Shuru
Apke Nagar Ki App…
ଲାଞ୍ଜିଗଡ ପଞ୍ଚାୟତ 2024 ବର୍ଷର ଶେଷ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ I କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତରେ ଆଜି ସକାଳ ନ ଘଣ୍ଟା ତିରିଶି ମିନିଟ ସମୟରୁ 2024 ମସିହାର ବର୍ଷର ଶେଷ ସୋମବାର ର ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ମୁଖ୍ୟ ଅତିଥି ଥିଲେ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡା,ନାଏବ ସରପଞ୍ଚ ହରି ହରିଜନ , ସେମିତିସଭ୍ୟI ଓ ସମସ୍ତ ୱାର୍ଡର ୱାର୍ଡ ମେମ୍ବର ଲାଞ୍ଜିଗଡ ପଞ୍ଚାୟତର ପିଇଓ ଏବଂ ଲାଞ୍ଜିଗଡ ବ୍ଲକର ସମସ୍ତ ବିଭାଗର ଅଧିକାର ମଧ୍ୟ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପଞ୍ଚାୟତର ସମସ୍ତ ୱାର୍ଡର ଜନ ସାଧାରଣ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଲାଞ୍ଜିଗଡ ବ୍ଲକ ବିଡ଼ିଓ ଙ୍କୁ ପ୍ରଦାନ କରି ଥିଲେ ଓ ସର୍ବମୋଟ ଅଭିଯୋଗ ପତ୍ର 170 ଜଣ ଦାଖଲ କରଥିଲେ I ତାପରେ ଦିନ ଦୁଇଘଣ୍ଟା ସମୟରେ ଜନ ଶୁଣାଣି ଶିବିର ଭଙ୍ଗ ହୋଇଥିଲା ଇ
रामभरोसी यादव राजनगर

More news from Lanjigarh and nearby areas
- ଅଦିନିଆ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକରେ ବ୍ୟାପକ ଫସଲ ହାନି ।1
- ଲାଞ୍ଜିଗଡ ରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର1
- ଧାନ ମଣ୍ଡି ଦାବି ନେଇ ବିଷମକଟକ କୃଷକ ମାନଙ୍କ ଶୋଭାଯାତ୍ରା l1
- ବିଷମକଟକ ରେଲୱେ ଷ୍ଟେସନ ଯାତ୍ରୀଙ୍କ ପାଇଁ ନାହିଁ ମୌଳିକ ସୁବିଧା1
- ଆପଣଙ୍କ ଖବର - ବିଷମକଟକ ରେଲୱେ ଷ୍ଟେସନରେ ଯାତ୍ରୀ ଙ୍କ ନିମନ୍ତେ ନାହିଁ କୌଣସି ଆନୁସାଙ୍ଗୀକ ବ୍ୟବସ୍ଥା1
- Post by Anand durga1
- 💗🙈🤭🌹1
- RAP.SONG1