Shuru
Apke Nagar Ki App…
ରାଜ୍ୟରେ ବିଜେପିର ସରକାର ଆସିଲା ପରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଦଳୀୟ ଭିତ୍ତିରେ କାର୍ଯ୍ୟ କରିବାକୁ ମସୁଧା ଚାଲିଛି। ଏହି କ୍ରମରେ ଜିଆଇଏ ଯୋଜନାରେ ଭୋଗରାଇ ବ୍ଳକ୍ ର ବିଭିନ୍ନ ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ଏବଂ ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ ତାଲିକାକୁ ବଦଳାଇବାର ଅପେଚେଷ୍ଟା କରାଯାଉଥିବା ପ୍ରତିବାଦରେ ମୁଁ ଏବଂ ଆମର ସମସ୍ତ ପିଆରଆଇ ସଭ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲୁ ଏବଂ ୭ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ବ୍ଳକ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଲୁ।
Gajindra raut

More news from Jaleswar and nearby areas
- ଜଳେଶ୍ୱର ଷ୍ଟେସନ ବଜାର ଠାରୁ ବଡ଼ବଜାର ଆଜି ସନ୍ଧ୍ୟାରେ 1.40 ମିନିଟ ଭିଡ଼ ନ ଥିଲା ପ୍ରଶାସନିକ କିଛି ବ୍ୟବସ୍ଥା। ନାହିଁ ନଥିବା ଅସୁବିଧାରେ ଘଣ୍ଟା ଘଣ୍ଟା ହଇରାଣ ହେଲେ ଲୋକେ।1
- ବେଆଇନ ଭାବରେ ଚୋରାରେ ବାଲି ପରିବହନ ବେଳେ ଜଳେଶ୍ୱର ପୋଲିସର ବିଭିନ୍ନ ଅଂଚଳରେ ଚଢ଼ାଉ ଗୋଟିଏ ବାଲି ବୋଝେଇ ଡମ୍ପର, ଗୋଟିଏ ଜେସିବି ମେସିନ ଓ 6ଟି ବାଲି ବୋଝେଇ ଟ୍ରାକ୍ଟର ଜବତ1
- ଧାନ ମଣ୍ଡି ୨୦୨୪//ଧାନ ବସ୍ତା କିପରି ମିଳିବ //FAQ ଧାନ କିପରି ପ୍ରସ୍ତୁତ କରି ବେ PFarming121
- ଔପଦା ବ୍ଲକ ସ୍ତରୀୟ ବିଜ୍ଞାନମେଳା ଉଦଯାପିତ...1
- ମାଧବ ନ୍ୟୁଜ - ବାଲେଶ୍ୱରରେ ୩ଦିନର ଧାରଣା ପରେ ଆମରଣ ଅନଶନ ଆରମ୍ଭ କଲେ ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ1
- ଅନଶନ ଆଗରେ ମୁଣ୍ଡ ନୁଆଁଇଲା ବାଲେଶ୍ବର ବ୍ଲକ ପ୍ରଶାସନ, ଆନ୍ଦୋଳନରୁ ଓହରିଲେ ପୂର୍ବତନ ବିଧାୟକ ସ୍ବରୂପ ଦାସ ଓ ସମର୍ଥକ1
- ପଦାରେ ପଡିଲା ବିଇଓ ଙ୍କ ଅପାରଗତା . ବିଜ୍ଞାନ ମେଳାରେ କମିଲା ପ୍ରକଳ୍ପ ସଂଖ୍ୟା ନିଚୁଆପଦା ହାଇସ୍କୁଲ ଆଣିଦେଲା ସଫଳତା1
- ଟୋକା ମୁଁ ୧ ନମ୍ବର 😅😜😁 Man _prince_.3x._1
- Mate bohu kari nija1