logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।

1 day ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
1 day ago

୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ

ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।

More news from Puri and nearby areas
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    17 min ago
  • ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,
    4
    ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା  ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ  ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    15 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • जैकेट छोटी हो जाने पर नई खरीदने के बजाय अब लोग एक स्मार्ट ट्रिक अपना रहे हैं। इस तकनीक में जैकेट में एक एक्स्ट्रा ज़िप पैनल जोड़ा जाता है, जिससे साइज आसानी से बढ़ाया जा सकता है। यह तरीका रेडीमेड जैकेट एक्सटेंडर के जरिए किया जाता है। खासकर प्रेग्नेंसी या बेबी कैरियर पहनते समय यह ट्रिक काफ़ी उपयोगी मानी जा रही है। #LifeHacks #SmartTrick #DIYHack #FashionHack #ViralHack #CreativeIdeas
    1
    जैकेट छोटी हो जाने पर नई खरीदने के बजाय अब लोग एक स्मार्ट ट्रिक अपना रहे हैं। इस तकनीक में जैकेट में एक एक्स्ट्रा ज़िप पैनल जोड़ा जाता है, जिससे साइज आसानी से बढ़ाया जा सकता है। यह तरीका रेडीमेड जैकेट एक्सटेंडर के जरिए किया जाता है। खासकर प्रेग्नेंसी या बेबी कैरियर पहनते समय यह ट्रिक काफ़ी उपयोगी मानी जा रही है।
#LifeHacks #SmartTrick #DIYHack #FashionHack #ViralHack #CreativeIdeas
    user_द संक्षेप
    द संक्षेप
    Media company ବିରିଡି, ଜଗତସିଂହପୁର, ଓଡ଼ିଶା•
    14 hrs ago
  • ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ନାରଦିଆ ପଞ୍ଚାୟତର ରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ଯୁବକଙ୍କ ମୁହଁରୁ ଶୁଣନ୍ତୁ
    1
    ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ନାରଦିଆ ପଞ୍ଚାୟତର ରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ଯୁବକଙ୍କ ମୁହଁରୁ ଶୁଣନ୍ତୁ
    user_Rakesh das deba
    Rakesh das deba
    Journalist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    15 hrs ago
  • କୋର୍ଟ ଭିତରେ ବୋମା ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    1
    କୋର୍ଟ ଭିତରେ ବୋମା  ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    21 hrs ago
  • ସରକାରୀ ଗାଡ଼ିରେ ନାହିଁ....PUCC
    1
    ସରକାରୀ ଗାଡ଼ିରେ ନାହିଁ....PUCC
    user_SU-PRAVAT-NEWS
    SU-PRAVAT-NEWS
    Job Centre କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    15 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.