ଢେଙ୍କାନାଳ : ଗଁଦିଆ ବ୍ଲକ କଙ୍କା ଗ୍ରାମରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ତମ ଜନ୍ମ ତଥା କଙ୍କା ଗ୍ରାମର ୪୮ ତମ ବାର୍ଷିକ ମହାମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି, ଏଥିରେ ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ସକାଳ ୧୦ଟା ରେ ନଗର କୀର୍ତ୍ତନ ଓ ସଂଗୀତାଞ୍ଜଳୀ ପରିବେଷଣ କରିଥିଲେ ମନୋଜ ସାହୁ, ରାମକୃଷ୍ଣ ସାହୁ, ପ୍ରହଲ୍ଲାଦ ବଳିୟାର ସିଂ,ଶ୍ରୀମତୀ ଲିଜା ବଳିୟାର ସିଂ। ୧୧. ୩୦ ମିନିଟିରେ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡାକ୍ତର କୃଷ୍ଣ ବଲ୍ଲବ ଶତପଥି, ସହପ୍ରତି ଋତିକ ଶ୍ରୀଯୁକ୍ତ ଜଟାଧାରୀ ନାୟକ ଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ କଟକ ସତସଙ୍ଗ ପରିଚାଳନା ଓ ଠାକୁରଙ୍କ ଦିବ୍ୟଲୀଳା ସଦାଲୋଚନା ଛଡାରଗାନ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ, ପରିଶେଷରେ ଆନନ୍ଦବଜାରରେ ପ୍ରସାଦ ସେବନ ହୋଇଥିଲା,ସତସଙ୍ଗରେ ସହଯୋଗ କରିଥିଲେ କଙ୍କା ଗ୍ରାମର ପ୍ରେମାନନ୍ଦ ମହାମାନସିଂ, କୈଳାସ ମହାମାନସିଂ, ଶରତ ସାହୁ, ବିରଞ୍ଚି ଇନ୍ଦ୍ରଜିତସିଂ, ମଦନ ବଳିୟାରସିଂ, ଭରତ ପରିଡା, ଶରତ ସ୍ତମ୍ଭ ଓ ମେଘନାଦ ବଳିୟାର ସିଂ ଙ୍କ ସମେତ କଙ୍କା ଗ୍ରାମବାସୀ ବୃନ୍ଦ,ଏଥିରେ କରମୂଳ ବାଇଁଶିଆ, ଯୋରନ୍ଦା, କାବେରା, କାଲୁରିଆ,ସନ୍ଥପୁର ପଂଚାୟତର ଅନେକ ଶ୍ରଦ୍ଧାଳୁ ଯୋଗଦାନ ପୂର୍ବକ ସତସଙ୍ଗକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

- Dhak dhak💃🏻😍💃🏻1
- ଏ ଦୃଶ୍ୟ ହେଉଛି ମୟୁରଭଞ୍ଜ ଜିଲ୍ଲା ର ଶିମିଳିପାଳ ଜୈବ ମଣ୍ଡଳ କୁଣ୍ଡାବାଇ ଉପର ମୁଣ୍ଡlରେ ଅବସ୍ଥିତ ଜଗତ ଜନନି ମାଆ ଅମ୍ବିକା ଙ୍କ ଶକ୍ତି ପୀଠ ଦେବକୁଣ୍ଡ ଜଳ ପ୍ରପାତ, ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରି ପୂର୍ଣ୍ଣ ଏହି କ୍ଷେତ୍ର ଆସନ୍ତୁ ବୁଲି ଯିବା ମାଆ ଙ୍କୁ ଦର୍ଶନ କରିବା.... ଶକ୍ତି ପୀଠ ମାନଙ୍କ ମଧ୍ୟରେ ଏହି ପୀଠ ଅଦଭୁତ ଆଉ ସୁନ୍ଦର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଛି....4
- News Update:ବାର୍ଷିକ ରାଶିଚକ୍ର ଓ ଫଳାଫଳ -ପଣ୍ଡିତ ଶରତ କୁମାର ଦାଶ1
- ଶରତ ର ବିକାଶ ପାଇଁ ତାତିଲା ଶରତ ବିକାଶ ମଞ୍ଚ || protestagainst demandletter for development1
- ବାଜା ଓ ଘଣ୍ଟ ର ତାଳେ ତାଳେ ନାଚ ଦେଖୁଛନ୍ତି || ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଢାବୁଲୁ ନୃତ୍ୟ 🥰1
- ପୁଣି ଏକ ଅଜଣା ସ୍ଥାନକୁ ଲୋକଲୋଚନକୁ ଆଣିଲା ମୟୁରଭଞ୍ଜ ମିରର୍, ଶିମିଳିପାଳରେ ସାହାଡ଼ା ଝର ଜଳପ୍ରପାତ1
- ମୟୁରଭଞ୍ଜ ଜିମନାସିୟମକୁ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ।1
- ମାଁ ଦ୍ଵାରଶୁଣୀ ପୀଠ, ବାଙ୍ଗିରିପୋଷି, ମୟୁରଭଞ୍ଜ, ଓଡ଼ିଶା1