ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ସପ୍ତମ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ମେଳା ମାର୍ଚ୍ଚ 6 ତାରିଖ ଠାରୁ ଆରମ୍ଭ ହୋଇ 12 ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଥିଲା l ଆଜିର ସପ୍ତମ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଡନ ବସ୍କୋ, ସି. ଡି ପି. ଓ, ବୌଦ୍ଧ ୱlହିଦା ବେଗମ , ସି ଡି ପି ଓ, ହରଭଙ୍ଗା ଦୀପ୍ତିମୟୀ ପାତ୍ର ,ଜ଼ିଲ୍ଲା ପରିଯୋଜନା ଅଧିକାରୀ ରୀନା ମହାନ୍ତି, ଜ଼ିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ଡି ପି ସି ମିଶନ ଶକ୍ତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l କଚେରୀ ପଡିଆ ଠାରେ ସୁଭଦ୍ରା ମେଳା ଉପଲକ୍ଷେ 11 ମାର୍ଚ୍ଚ ପର୍ଯ୍ୟନ୍ତ 55 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିଥିବାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀଙ୍କୁ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରେ ଉତ୍ସାହିତ କରିଥିଲେ l

- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by Pitambar Sahu2
- ସୁବର୍ଣ୍ଣପୁର: ଆମ ପରମ୍ପରା ଆମ ସଂସ୍କୃତି ଆମ ଭାଷା ଆମ ବେଶଭୂଷା ନିଶ୍ଚିତ ଭାବରେ ଅନନ୍ୟ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- Post by Sonepur news khulasa1
- Post by SONEPUR NEWS1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- Post by BAHUJAN ADHIKAR1