Shuru
Apke Nagar Ki App…
#ଦେଶୀ ବିହନ ଆଦାନ ପ୍ରଦାନ ଓ ପରମ୍ପରିକ ଖାଦ୍ୟ ର ପ୍ରଦର୍ଶନୀ, ବୁର୍ଲାଙ୍ଗଯାତ୍ରା, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତ ବୁର୍ଲାଙ୍ଗି ଗ୍ରାମ ରେ ମିଲେଟ ମିଶନ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳ ପ୍ରାକୃତିକ ଖାଦ୍ୟ ଉପରେ ଲୋକ ମାନଙ୍କୁ ସଚେତନ କାର୍ଯ୍ୟକ୍ରମ ଆନୁଷ୍ଠିତ କରା ଯାଇ ଅଛି ଏହି ଅନୁଷ୍ଠାନ ମାଧ୍ୟମରେ, ମାଣ୍ଡିଆ, କୁଏରି, କୁଧ, କାଙ୍ଗୁ ପରି ଖାଦ୍ୟ ବିହନ ବଣ୍ଟନ କରି ଛନ୍ତି ଏହି କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ ନିର୍ମାଣ ଅନୁଷ୍ଠାନ ପରି ଚାଳକ ଡ଼ଃ ପ୍ରଶାନ୍ତ ମହାନ୍ତି,ମୁଖ୍ୟ ଅଥିତି ଭାବେ ଯୋଗଦେଇ ଥିଲେ ତୁମୁଡିବନ୍ଧ ଗୋଷ୍ଟି ଉନୟନ ଅଧିକାରୀ ଶ୍ରୀ ବନ ବିହାରୀ ହରପାଳ, ନେତ୍ର ମାନ ସେଠ ଉଦ୍ୟାନ ଅଧିକାରୀ ଦେବାଶିଷ ମଲିକ,DPC ଡିଜେଶ ଯୋଶୀ,ସମେତ ସ୍କୁଲ ଛାତ୍ର ଛାତ୍ରୀ ଏବଂ ଗ୍ରାମ ବାସୀ ଶୁଣନ୍ତୁ କଣ କହୁ ଛନ୍ତି ନିର୍ମାଣ ଅନୁଷ୍ଠାନ ପରିଚାଳକ ଡ଼ଃ ପ୍ରଶାନ୍ତ ମାହାନ୍ତି ଓ ନେତ୍ର ମାନସେଠ
Krushna Dash

More news from Kandhamal and nearby areas
- ପର୍ଯ୍ୟଟନସ୍ଥଳୀରେ ଭିଡ ସାଙ୍ଗକୁ ଜମୁଛି ଭୋଜିଭାତର ଆସର || Daringbadi Follow argusnewsin for more info1
- 🤩😍💥1
- Post by Samanta Sekhar Nayak1
- Post by Biju soni1
- ଘନ କୁହୁଡି ଚାଦର ତଳେ କନ୍ଧମାଳ1
- କିଏ ଜିତିଲେ ରଙ୍ଗ ରଙ୍ଗୋଲି | Argus Nari Shakti Follow argusnewsin for more info1
- WelCome2025/ByeBye 2024🥰“CELEBRATIONS 🙈🙈 😁😁1
- anchalika itihas kandhamal//jingyasa//କନ୍ଧମାଳ ଆଞ୍ଚଳିକ ଇତିହାସ//ଜିଜ୍ଞାସା//regionalhistorykandhamal//1