ଡେରାବିଶ ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ମୋଟ ୭୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୨ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଜିଲ୍ଲାପାଳ, ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡିକ ସମୀକ୍ଷା କରିଥିଲେ । ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଡେରାବିଶ ବିଡ଼ିଓ ନମିତା ବାରିକ, ତହସିଲଦାର ସରୋଜ ନାୟକ,ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ ବିଭାଗ) ସରୋଜ କୁମାର ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉ କି ଆସନ୍ତା ୨୩ ଫେବୃଆରୀରେ ଗରଦପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

- କଟକ ଅଞ୍ଚଳର ଗ୍ରାମିଣ ହାଟ ପନି ପରିବା ହାଲ ଚାଲ1
- ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରୁ ହରିଣ ଉଦ୍ଧାର, କୁକୁର ଗୋଡ଼ାଇବାରୁ ଭୟଭୀତ ହୋଇ ବୁଲୁଥିବା ହରିଣକୁ ବନ୍ଦର ସିଆଇଏସଏଫ ୟୁନିଟ ଓ କୁଜଙ୍ଗ ବନବିଭାଗ ମିଳିତ ଉଦ୍ୟମ ରେ ହରିଣ ଟିକୁ ଉଦ୍ଧାର କରାଯାଇଛି...1
- ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ1
- भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे1
- Post by Bikram Mohapatra1
- Post by Md mustafa news1
- କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ (EI & EB, Unit-II, Cuttack) ଦ୍ୱାରା ଆଜି ଏକ ବଡ଼ ଧରଣର ମାଦକ ଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରାଯାଇଛି।ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରାଯାଇ ୧୦୪ ଗ୍ରାମ ହେରୋଇନ୍ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ୍ ଓ ଏକ ହୋଣ୍ଡା ଏକ୍ଟିଭା (Honda Activa) ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ଦାସ (୨୨) ଗ୍ରାମ- ବିନ୍ଧାଣିମା, ଥାନା- ତିଗିରିଆ, ବିକାଶ ମଲ୍ଲିକ (୨୩): ଗ୍ରାମ- ମହିଷାଲଣ୍ଡା, ଥାନା- ଚୌଦ୍ୱାର ଅଞ୍ଚଳର ଅଟନ୍ତି। ଜବତ ହୋଇଥିବା ୧୦୪ ଗ୍ରାମ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ (SI) ବିଭୂତି ଭୂଷଣ ପ୍ରଧାନ, ଏଏସଆଇ (ASI) କିଶୋର ଚନ୍ଦ୍ର ରାଉତ ଏବଂ କନେଷ୍ଟବଳ ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରକାଶ କୁମାର ଶତପଥୀ ଓ ଅଶ୍ୱିନୀ କୁମାର ପରିଡ଼ା ସାମିଲ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।1
- କଟକ ଜିଲ୍ଲା ତାରିଖ 17.02.2026 ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ରେ ଜାଇଥିବା କଟିକଟା ଜୟପୁର ରୋଡ ରେ ଚାଲିଛି ରାସ୍ତାର ମରାମତି କାର୍ଯ୍ୟ1