logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୦୪ ଅଭିଯୋଗର ଜନଶୁଣାଣୀ ଶୁଣାଣୀ କଲେ ଜିଲ୍ଲାପାଳ ଉଦଳା -୨୨/୦୯ /୨୫(OBL )- କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଶୁଣାଣୀ ଶିବିର କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଡୁପାଲି ଯୋଗ ଦେଇ ୧୦୪ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଜିଲ୍ଲାପାଳ ସୁଶାନ୍ତ କୂମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୁକାରୀମାନେ ଉପସ୍ଥିତ ରହି ଜନ ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ୮୬ ଟି ବ୍ୟକ୍ତିଗତ ସମସ୍ୟା ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୫ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଜଣଙ୍କୁ ୫ ହଜାର ଲେଖାଏଁ ୧୫ ହଜାର, ଜଣଙ୍କୁ ୧୦ ହଜାର ଏବଂ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ମୋଟ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଜନ ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ କପ୍ତିପଦା ବ୍ଲକ ଶ୍ରୀ ସାଇ, ମାଙ୍କଡାଶୁଣୀ, ବିରାଟେଶ୍ଵରୀ, ମା ମଙ୍ଗଳା, ମା ବନଦୁର୍ଗା ଆଦି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କମ୍ ପରିମାଣର ସ୍କୁଲ ପୋଷାକ ଯୋଗାଇବା ଦାୟିତ୍ଵ ଦେଇ ଅନ୍ୟ ସଂସ୍ଥାକୁ ଅଧୂକ ଯୋଗାଇବା ଦାୟିତ୍ଵ ଦେବା, ଝିଙ୍କପଦା, ବଣିଆଗାଁ, ସୌଭାଗ୍ୟଦେଇପୁର, ମାଛିଆ ଏବଂ ସୁଡ଼ୁସୁଡିଆ ରାଜସ୍ୱ ଗ୍ରାମକୁ କପ୍ତିପଦା ଏନଏସି ସ୍କେଚ୍ ମ୍ୟାପରୁ ବାଦ ଦେବା, ତଳିଆ ଗ୍ରାମର କୌଣସି ରାସ୍ତା ତଥା ଜମି ମାପ ନ କରିବା, ଗୌଡଗାଁ, କୁଆଗୋଠଣା, ନନ୍ଦିପୁର ଏବଂ ଚୁଇଁପୋଷି ଗ୍ରାମରେ ବୁଲା ଷଣ୍ଢ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ଵ ସରକାରୀ ସ୍ତରରେ ନେବା, ମାଙ୍କଡାପଡା ପଞ୍ଚାୟତ ପୋଷିସାହି ରୁ ଗୟଳମରା ରାସ୍ତା ନିର୍ମାଣ, ଗୋପବନ୍ଧୁନଗର ବ୍ଲକ ତଳକଡଦା ଗ୍ରାମରେ ଏସଟି ପ୍ରାର୍ଥୀନି ନ ଥିବା ହେତୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଏସସି ପ୍ରାର୍ଥୀନୀ ଶିକ୍ଷୟିତ୍ରୀ ଚୟନ ନିମନ୍ତେ ଆଦେଶ ପ୍ରଦାନ, କୁଡିଆଖୁଣ୍ଟା ରୁ ରଣାସାହି ଗ୍ରାମ୍ୟ ରାସ୍ତା ଚିହ୍ନଟ, କୁଡିଆଖୁଣ୍ଟା ଗ୍ରାମର ଢୋକ୍ରା କାରିଗରଙ୍କୁ ବାଦ ଦେଇ ମୟୂରୀ ଏନଜିଓ ମିଥ୍ୟା ଢୋକ୍ରା କାରିଗର ପରିଚୟ ଦେଇ ଅର୍ଥ ଆତ୍ମସାତ କରିବା ଏବଂ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏବଂ ମ୍ୟାନେଜିଂ କମିଟି ଦ୍ୱାରା ସରକାରୀ ଜମିକୁ ଜୋରଜବରଦସ୍ତ ଅଧୁକାର କରିବା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ୍, ରମେଶ ପୃଷ୍ଟି, କବିତା ଖିଲାର, ସତ୍ୟ ପ୍ରକାଶ ପାତ୍ର, ଭବାନୀ ପଣ୍ଡା, କୈଳାସ ଦନୈକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

on 22 September
user_Rajib Behera
Rajib Behera
Journalist Mayurbhanj, Odisha•
on 22 September

