ଯାଜପୁର, ସୁକିନ୍ଦାରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ଯାଜପୁର, ସୁକିନ୍ଦା ସିଙ୍ଗାଡ଼ିଆ ଗ୍ରାମରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାବାସାହେବ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବରିଷ୍ଠ ସମାଜସେବୀ ରଞ୍ଜିତ ମଲିକ,ଅଧିବକ୍ତା ପ୍ରହ୍ଲାଦ ମଲିକ,ତପସ୍ୱିନୀ ମଲିକ, ବିଭ୍ରାନ୍ତ ବିଶ୍ୱଜିତ,ଅନିଲ କୁମାର ଜେନା,ରବୀନ୍ଦ୍ର ପାତ୍ର, ବିଶ୍ୱନାଥ ପାତ୍ର, ମୁରଲି ପାତ୍ର, ଅଭୟ ପାତ୍ର ଅର୍ଜୁନ କିସ୍କୁ, ସୁଶାନ୍ତ ମଲିକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅନେକ ବ୍ୟକ୍ତି ବେଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ବାବୁଲି ପାତ୍ର ପରିଚାଳନା କରିଥିଲେ। ବକ୍ତା ମାନେ ବାବାସାହେବଙ୍କ ବିଭିନ୍ନ କୃତି ସମ୍ପର୍କରେ ଆଲୋଚନା କରିବା ସହିତ ବିଭ୍ରାନ୍ତ ବିଶ୍ୱଜିତ ବାବାସାହେବ ଓଡ଼ିଶାର ଉନ୍ନତି ପାଇଁ କିଭଳି ଚାଷକୁ ଗୁରୁତ୍ତ୍ଵପୂର୍ଣ୍ଣ ବୋଲି ବିଚାର କରୁଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୌଣସିବି ସରକାର ଆଦ୍ୟାବଧି OGLS, OPLE, OLR ଆକ୍ଟକୁ ସଠିକ ଢଙ୍ଗରେ ଲାଗୁକଲେ ନାହିଁ ଫଳରେ ସରକାର ଲୋକମାନଙ୍କୁ ଦେଢ଼ ଏକର ଚାଷ ଜମି ଯୋଗେଇଲା ନାହିଁ। ଏହାର ପରିଣାମରେ ଲୋକମାନେ ଭାଗଚାଷ ଓ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ବାବାସାହେବ ଚାହୁଁଥିଲେ ସରକାର ଉନ୍ନତ ମାନର ଚାଷ ପାଇଁ ଟ୍ରେନିଙ୍ଗ, ଚାଷ ଉପକରଣ ବିନା ମୂଲ୍ୟରେ ଯୋଗେଇଦିଅନ୍ତୁ କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଲେ।
ଯାଜପୁର, ସୁକିନ୍ଦାରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ଯାଜପୁର, ସୁକିନ୍ଦା ସିଙ୍ଗାଡ଼ିଆ ଗ୍ରାମରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାବାସାହେବ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବରିଷ୍ଠ ସମାଜସେବୀ ରଞ୍ଜିତ ମଲିକ,ଅଧିବକ୍ତା ପ୍ରହ୍ଲାଦ ମଲିକ,ତପସ୍ୱିନୀ ମଲିକ, ବିଭ୍ରାନ୍ତ ବିଶ୍ୱଜିତ,ଅନିଲ କୁମାର ଜେନା,ରବୀନ୍ଦ୍ର ପାତ୍ର, ବିଶ୍ୱନାଥ ପାତ୍ର, ମୁରଲି ପାତ୍ର, ଅଭୟ ପାତ୍ର ଅର୍ଜୁନ କିସ୍କୁ, ସୁଶାନ୍ତ ମଲିକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅନେକ ବ୍ୟକ୍ତି ବେଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ବାବୁଲି ପାତ୍ର ପରିଚାଳନା କରିଥିଲେ। ବକ୍ତା ମାନେ ବାବାସାହେବଙ୍କ ବିଭିନ୍ନ କୃତି ସମ୍ପର୍କରେ ଆଲୋଚନା କରିବା
ସହିତ ବିଭ୍ରାନ୍ତ ବିଶ୍ୱଜିତ ବାବାସାହେବ ଓଡ଼ିଶାର ଉନ୍ନତି ପାଇଁ କିଭଳି ଚାଷକୁ ଗୁରୁତ୍ତ୍ଵପୂର୍ଣ୍ଣ ବୋଲି ବିଚାର କରୁଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୌଣସିବି ସରକାର ଆଦ୍ୟାବଧି OGLS, OPLE, OLR ଆକ୍ଟକୁ ସଠିକ ଢଙ୍ଗରେ ଲାଗୁକଲେ ନାହିଁ ଫଳରେ ସରକାର ଲୋକମାନଙ୍କୁ ଦେଢ଼ ଏକର ଚାଷ ଜମି ଯୋଗେଇଲା ନାହିଁ। ଏହାର ପରିଣାମରେ ଲୋକମାନେ ଭାଗଚାଷ ଓ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ବାବାସାହେବ ଚାହୁଁଥିଲେ ସରକାର ଉନ୍ନତ ମାନର ଚାଷ ପାଇଁ ଟ୍ରେନିଙ୍ଗ, ଚାଷ ଉପକରଣ ବିନା ମୂଲ୍ୟରେ ଯୋଗେଇଦିଅନ୍ତୁ କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଲେ।
- Post by NEWS MANORANJAN1
- Post by Gagan Bhoi1
- ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।1
- Post by Prabhati Sahoo1
- Post by ମନୋଜ କୁମାର ପୁଣ୍ଟିଆ1
- ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।1
- Post by ନିଷ୍ଠୁର ଦୁନିଆ Live1
- Post by Gagan Bhoi1