Shuru
Apke Nagar Ki App…
ଭୁବନେଶ୍ବର ବରୁଣେଇ ମନ୍ଦିର ନିକଟରେ ୧୭ ଏକର ଜମିରେ ନିର୍ମିତ ହୋଇଥିବା କେ,ଟି, ଗ୍ଲୋବାଲ ସ୍କୁଲ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନ ଠାରେ ଛୋଟ ଛୋଟ ପିଲାମାନଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍କେଲରେ ନର୍ସରୀ IX,XI ପିଲାମାନଙ୍କ ପାଇଁ 2024/25 ବର୍ଷ ପାଇଁ ଆଡ଼ମିଶନ ଆରମ୍ଭ ହୋଇଯାଇଛି । ଏହି ସ୍କୁଲରେ ପିଲାମାନଙ୍କୁ ପାଠ ପଢେଇବା ପାଇଁ ଅଭିଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସୁନ୍ଦର କ୍ଲାସ୍ ରୁମ ଥିବା ବେଳେ ପିଲାମାନଙ୍କ ପାଇଁ ସୁନ୍ଦର ହଷ୍ଟେଲ ବିଭିନ୍ନ ପ୍ରକାରର ଲେବୋରୋଟି, ସ୍ପୋର୍ଟସ ତା ସହିତ ସୁଇମିଙ୍ଗପୋଲ, ଅନେକ କିଛି ଏହି ସ୍କୁଲରେ ବ୍ୟବସ୍ଥା ରହିଛି ଏହି ସ୍କୁଲ ବିଷୟରେ କ'ଣ କହୁଛନ୍ତି ସ୍କୁଲର ଅଧ୍ୟକ୍ଷ ଶୁଣନ୍ତୁ
Gangadhajani Sunamanijani
ଭୁବନେଶ୍ବର ବରୁଣେଇ ମନ୍ଦିର ନିକଟରେ ୧୭ ଏକର ଜମିରେ ନିର୍ମିତ ହୋଇଥିବା କେ,ଟି, ଗ୍ଲୋବାଲ ସ୍କୁଲ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନ ଠାରେ ଛୋଟ ଛୋଟ ପିଲାମାନଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍କେଲରେ ନର୍ସରୀ IX,XI ପିଲାମାନଙ୍କ ପାଇଁ 2024/25 ବର୍ଷ ପାଇଁ ଆଡ଼ମିଶନ ଆରମ୍ଭ ହୋଇଯାଇଛି । ଏହି ସ୍କୁଲରେ ପିଲାମାନଙ୍କୁ ପାଠ ପଢେଇବା ପାଇଁ ଅଭିଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସୁନ୍ଦର କ୍ଲାସ୍ ରୁମ ଥିବା ବେଳେ ପିଲାମାନଙ୍କ ପାଇଁ ସୁନ୍ଦର ହଷ୍ଟେଲ ବିଭିନ୍ନ ପ୍ରକାରର ଲେବୋରୋଟି, ସ୍ପୋର୍ଟସ ତା ସହିତ ସୁଇମିଙ୍ଗପୋଲ, ଅନେକ କିଛି ଏହି ସ୍କୁଲରେ ବ୍ୟବସ୍ଥା ରହିଛି ଏହି ସ୍କୁଲ ବିଷୟରେ କ'ଣ କହୁଛନ୍ତି ସ୍କୁଲର ଅଧ୍ୟକ୍ଷ ଶୁଣନ୍ତୁ
More news from Dhenkanal and nearby areas
- ଭୋଟ ପାଇଁ ପାଣି ଟାଙ୍କି ୪ମାସ ପରେ ଦିଅନ୍ତି ଫାଙ୍କି1
