logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଗତ ସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଦଳେଇଘାଇ ରେ ବନ୍ୟା ଜଳ ସ୍ତର ବଢ଼ିବାରୁ ପରିବା ଚାଷୀ ଙ୍କ ପରିବା ଚାଷ ପାଣିରେ ବୁଡି ଯାଇଛି ଆଶା ଆଉ ଆଶଙ୍କାରେ ଦଳେଇଘାଇ ର ପରିବା ଚାଷୀ କିପରି ଚାଷୀଙ୍କ ପରିବାର ପ୍ରତିପୋଷଣ ହେବ

15 hrs ago
user_Bharat ମାତା
Bharat ମାତା
Samaj Sevak Jagatsinghapur, Odisha•
15 hrs ago

ଜଗତ ସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଦଳେଇଘାଇ ରେ ବନ୍ୟା ଜଳ ସ୍ତର ବଢ଼ିବାରୁ ପରିବା ଚାଷୀ ଙ୍କ ପରିବା ଚାଷ ପାଣିରେ ବୁଡି ଯାଇଛି ଆଶା ଆଉ ଆଶଙ୍କାରେ ଦଳେଇଘାଇ ର ପରିବା ଚାଷୀ କିପରି ଚାଷୀଙ୍କ ପରିବାର ପ୍ରତିପୋଷଣ ହେବ

More news from ଓଡ଼ିଶା and nearby areas
  • रेवेन्यू मिनिस्टर ने बाढ़ के इलाकों का दौरा किया और बाढ़ के हालात का रिव्यू किया
    1
    रेवेन्यू मिनिस्टर ने बाढ़ के इलाकों का दौरा किया और बाढ़ के हालात का रिव्यू किया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଅଚ୍ୟୁତପୁର କାଜ ରେ ବନ୍ୟା ପାଣି ଆସି ସମଗ୍ର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ସୂଚନା ମିଳିଛି । #Balipatna #Baliantablock #Balipatnablockblock #BDOBalianta #BDOBalipatna #DMKhordha #CMOdisha #Jayadevnews
    1
    ଅଚ୍ୟୁତପୁର କାଜ ରେ ବନ୍ୟା ପାଣି ଆସି ସମଗ୍ର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ସୂଚନା ମିଳିଛି । #Balipatna #Baliantablock #Balipatnablockblock #BDOBalianta #BDOBalipatna #DMKhordha #CMOdisha #Jayadevnews
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି। ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି। ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
    1
    ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା
ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି।
ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି।
ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି।
ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
    user_SUDAM DAS
    SUDAM DAS
    Newspaper publisher ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll
    1
    ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll 
ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • हेल्थ मिनिस्टर ने लोइसिंघा बाढ़ प्रभावित इलाकों में लोगों से मुलाकात की, हालात का जायज़ा लेने के लिए डूबे हुए पुलों पर चले,पका हुआ खाना बांटा, लोगों की परेशानियां सुनीं
    1
    हेल्थ मिनिस्टर ने लोइसिंघा बाढ़ प्रभावित इलाकों में लोगों से मुलाकात की, हालात का जायज़ा लेने के लिए डूबे हुए पुलों पर चले,पका हुआ खाना बांटा, लोगों की परेशानियां सुनीं
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଯାଜପୁର ବରୀ ଅଂଚଳରେ ବନ୍ୟା ll ସୃଷ୍ଟି ହେଲା 150 ଫୁଟ୍ ର ଘାଇ ll Big Breaking News ll ଯାଜପୁର ବରୀ ଅଂଚଳରେ ବନ୍ୟା ll ସୃଷ୍ଟି ହେଲା 150 ଫୁଟ୍ ର ଘାଇ ll Big Breaking News ll
    1
    ଯାଜପୁର ବରୀ ଅଂଚଳରେ ବନ୍ୟା ll ସୃଷ୍ଟି ହେଲା 150 ଫୁଟ୍ ର ଘାଇ ll Big Breaking News ll 
ଯାଜପୁର ବରୀ ଅଂଚଳରେ ବନ୍ୟା ll ସୃଷ୍ଟି ହେଲା 150 ଫୁଟ୍ ର ଘାଇ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.