୧୦୪ ଅଭିଯୋଗର ଜନଶୁଣାଣୀ ଶୁଣାଣୀ କଲେ ଜିଲ୍ଲାପାଳ ଉଦଳା -୨୨/୦୯ /୨୫(OBL )- କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଶୁଣାଣୀ ଶିବିର କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଡୁପାଲି ଯୋଗ ଦେଇ ୧୦୪ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଜିଲ୍ଲାପାଳ ସୁଶାନ୍ତ କୂମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା

25bafb24-2eb9-4445-bde6-0fa0c76bbad3

ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୁକାରୀମାନେ ଉପସ୍ଥିତ ରହି ଜନ ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ୮୬ ଟି ବ୍ୟକ୍ତିଗତ ସମସ୍ୟା ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୫ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଜଣଙ୍କୁ ୫ ହଜାର ଲେଖାଏଁ ୧୫ ହଜାର, ଜଣଙ୍କୁ ୧୦ ହଜାର ଏବଂ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ମୋଟ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଜନ ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ କପ୍ତିପଦା ବ୍ଲକ ଶ୍ରୀ ସାଇ, ମାଙ୍କଡାଶୁଣୀ, ବିରାଟେଶ୍ଵରୀ,

be1352a6-b180-471c-81fe-080def48c550

ମା ମଙ୍ଗଳା, ମା ବନଦୁର୍ଗା ଆଦି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କମ୍ ପରିମାଣର ସ୍କୁଲ ପୋଷାକ ଯୋଗାଇବା ଦାୟିତ୍ଵ ଦେଇ ଅନ୍ୟ ସଂସ୍ଥାକୁ ଅଧୂକ ଯୋଗାଇବା ଦାୟିତ୍ଵ ଦେବା, ଝିଙ୍କପଦା, ବଣିଆଗାଁ, ସୌଭାଗ୍ୟଦେଇପୁର, ମାଛିଆ ଏବଂ ସୁଡ଼ୁସୁଡିଆ ରାଜସ୍ୱ ଗ୍ରାମକୁ କପ୍ତିପଦା ଏନଏସି ସ୍କେଚ୍ ମ୍ୟାପରୁ ବାଦ ଦେବା, ତଳିଆ ଗ୍ରାମର କୌଣସି ରାସ୍ତା ତଥା ଜମି ମାପ ନ କରିବା, ଗୌଡଗାଁ, କୁଆଗୋଠଣା, ନନ୍ଦିପୁର ଏବଂ ଚୁଇଁପୋଷି ଗ୍ରାମରେ ବୁଲା ଷଣ୍ଢ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ଵ ସରକାରୀ ସ୍ତରରେ ନେବା, ମାଙ୍କଡାପଡା ପଞ୍ଚାୟତ ପୋଷିସାହି ରୁ ଗୟଳମରା ରାସ୍ତା ନିର୍ମାଣ, ଗୋପବନ୍ଧୁନଗର ବ୍ଲକ ତଳକଡଦା ଗ୍ରାମରେ ଏସଟି ପ୍ରାର୍ଥୀନି ନ ଥିବା ହେତୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଏସସି ପ୍ରାର୍ଥୀନୀ ଶିକ୍ଷୟିତ୍ରୀ ଚୟନ ନିମନ୍ତେ ଆଦେଶ ପ୍ରଦାନ, କୁଡିଆଖୁଣ୍ଟା

bfc8f382-abb7-4b4f-96b9-7dcca1285d99

ରୁ ରଣାସାହି ଗ୍ରାମ୍ୟ ରାସ୍ତା ଚିହ୍ନଟ, କୁଡିଆଖୁଣ୍ଟା ଗ୍ରାମର ଢୋକ୍ରା କାରିଗରଙ୍କୁ ବାଦ ଦେଇ ମୟୂରୀ ଏନଜିଓ ମିଥ୍ୟା ଢୋକ୍ରା କାରିଗର ପରିଚୟ ଦେଇ ଅର୍ଥ ଆତ୍ମସାତ କରିବା ଏବଂ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏବଂ ମ୍ୟାନେଜିଂ କମିଟି ଦ୍ୱାରା ସରକାରୀ ଜମିକୁ ଜୋରଜବରଦସ୍ତ ଅଧୁକାର କରିବା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ୍, ରମେଶ ପୃଷ୍ଟି, କବିତା ଖିଲାର, ସତ୍ୟ ପ୍ରକାଶ ପାତ୍ର, ଭବାନୀ ପଣ୍ଡା, କୈଳାସ ଦନୈକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