- ନମସ୍କାର... ସୁକିନ୍ଦାର ବିଜେପି ବିଧାୟକ ତଥା ମନ୍ତ୍ରୀ ଏବଂ ତାଙ୍କର ଜଣେ ଗୁଣ୍ଡା ଶ୍ରେଣୀର କର୍ମୀ ଦୀର୍ଘ ୫ ରୁ ୬ ମାସ ମୋତେ ମେଣ୍ଟାଲି ନିର୍ଯାତନା ଦେବା ପରେ ଶେଷ ରେ ଚକ୍ରାନ୍ତ କରି ମୋ ନାମ ରେ ଏକ ଏତଲା କରେଇଇ ମୋତେ ରଗଡି ହାଜତ ପଠେଇବାରେ ସଫଳ ହେଲେ, ଯେଉଁ ଘଟଣାରେ ସୁକିନ୍ଦା ପୋଲିସ ଏକ ପାଖିଆ ତଥା ବିନା ତଦନ୍ତ ରେ ଏକ ଚତୁରତା ସହ ମୋତେ ଥାନା କୁ ଡାକି ଏକ OBC ଏତଲା ରେ SCST ଲଗେଇ ମୋତେ ଗିରଫ କରିଥିଲେ, ମାତ୍ର ମୁଁ ଏହାର ପ୍ରତିବାଦ କୋର୍ଟରୁ ରଗଡି ହଜାତକୁ ଯିବା ସମୟରେ ଗଣମାଧ୍ୟମ କୁ ଦେଇଥିବା କିଛି ପ୍ରତିକ୍ରିୟାରେ ରେକଡ଼ କରିଥିବା ଏକ ନିଦ୍ଧିଷ୍ଟ ଗୋଦିମିଡ଼ିଆ ନ ବଜେଇ ଏହାର ମିଥ୍ୟା ଖବର ପ୍ରସାରିତ କରି ଏହି ପକୃତ ଭିଡିଓ କୁ ଏବେ ଭାଇରାଲ କରିଛନ୍ତି ଯେଉଁଥିରେ ମୁଁ ଗିରଫ ହେବା ସମୟ ରେ କହିଥିବା ପକୃତ ସତ୍ୟ କଥା ରହିଛି, କିଏ ଏବଂ କାହିଁକି ମୋତେ ଗିରଫ କରା ଗଲା ଏହା ଅଳ୍ପ ବହୁତେ ଅନେକ ଲୋକ ଜାଣିଛନ୍ତି, କିନ୍ତୁ ବାସ୍ତବ କଥା ବିଜେପି କୁ ନେଇ ଅନେକ ପ୍ରସଙ୍ଗରେ ମୁଁ ସମାଲୋଚନା କରିବା ମୋ ପାଇଁ ମୋହଙ୍ଗା ପଡିଥିଲା,ଯେଉଁଥିପାଇଁ ମୋତେ ଏକ ଚକ୍ରବ୍ୟହୋରେ ଫସାଇବାକୁ ବିଜେପି ପୁରା ପ୍ରଶାସନିକ କଳକୁ ଲଗେଇ ଦେଇଥିଲା ଏବଂ ଏଥିରେ ସଫଳ ହୋଇଥିଲା କିନ୍ତୁ ଗୋଟିଏ କଥା କହିବି ସରକାର କେବେ ସ୍ଥିର ସ୍ଥାୟୀ ନୁହେଁ ପରିବର୍ତ୍ତନ ହେବ ଏବଂ ପରିବର୍ତ୍ତନ ହେବା ଆଗରୁ ମୋର ମାନ୍ୟବର ନ୍ୟାଳୟ ଙ୍କ ଉପରେ ଭରସା ଅଛି ମୋ ଉପରେ ହୋଇଥିବା ଅନ୍ୟାୟର ସଠିକି ରାୟ ପ୍ରଦାନ କରିବେ.... ମୁଁ କୋର୍ଟରୁ ସେଦିନ ରଗଡି ହାଜତକୁ ଯିବା ସମୟ ରେ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟା ଶୁଣି ନିଅନ୍ତୁ ଜଗନ୍ନାଥ ରାଣ ଗୋଟିଏ ବି ଶବ୍ଦ ଏଥିରେ ମିଛ ମିଳିବ ନାହିଁ ମନର କଥା ହୃଦୟ ବ୍ୟଥା ଓ ଚକ୍ରାନ୍ତ କାରୀଙ୍କ ଅସଲ ମୁଖା ସହ ପକୃତ ଅଭିଯୁକ୍ତ ଙ୍କ ଅସଲ ପରିଚୟ ଖୋଲି ଦେଇଥିଲି ମୁଁ ସେଇ ଦିନ ପୋଲିସ ସଠିକି ତଦନ୍ତ କରୁ ମୋର ବି ଦାବୀ ରହିବ ବାରମ୍ବାର ... ଆଉ ମୁଁ ଜଦି ଚାହିଁବି ଗୋଟିଏ ଘଣ୍ଟା ରେ ସେ ଚକ୍ରାନ୍ତ କାରୀର ଅନେକ ରହସ୍ୟ କୁ ପଦାକୁ ଆଣି ବି ଯେଉଁଥିରେ ତା ପରିବାର ଗୋଟିଏ ମିନିଟି ରେ ଭାଙ୍ଗି ଯିବ ଆଣିବି କିନ୍ତୁ ଅପେକ୍ଷା କର ଠିକି ସମୟ ଆସିବ ଛୁଆ ବଡ଼ ବଡ଼ ହୁଅନ୍ତୁ ଅପମାନ ମଜା ସେ ପାଇବ ସେ ସମୟ ରେ ଏବେ ନୁହେଁ....1
- ଗଁଦିଆ ଡ୍ରାଇଭର ସଙ୍ଘ ଏକତା ଦିବସ ବିଶ୍ୱାଳ ରାଲି ଢେଙ୍କାନାଳ ହେବ ମଦ ମୁକ୍ତ ଦାବି1
- #ସନ୍ଧ୍ୟା_ହେଲେ_ବଢୁଛି_ମଦ୍ୟପଙ୍କ_ଦୌରାତ୍ମ୍ୟ #ଟର୍ଚ୍ଚ_ଆଲୁଅରେ_ଶବଦାହ ଢେଙ୍କାନାଳ ଜୁବୁଲିଟାଉନ ମଶାଣିର ଦୃଶ୍ୟ ,ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି । ହୋଇନି ଆଲୋକିକରଣ,ନା ଅଛି ପାଣିର ବ୍ୟବସ୍ଥା1
- ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର , ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ସ୍ୱାୟତ୍ତ ଶାସନ ଦିବସକୁ ଆଡ଼ମ୍ବର ସହ ପାଳନ କରିଥିଲେ। ରିପୋର୍ଟ : ଶୁଭମ୍ ପାଣି , ଢେ଼ଙ୍କାନାଳ1
- ସବୁଜ ଢେଙ୍କାନାଳରୁ ହଜିଯାଉଛି ସବୁଜିମା । ବିଷବଳୟ ପାଲଟୁଛି ବାୟୁମଣ୍ଡଳ । ରାଜପଥ କଡ଼ରେ ଶିଳ୍ପ ସଂସ୍ଥା ବଢାଉଛି ଚିନ୍ତା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଢେଙ୍କାନାଳ ହରିପୁର ଗାଁ ଲୋକେ ।1
- ସ୍ବାୟତ ଶାସନ ଦିବସ ଢେଙ୍କାନାଳ ପୈାରପାଳିକା ପକ୍ଷରୁ ପାଳିତ। ଢେଙ୍କାନାଳ ପୈାରପାଳିକା ପକ୍ଷରୁ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୈାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର ଭାଇଭଉଣୀ, ସମସ୍ତ ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସକୁ ଆଡ଼ମ୍ବର ସହକାରେ ପାଳନ କରିଥିଲେ।1
- ନୂତନ ନାଟ ଆକଡ଼ା(ଗ୍ରାମ ଠେଗୁଲୁଗୁଡ଼ା )ଗୁରୁ, ଶ୍ରୀ ଭୁବନ ବାଘ &&1