Shuru
Apke Nagar Ki App…
ମୋ ଗାଆଁ ସ୍ଵର୍ଣ୍ଣ କଳସକ୍ଷେତ୍ର ଯେଉଁଠି ଅଛି ପବିତ୍ର ଅତ୍ରିମୁନିଙ୍କ ଆଶ୍ରମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେଉଁ ବାଟ ଦେଇ ବନବାସ ଯାଇଥିଲେ।ଆଉ ଅତ୍ରି ମୁନିଙ୍କୁ ଦେଇ ଯାଇଥିଲେ ତିନିଗୋଟି ଶାଳଗ୍ରାମ ପୂଜିବା ପାଇଁ।ପରବର୍ତ୍ତୀ ସମୟରେ ଯେଉଁଠି ମନ୍ଦିର ତିଆରି ହେଇଥିଲା।ଆଉ ଅଦ୍ୟାବଧି ସେଠି ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣ ଆଉ ମାତା ସୀତା ରଘୁନାଥ ଜୀଉ ଧାମ ଭାବରେ ଯେଉଁ କ୍ଷେତ୍ର ପୁରା ଦେଶ ପ୍ରସିଦ୍ଧ।
Gagan kumar Khara

More news from Dhama and nearby areas
- ଚାରି ଧାମ ଭିତରେ💛🥰Jay Jagannath 🙏❤️1
- ଚାରିଧାମ ଭିତରେ ଗୋଟିଏ ଧାମ...1
- ମୁଁ କାହିଁକି ଯିବି ଲୋ କଉ ଧାମ 🙏🙏🙏#mahadev bhakti video #mahadevstatus #shortvideo 🙏🙏1
- ନୂଆ ବର୍ଷ ରେ ଜଗନ୍ନାଥ 🙏ଧାମ ଦର୍ଶନ1
- ଚାରି ଧାମ ଭିତରେ ଗୋଟିଏ ଧାମ ସେ ମୋ କାଳିଆ ର ଶ୍ରୀକ୍ଷେତ୍ର ଧାମ......🙌1
- ନୂଆ ବର୍ଷ ରେ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ପାଳନ ଶ୍ରୀ ଜଗନ୍ନାଥ ଧାମ ରେ1
- ରାଉରକେଲା ହନୁମାନ ବାଟିକା, ତ୍ରିଶକ୍ତି ଧାମ, ପିକନିକ ଟାଇମ ଡିସେମ୍ବର 281
- ରତ୍ନ ବଟ ଧାମ।1