logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭାତ ଚାଉଳକୁ ଡାଲି ପାଣିଆ ଆହାର କେନ୍ଦ୍ର ଏକ ସର୍ବୋକୃଷ୍ଟ ଯୋଜନା ରାଜ୍ଯ ସରକାରଙ୍କର। ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହା ପ୍ରଥମେ ଆରମ୍ଭ କରିଥିଲେ। ଏହା ଓଡ଼ିଶାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୧୫ ମସିହାରୁ ଆରମ୍ଭ କରିଥିଲେ। ଏଠାରେ ମୁଖ୍ୟତଃ ଗରିବ ଲୋକଟିଏ ୫ ଟଙ୍କାରେ ଦୁଇଟା ଦାନା ପାଇ ପାରୁଥିଲା। ସରକାର ଏ ବାବଦରେ ୧୮ ଟଙ୍କା ଦିଅନ୍ତି ମିଲ ପିଛା। ଅର୍ଥାତ୍ ଗୋଟିଏ ମିଲ ପାଇଁ ସରକାର ୧୮ ଟଙ୍କା ଓ ଖାଉଟି ୫ ଟଙ୍କା ହିସାବରେ ୨୩ ଟଙ୍କା ମିଳିବ ଆହାର କେନ୍ଦ୍ର ପରିଚାଳକଙ୍କୁ। କେବଳ ଭାତ ଓ ଡାଲମା ସହ ଅଳ୍ପ ଟିକିଏ ଆଚାର ଦିଆଯାଏ। ୨୩ ଟଙ୍କାରେ ଯଥେଷ୍ଟ ଭଲ ମାନର ଖାଦ୍ୟ ପରିବେଷଣ କରାଯାଇପାରିବ। କିନ୍ତୁ ଏବେ ଦିନକୁ ଦିନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଅତି ନିମ୍ନ ହେବାକୁ ଲାଗିଛି। ତାର ଉଦାହରଣ ଅନେକ ଆହାର କେନ୍ଦ୍ରରେ ପାଇବେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର, ଯେଉଁଠି ଅନେକ ଗରିବ ଲୋକ ଖାଦ୍ୟ ପାଇଁ ନିର୍ଭର କରିଥାନ୍ତି ସେଠାରେ ଏହିପରି ଖାଇବା ଦିଆଯାଉଛି ଯାହା ପାଟିରେ ଦେଇ ହେବ ନାହିଁ। ଡାଲମାରେ ଡାଲି ନାହିଁ ପରିବା ନାହିଁ ଭାତ ବି ସେହିପରି। #ଆହାରକେନ୍ଦ୍ର #Dhenkanal District Dhenkanal Dipro Dhenkanal CMO Odisha

on 4 October
user_Tapasdas
Tapasdas
Journalist Dhenkanal Sadar, Odisha•
on 4 October
29dfc82d-81b8-49e4-98da-f88bc863589a

ଭାତ ଚାଉଳକୁ ଡାଲି ପାଣିଆ ଆହାର କେନ୍ଦ୍ର ଏକ ସର୍ବୋକୃଷ୍ଟ ଯୋଜନା ରାଜ୍ଯ ସରକାରଙ୍କର। ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହା ପ୍ରଥମେ ଆରମ୍ଭ କରିଥିଲେ। ଏହା ଓଡ଼ିଶାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୧୫ ମସିହାରୁ ଆରମ୍ଭ କରିଥିଲେ। ଏଠାରେ ମୁଖ୍ୟତଃ ଗରିବ ଲୋକଟିଏ ୫ ଟଙ୍କାରେ ଦୁଇଟା ଦାନା ପାଇ ପାରୁଥିଲା। ସରକାର ଏ ବାବଦରେ ୧୮ ଟଙ୍କା ଦିଅନ୍ତି ମିଲ ପିଛା। ଅର୍ଥାତ୍ ଗୋଟିଏ ମିଲ ପାଇଁ ସରକାର ୧୮ ଟଙ୍କା ଓ ଖାଉଟି ୫ ଟଙ୍କା ହିସାବରେ ୨୩ ଟଙ୍କା ମିଳିବ ଆହାର କେନ୍ଦ୍ର ପରିଚାଳକଙ୍କୁ। କେବଳ ଭାତ ଓ ଡାଲମା ସହ ଅଳ୍ପ ଟିକିଏ ଆଚାର ଦିଆଯାଏ। ୨୩ ଟଙ୍କାରେ ଯଥେଷ୍ଟ ଭଲ ମାନର ଖାଦ୍ୟ ପରିବେଷଣ କରାଯାଇପାରିବ। କିନ୍ତୁ ଏବେ ଦିନକୁ ଦିନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଅତି ନିମ୍ନ ହେବାକୁ ଲାଗିଛି। ତାର ଉଦାହରଣ ଅନେକ ଆହାର କେନ୍ଦ୍ରରେ ପାଇବେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର, ଯେଉଁଠି ଅନେକ ଗରିବ ଲୋକ ଖାଦ୍ୟ ପାଇଁ ନିର୍ଭର କରିଥାନ୍ତି ସେଠାରେ ଏହିପରି ଖାଇବା ଦିଆଯାଉଛି ଯାହା ପାଟିରେ ଦେଇ ହେବ ନାହିଁ। ଡାଲମାରେ ଡାଲି ନାହିଁ ପରିବା ନାହିଁ ଭାତ ବି ସେହିପରି। #ଆହାରକେନ୍ଦ୍ର #Dhenkanal District Dhenkanal Dipro Dhenkanal CMO Odisha

More news from Odisha and nearby areas
  • ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ
    1
    ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    2 hrs ago
  • କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ
    3
    କଟକ ବାରଙ୍ଗ  ନନ୍ଦନକାନ ରେ  ପସୁ ପକ୍ଷୀ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    7 hrs ago
  • Post by ସୁବୁଦବାସକେ
    2
    Post by ସୁବୁଦବାସକେ
    SU
    ସୁବୁଦବାସକେ
    Odisha•
    6 hrs ago
  • ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    1
    ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    6 hrs ago
  • good morning Orissa Happy New year
    1
    good morning Orissa Happy New year
    user_Mangu Mallik
    Mangu Mallik
    Jajapur, Odisha•
    10 hrs ago
  • Post by Dipun Nayak
    1
    Post by Dipun Nayak
    DN
    Dipun Nayak
    Job Centre Kendrapara, Odisha•
    23 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    5 hrs ago
  • କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍
    1
    କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.