logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Jajpur ragadi truck accident

on 10 August
user_Akhay Akhay
Akhay Akhay
Jagatsinghapur, Odisha•
on 10 August

Jajpur ragadi truck accident

More news from Jagatsinghapur and nearby areas
  • जर्मन इंजीनियरों ने एक अनोखी बस विकसित की है जो कुछ ही सेकंड में सड़क से पानी में चलने लगती है। यह उभयचर बस बिना रुके नदी में उतर सकती है और यात्रियों को उतारने की जरूरत नहीं होती। खास सील्ड ढांचा और जल-प्रोपल्शन प्रणाली इसे नाव की तरह संचालित करती है। बाढ़ प्रभावित शहरों और आपातकालीन हालात में यह तकनीक बेहद उपयोगी साबित हो सकती है।#technology #innovation #engineering #futuretech #transportation #smartmobility #amphibious #viralnews #trending
    1
    जर्मन इंजीनियरों ने एक अनोखी बस विकसित की है जो कुछ ही सेकंड में सड़क से पानी में चलने लगती है। यह उभयचर बस बिना रुके नदी में उतर सकती है और यात्रियों को उतारने की जरूरत नहीं होती। खास सील्ड ढांचा और जल-प्रोपल्शन प्रणाली इसे नाव की तरह संचालित करती है। बाढ़ प्रभावित शहरों और आपातकालीन हालात में यह तकनीक बेहद उपयोगी साबित हो सकती है।#technology #innovation #engineering #futuretech #transportation #smartmobility #amphibious #viralnews #trending
    user_द संक्षेप
    द संक्षेप
    Media company Balikuda, Jagatsinghapur•
    3 hrs ago
  • କେନ୍ଦ୍ରାପଡ଼ା ଜିଲା ବଛରାଇ ପଞ୍ଚାୟତ ବନ୍ଧକଟା ଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ସହିତ, ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି..!
    1
    କେନ୍ଦ୍ରାପଡ଼ା ଜିଲା ବଛରାଇ ପଞ୍ଚାୟତ ବନ୍ଧକଟା ଠାରେ  ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ସହିତ, ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • ଦେଖ ନ୍ତୁ ଆମ ବିଜେପି ନେତା ଙ୍କ ବିଚାର
    1
    ଦେଖ ନ୍ତୁ ଆମ ବିଜେପି ନେତା ଙ୍କ ବିଚାର
    user_Anwar ali khan
    Anwar ali khan
    Video Creator ବାଙ୍କୀ, କଟକ, ଓଡ଼ିଶା•
    12 hrs ago
  • recharge good morning
    1
    recharge good morning
    user_Mangu Mallik
    Mangu Mallik
    Jajapur, Odisha•
    13 hrs ago
  • ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସିବିଚ୍ ରୋଡରେ ଏସପିଙ୍କ ପାଦଚାଲି ପାଟ୍ରୋଲିଂ। ପୁରୀ : ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ଏସପି ଅନ୍ୟାନ୍ୟ ପୋଲିସ ଅଧିକାରୀମାନଙ୍କ ସହିତ ପୁରୀ ସିବିଚ୍ ରୋଡ଼ରେ ପାଦରେ ପାଟ୍ରୋଲିଂ କରିଥିଲେ। ଏହି ପେଟ୍ରୋଲିଂ ସମୟରେ ଭିଡ଼ଭାଡ଼ ଅଞ୍ଚଳ, ପର୍ଯ୍ୟଟକ ସ୍ଥଳୀ ଓ ସମୁଦ୍ରକୂଳ ସଂଲଗ୍ନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଏସପି ସମ୍ପର୍କିତ ଥାନା ଅଧିକାରୀଙ୍କୁ ସଜାଗ ରହିବା ସହିତ ସନ୍ଦେହଜନକ ଗତିବିଧି ଉପରେ କଠୋର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ସହିତ ସୁମଧୁର ବ୍ୟବହାର କରି ସେମାନଙ୍କୁ ସୁରକ୍ଷିତ ଅନୁଭୂତି ଦେବାକୁ ପୋଲିସକୁ ଆହ୍ୱାନ କରାଯାଇଛି। ପୁରୀ ପୋଲିସ ସହରରେ ଶାନ୍ତି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ଏବଂ ପ୍ରତିବଦ୍ଧ ରହିଛି ବୋଲି ଏସପି କହିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
    4
    ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସିବିଚ୍ ରୋଡରେ ଏସପିଙ୍କ ପାଦଚାଲି ପାଟ୍ରୋଲିଂ।
ପୁରୀ : ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା  ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ଏସପି ଅନ୍ୟାନ୍ୟ ପୋଲିସ ଅଧିକାରୀମାନଙ୍କ ସହିତ ପୁରୀ ସିବିଚ୍ ରୋଡ଼ରେ ପାଦରେ ପାଟ୍ରୋଲିଂ କରିଥିଲେ। ଏହି ପେଟ୍ରୋଲିଂ ସମୟରେ ଭିଡ଼ଭାଡ଼ ଅଞ୍ଚଳ, ପର୍ଯ୍ୟଟକ ସ୍ଥଳୀ ଓ ସମୁଦ୍ରକୂଳ ସଂଲଗ୍ନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।
ଏସପି ସମ୍ପର୍କିତ ଥାନା ଅଧିକାରୀଙ୍କୁ ସଜାଗ ରହିବା ସହିତ ସନ୍ଦେହଜନକ ଗତିବିଧି ଉପରେ କଠୋର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ସହିତ ସୁମଧୁର ବ୍ୟବହାର କରି ସେମାନଙ୍କୁ ସୁରକ୍ଷିତ ଅନୁଭୂତି ଦେବାକୁ ପୋଲିସକୁ ଆହ୍ୱାନ କରାଯାଇଛି।
ପୁରୀ ପୋଲିସ ସହରରେ ଶାନ୍ତି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ଏବଂ ପ୍ରତିବଦ୍ଧ ରହିଛି ବୋଲି ଏସପି କହିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    14 hrs ago
  • ବନବିଭାଗ ଦ୍ୱାରା 10 ଫୁଟ 6ଇଞ୍ଚ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର, କେନ୍ଦ୍ରାପଡ଼ା ଜିଲା, ରାଜନଗର ବନଖଣ୍ଡ ଅଧିନସ୍ତ ଗୁପ୍ତି ସେକ୍ସନର ଭିତରକନିକାରୁ ଏକ 10 ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର, ଉଦ୍ଧାର ହୋଇଥିବା କୁମ୍ଭୀର କୁ ସୁରକ୍ଷିତ ନଦୀରେ ଛଡାଯାଇଥିବା ସୂଚନା.. "
    1
    ବନବିଭାଗ ଦ୍ୱାରା 10 ଫୁଟ 6ଇଞ୍ଚ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର, କେନ୍ଦ୍ରାପଡ଼ା ଜିଲା, ରାଜନଗର ବନଖଣ୍ଡ ଅଧିନସ୍ତ ଗୁପ୍ତି ସେକ୍ସନର ଭିତରକନିକାରୁ ଏକ 10 ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର, ଉଦ୍ଧାର ହୋଇଥିବା କୁମ୍ଭୀର କୁ ସୁରକ୍ଷିତ ନଦୀରେ ଛଡାଯାଇଥିବା ସୂଚନା.. "
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.