logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ କିଶୋରନଗର ଥାନା ବଏଜା ଗ୍ରାମର କାନ୍ଦୁର ଭୋଇ (୫୯)ଙ୍କୁ ସେହି ଗ୍ରାମର ଯାତ୍ରୀ ମିର୍ଦ୍ଧା, ରତନା ମିର୍ଦ୍ଧା, ବୋଇତ ମିର୍ଦ୍ଧା ଏକ ଲୁହାରଡ୍‌ରେ ଆକ୍ରମଣ କରିଥିବା କାନ୍ଦୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ପୋଲିସ ନମ୍ବର ୬୧/୨୬ରେ ଏକ ମାମଲା ରୁଜୁ କରିଛି। ପୋଲିସ ଲିସ କହିଛି, ସାମାନ୍ୟ କଥାକୁ ନେଇ କାନ୍ଦୁରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ହେ ଅପରପକ୍ଷରେ ରତନାଙ୍କ ସ୍ତ୍ରୀ ସାବିତ୍ରୀ ମିର୍ଦ୍ଧା ଏକ ପାଲଟା ଅଭିଯୋଗ କରିଛନ୍ତି ସେ ଘରେ ଥିବାବେଳେ କାନ୍ଦୁର ଆସି ଗାଳିଗୁଲଜ ସହ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ନମ୍ବର ୬୨ / ୨୬ରେ ଏକ ମାମଲା ରୁଜୁ କରିଛି।

on 11 March
user_Kishore nagar Shuru
Kishore nagar Shuru
Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
on 11 March

ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ କିଶୋରନଗର ଥାନା ବଏଜା ଗ୍ରାମର କାନ୍ଦୁର ଭୋଇ (୫୯)ଙ୍କୁ ସେହି ଗ୍ରାମର ଯାତ୍ରୀ ମିର୍ଦ୍ଧା, ରତନା ମିର୍ଦ୍ଧା, ବୋଇତ ମିର୍ଦ୍ଧା ଏକ ଲୁହାରଡ୍‌ରେ ଆକ୍ରମଣ କରିଥିବା କାନ୍ଦୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ପୋଲିସ ନମ୍ବର ୬୧/୨୬ରେ ଏକ ମାମଲା ରୁଜୁ କରିଛି। ପୋଲିସ ଲିସ କହିଛି, ସାମାନ୍ୟ କଥାକୁ ନେଇ କାନ୍ଦୁରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ହେ ଅପରପକ୍ଷରେ ରତନାଙ୍କ ସ୍ତ୍ରୀ ସାବିତ୍ରୀ ମିର୍ଦ୍ଧା ଏକ ପାଲଟା ଅଭିଯୋଗ କରିଛନ୍ତି ସେ ଘରେ ଥିବାବେଳେ କାନ୍ଦୁର ଆସି ଗାଳିଗୁଲଜ ସହ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ନମ୍ବର ୬୨ / ୨୬ରେ ଏକ ମାମଲା ରୁଜୁ କରିଛି।

More news from ଓଡ଼ିଶା and nearby areas
  • ମଙ୍ଗଳବାର ହନୁମାନ ଜୟନ୍ତୀ ଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହିନ୍ଦୁ ଯୁବା ମୋର୍ଚ୍ଚା ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ରିଜ୍ ଛକରୁ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ଅନେକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
    1
    ମଙ୍ଗଳବାର ହନୁମାନ ଜୟନ୍ତୀ ଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହିନ୍ଦୁ ଯୁବା ମୋର୍ଚ୍ଚା ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ରିଜ୍ ଛକରୁ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ଅନେକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।
    1
    ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା
ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    19 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    33 min ago
  • Post by Pitambar Sahu
    2
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    5 hrs ago
  • ଓଡ଼ିଆ ନବବର୍ଷ ର ଅଭିନନ୍ଦନ।
    1
    ଓଡ଼ିଆ ନବବର୍ଷ ର ଅଭିନନ୍ଦନ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।
    2
    ସସୁବର୍ଣ୍ଣପୁର ଜିଲ୍ଲା  ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.