Shuru
Apke Nagar Ki App…
ଯୋରନ୍ଦା ମାଘମେଳା କେମିନ୍ତି ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରତିକ୍ରିୟା ପ୍ରକାଶ କଲେ ବାବା ଆସନ୍ତା ଯୋରନ୍ଦା ମାଘମେଳାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କୌପିନ ସମାଜ ଓ ବଳ କଳ ସମାଜର ବାବାମାନେ ଉପସ୍ଥିତ ରହିଥିଲେ ।ଯୋରନ୍ଦା ମାଘମେଳା କେମିନ୍ତି ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ମଧ୍ୟାହ୍ନ ୧୨ଟା ୩୦ରେ ପ୍ରତିକ୍ରିୟା ପ୍ରକାଶ କଲେ ଉଭୟ ସମାଜର ମୁଖ୍ୟ ବାବା ।
Tapasdas

More news from Dhenkanal and nearby areas
- ପ୍ରଥମେ ଦୁଷ୍କର୍ମର ଶିକାର, ଥାନାରେ ଅଭିଯୋଗ କଲେ ବି ପୋଲିସ କିଛି ବି ଶୁଣିଲାନି। ଦୁଷ୍କର୍ମଠାରୁ ବଳି ଗଲା ନ୍ୟାୟ ନ ପାଇବାର ହତାଶବୋଧ #dhenkanal #rapecase #suicide #shuru1
- ଭୁବନ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ •••••••••••••••••••••••••••••••••••••••••••• BigBreaking BhubanSpecial LiveShowTelecast Follow Bhuban Dhenkanal Odisha BDO BEO ABEO HM TEACHER CRC STUDENTS1
- ଦେଖନ୍ତୁ ବିଜେପି ସରକାର ର କାରନାମା ଘୋର ଭାଙ୍ଗିବା ର ସୋଲଯନ୍ତ୍ରୋ ଲାଗିଛି1
- Jay Jagannath 🙏1
- ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ1
- Panchayat Samiti Nodal High School Danra. Debgarh. ସୁରଭି ୨୦୨୫1
- 28 साल की इस बिल्ली ने दुनिया का ध्यान खींच लिया है। गिनीज वर्ल्ड रिकॉर्ड्स के अनुसार, वह दुनिया की सबसे उम्रदराज़ जीवित बिल्ली बन गई है। उम्र इंसानी हिसाब से देखें तो करीब 150 साल के बराबर होती! इतनी लंबी उम्र ने वैज्ञानिकों और पालतू प्रेमियों दोनों को चौंका दिया है। लोग उसके देखभाल के रहस्य जानने को उत्सुक हैं।#ViralNews #AmazingFacts #RecordBreaker #OldestCat #TrendingNow1
- ଏମ ଏନ ନିୟୁଜ ତରଫରୁ ମାନ୍ୟଗଣ୍ୟ ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କରାଗଲା1