Shuru
Apke Nagar Ki App…
#ଗଞ୍ଜାମ_ଜିଲ୍ଲାର_ଗର୍ବଗୌରବ ଗଞ୍ଜାମ ଜିଲ୍ଲାର ଗର୍ବଗୌରବ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ଦାବି ଜୋର ଧରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଙ୍କୁ ଏହି ଦାବି ଜଣାଇ, ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମର ବଜାର ସାହିରେ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଏକ ପ୍ରେସ ମିଟ୍ ଆୟୋଜନ କରାଯାଇଥିଲା। ଏହି ପ୍ରେସ ମିଟ୍ରେ ଉପସ୍ଥିତ କର୍ମୀମାନେ ଶ୍ରୀ ଜେନାଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦୃଢ଼ ଦାବି କରିଥିଲେ ଏବଂ ତାଙ୍କର ଦଳ ପ୍ରତି ଅବଦାନକୁ ଉଲ୍ଲେଖ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
Utkal Gourav

More news from ଓଡ଼ିଶା and nearby areas
- କୁକୁଡ଼ାଖଣ୍ଡି ବ୍ଲକ୍ରେ “ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ” କୋର୍ଟ ସ୍ଥାପନ ସେପରି ଉପଯୁକ୍ତ ଜାଗା ଉପଲବ୍ଧ ନଥିବାରୁ ନିକଟବର୍ତ୍ତୀ ଆଙ୍କୁଶପୁରକୁ ପ୍ରାଥମିକତା ଦିଆଯାଇଛି ।1
- ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia1
- Post by Narattam Kumar padhy4
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନାରେ ଆଜି ହୋଇଛି ଦୁଇଟି ଦୁଷ୍କର୍ମ ମାମଲା, ଗୋଟିଏ ଘଟଣାରେ ନିଜ ବାପା ଜନ୍ମିତ ଝିଅକୁ ଦୁଷ୍କର୍ମ କରି ପ୍ରସୂତି ପରେ ଖୋଲିଲା ଗୁମର. ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ମାମଲାରେ ଜଣେ ଭିକାରୁଣୀଙ୍କୁ ଜଣେ ଯୁବକ ଭିକ୍ଷା ଦେବାକୁ ଡାକିନେଇ ଦୁଷ୍କର୍ମ ପରେ ହେଲା ଗିରଫ.1
- 🤭🙂🙄🥺🥺🙄🙄🙄🙄🙄1
- Post by SOUMYA RANJAN1
- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।1