More news from Odisha and nearby areas
  • କଲେକ୍ଟର ଙ୍କ ଅଫିସ ବାରଣ୍ଡା ରେ ଧାରଣା ରେ ବସିଲେ ଡେପୁଟି କଲେକ୍ଟର ।।
    1
    କଲେକ୍ଟର ଙ୍କ ଅଫିସ ବାରଣ୍ଡା ରେ ଧାରଣା ରେ ବସିଲେ ଡେପୁଟି କଲେକ୍ଟର ।।
    user_Shiba Shankar
    Shiba Shankar
    Journalist Mayurbhanj, Odisha•
    14 hrs ago
  • ସୀତାକୁଣ୍ଡରେ ବୁଡି 2 ଜଣଙ୍କ ଜୀବନ ଗଲା ଓଃ ଜଣଙ୍କୁ ରକ୍ଷା କରାଯାଇ ପାରିଲା।
    1
    ସୀତାକୁଣ୍ଡରେ ବୁଡି 2 ଜଣଙ୍କ ଜୀବନ ଗଲା ଓଃ ଜଣଙ୍କୁ ରକ୍ଷା କରାଯାଇ ପାରିଲା।
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    19 hrs ago
  • ମୋରଡା ଥାନା ରେ ଛାତ୍ର ଙ୍କୁ ମାଡ଼ ମାରିବା ଘଟଣା କୁ ପୋଲସ ସମିତି ସଦସ୍ୟ ସୌରଭ ରଞ୍ଜନ ମହାନ୍ତି ଙ୍କ ନିନ୍ଦା କରିବା ସହିତ ଉଚ୍ଚ କର୍ତ୍ତୁପକ୍ଷ ଙ୍କ ନିକଟରେ ଅଭିଯୋଗ ନେଇ ପ୍ରେସ ବାର୍ତ୍ତା, କଣ କହୁଛନ୍ତି ଶୁଣନ୍ତୁ
    1
    ମୋରଡା ଥାନା ରେ ଛାତ୍ର ଙ୍କୁ ମାଡ଼ ମାରିବା ଘଟଣା କୁ ପୋଲସ ସମିତି ସଦସ୍ୟ ସୌରଭ ରଞ୍ଜନ ମହାନ୍ତି ଙ୍କ ନିନ୍ଦା କରିବା ସହିତ ଉଚ୍ଚ କର୍ତ୍ତୁପକ୍ଷ ଙ୍କ ନିକଟରେ ଅଭିଯୋଗ ନେଇ ପ୍ରେସ ବାର୍ତ୍ତା, କଣ କହୁଛନ୍ତି ଶୁଣନ୍ତୁ
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    1 hr ago
  • ବାଲେଶ୍ବର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜ ରେ କଳା ମେଳା ଅନୁଷ୍ଠିତ।
    1
    ବାଲେଶ୍ବର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜ ରେ କଳା ମେଳା ଅନୁଷ୍ଠିତ।
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • Post by Pradeep Jena 9090008815
    1
    Post by Pradeep Jena 9090008815
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    1
    ୨୦୦୨  ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା
    4
    ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା
    user_Hemant Bharadwaj
    Hemant Bharadwaj
    Pharmacist Cuttack (M.Corp.) P.S, Odisha•
    18 hrs ago
  • ମୋରଡା ବ୍ଲକ୍ ଚିତ୍ରଡା ରେ ଖୋଲିଲା ମଣ୍ଡି, ଉଦଘାଟନ କଲେ ଜିଲ୍ଲାପାଳ ହେମକାନ୍ତ ସାଏ
    1
    ମୋରଡା ବ୍ଲକ୍ ଚିତ୍ରଡା ରେ ଖୋଲିଲା ମଣ୍ଡି, ଉଦଘାଟନ କଲେ ଜିଲ୍ଲାପାଳ ହେମକାନ୍ତ ସାଏ
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.