Shuru
Apke Nagar Ki App…
ରେଙ୍ଗାଲି ବ୍ଲକ ଅଂଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଲୋକେ ଗରମ ରେ ଛଟପଟ, ପଶୁପକ୍ଷୀ ମାନେ ମଧ୍ୟ ଆଉଟୁ ପାଉଟୁ l ରେଙ୍ଗାଲି ଶିଳ୍ପା ଅଂଚଳ ରେ ପରିସ୍ଥିତି ଆହୁରି ଦୁର୍ବିସହ l ସକାଳ ୧୦ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୁ( ଗରମ ପବନ) ବୋହୁଛି l ରେଙ୍ଗାଲି ବ୍ଲକ ଅଂଚଳ ରେ ଆଜି ୪୩%ଡିଗ୍ରୀ ପର୍ଯ୍ୟନ୍ତ ତାପ ମାତ୍ର ବୃଦ୍ଧି ପାଇଁଥିବା ଜଣା ପଡିଛି l ଅଂଶୁଘାତର ପ୍ରତିକାର ପାଇଁ ସ୍ଵlସ୍ଥ୍ୟl କେନ୍ଦ୍ର ମାନେ ସବୁପ୍ରକାର ବ୍ୟବସ୍ଥା କରିବା କୁ ସାଧାରଣ ଦାବି ହେଉଛି l
Biswanath Patel
ରେଙ୍ଗାଲି ବ୍ଲକ ଅଂଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଲୋକେ ଗରମ ରେ ଛଟପଟ, ପଶୁପକ୍ଷୀ ମାନେ ମଧ୍ୟ ଆଉଟୁ ପାଉଟୁ l ରେଙ୍ଗାଲି ଶିଳ୍ପା ଅଂଚଳ ରେ ପରିସ୍ଥିତି ଆହୁରି ଦୁର୍ବିସହ l ସକାଳ ୧୦ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୁ( ଗରମ ପବନ) ବୋହୁଛି l ରେଙ୍ଗାଲି ବ୍ଲକ ଅଂଚଳ ରେ ଆଜି ୪୩%ଡିଗ୍ରୀ ପର୍ଯ୍ୟନ୍ତ ତାପ ମାତ୍ର ବୃଦ୍ଧି ପାଇଁଥିବା ଜଣା ପଡିଛି l ଅଂଶୁଘାତର ପ୍ରତିକାର ପାଇଁ ସ୍ଵlସ୍ଥ୍ୟl କେନ୍ଦ୍ର ମାନେ ସବୁପ୍ରକାର ବ୍ୟବସ୍ଥା କରିବା କୁ ସାଧାରଣ ଦାବି ହେଉଛି l
More news from Sambalpur and nearby areas
- पश्चिम मेदिनीपुर, पश्चिम बंगाल: उत्तर प्रदेश के सीएम योगी आदित्यनाथ ने कहा, "...कांग्रेस, TMC और INDI गठबंधन ने 60 साल से ज़्यादा भारत पर राज किया। लेकिन उनके पास अनुसूचित जातियों और अनुसूचित जनजातियों के लिए कोई एजेंडा नहीं था।1
- ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। 📍 ମୁଖ୍ୟ ଆଲୋଚନା: ✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ। ✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା। ✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା। ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।1
- ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା1
- ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।1
- ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।3
- ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |1
- Post by Purandar sahu1
- कोडरमा स्टेशन के लूप लाइन में खड़ी खाली मालगाड़ी के डब्बे में अचानक से उठने लगा धुआं, एआरपीएफ की तत्परता से आ_ग पर पाया जा सका काबू। #newsupdate2026 #highlightseveryone #KodermaNews #NewsUpdate #newsfeed1