଳ ଭାଇ କାଠି ଲଉଡି।।ଖେଳ ଜୟ ଯାଦବ ଜୟ ମାଧବ1
- ପାଟଣା ବ୍ଲକ ଅଧକ୍ଷା ଙ୍କ ବୋରୁଦ୍ଧରେ ଅନାସ୍ଥା ଭୋଟ ଗଣତି ସ୍ଥଗିତ ।1
- ପାଟଣା ସମିତି ସଭ୍ୟ ଙ୍କ ବିରୋଧରେ ଗୃହିତ ହୋଇଛି ଅନାସ୍ଥା ପ୍ରସ୍ଥାନ ❤️💛1