Shuru
Apke Nagar Ki App…
ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ l ଏବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ l କାରଣ କିଛି ବର୍ଷ ପୂର୍ବରୁ ପଣ୍ଡା ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ମୋବାଇଲ ଏଯାଏଁ ଉଦ୍ଧାର ହୋଇପାରି ନାହିଁ କି ଚୋର ଧରାପଡି ନାହିଁ l ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ l ଏବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ l କାରଣ କିଛି ବର୍ଷ ପୂର୍ବରୁ ପଣ୍ଡା ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ମୋବାଇଲ ଏଯାଏଁ ଉଦ୍ଧାର ହୋଇପାରି ନାହିଁ କି ଚୋର ଧରାପଡି ନାହିଁ l
ଆମ ଓଡିଶା ଖବର ଓଡିଶା
ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ l ଏବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ l କାରଣ କିଛି ବର୍ଷ ପୂର୍ବରୁ ପଣ୍ଡା ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ମୋବାଇଲ ଏଯାଏଁ ଉଦ୍ଧାର ହୋଇପାରି ନାହିଁ କି ଚୋର ଧରାପଡି ନାହିଁ l ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ l ଏବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ l କାରଣ କିଛି ବର୍ଷ ପୂର୍ବରୁ ପଣ୍ଡା ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ମୋବାଇଲ ଏଯାଏଁ ଉଦ୍ଧାର ହୋଇପାରି ନାହିଁ କି ଚୋର ଧରାପଡି ନାହିଁ l
More news from ଓଡ଼ିଶା and nearby areas
- ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling1
- ଡ଼ାକ୍ତରଖାନାରେ ମିଳୁନି ପିଇବା ପାଣି, ମିଥ୍ୟା ବାହା ନେବା ରେ ବ୍ୟସ୍ତ ଅଧିକାରୀ ସହର ବାହାରେ ଥିବା ମାତୃ ଓ ଶିଶୁ ଡ଼ାକ୍ତରଖାନା ରେ ଅବ୍ୟବସ୍ଥା,ଡଃ ଓଁକାର ହୋତା ଙ୍କ ବିଜୁଳି ବାହାନା। ବଲାଙ୍ଗୀର/ଟିଟିଲାଗଡ,ଆଦିବାସୀ, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା କିଭଳି ଯୋଗାଇ ଦେବା ଆଳରେ ଲୋକ ଙ୍କ ଜୀବନ ସହ ଖେଳ ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ ରେ । ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ ଡ଼ାକ୍ତରଖାନା ବନାମ ଡକାୟତ ଖାନା ପାଲଟିଛି । ପ୍ରସୂତି ମହିଳାଙ୍କ ନିକଟରୁ ଆଶା କର୍ମୀ ,ନର୍ସିଂ ସିଷ୍ଟର ବିଭିନ୍ନ ଆଳରେ ଟଙ୍କା ଆଦାୟ ସାମାନ୍ୟ ଘଟଣା ଘଟିଥିବା ବେଳେ ପିଇବାକୁ ଟୋପାଏ ପାଣି ବ୍ୟବସ୍ଥା ନାହିଁ । ସହର ରୁ ପାଞ୍ଚ କି ମି ଦୁର ଏହି ଡାକ୍ତରଖାନା କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ଭଡ଼ା ଅଟୋ କରି ଯିବା,ଆସିବା ଦୁର୍ବିସହ ହୋଇ ପଡ଼ିଛି। ବର୍ତ୍ତମାନ ର ଉତ୍କଟ ଖରା ରେ ଆମ୍ବୁଲାନ୍ସ ସାତ ସପନ ଥିବା ବେଳେ ଗୁରୁତର ଅକାଳ ମୃତ୍ୟୁ ବରଣ ସାର ହୋଇଛି।ଲୋକେ ପାଣି ଟୋପାଏ ପାଇଁ ବୋତଲ ପାଣି ବ୍ୟବହାର କରୁଛନ୍ତି। ଏଠାକାର ଡଃ ଓଁକାର ହୋତା ନିଜକୁ ମ୍ୟାଡିକଲ୍ ସୂପରିଟେଣ୍ଡ ଭାବେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଜରିଆରେ ଏହି ଡାକ୍ତରଖାନା ରେ ବିଦ୍ୟୁତ୍ ସଂଯୋଗ ସଠିକ୍ ନ ରହୁଥିବା ଓ ବିଦ୍ୟୁତ୍ ବିଭାଗ ଅବହେଳା କରି ବାରମ୍ବାର ଲାଇନ୍ କାଟୁଥିବା ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି । ତେବେ ଜରୁରୀ କାଳୀନ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ଡ଼ାକ୍ତରଖାନା ରେ ଥିବା ବେଳେ ସେ ଦିଗରେ ଦୃଷ୍ଟି ଦେବା ବଦଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା,ରୋଗୀ ଙ୍କୁ ଘୋରୋଇ କ୍ଲିନିକ୍ କୁ ନାନା ପରୀକ୍ଷା ଆଳରେ ପରୀକ୍ଷଣ ପାଇଁ ପ୍ରେରଣ,ପ୍ରସୂତି ମହିଳାଙ୍କ ନିକଟରୁ ଅର୍ଥ ଆଦାୟ,ନିମ୍ନ ମାନର ଖାଦ୍ୟ ଯୋଗାଣ ଆଦି ଅନିୟମିତତା ଅଭିଯୋଗ ବିରୋଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ପ୍ରକାଶ ପାଇଛି। ଏହା କେବଳ ମିଥ୍ୟା ବାହା,ବାହା ନେବାକୁ ଡଃ ଓଁକାର ହୋତା ପ୍ରେସ ବିବୃତି ପ୍ରଦାନ କରୁଛନ୍ତି ବୋଲି ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ମହଲ ରେ ନିନ୍ଦା କରାଯାଇ ଆସୁଛି। ବିଶେଷ ଦ୍ରଷ୍ଟବ୍ୟ ଯେ, ଏହି ଡାକ୍ତର ଖାନା ରେ ବିଗତ ଦିନରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ରେ ମୃତ୍ୟୁ ବରଣ କରି ଥିବା ଜଣେ ମହିଳା ଙ୍କ ମୃତ୍ୟୁ ବରଣ ଘଟଣା ଚାପେଇଦିଆଯିବା ନେଇ କଂଗ୍ରେସ ଦଳ ର ଲିଖିତ ଅଭିଯୋଗ।4
- ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନା ପରିସରରେ କିଶୋର କିଶୋରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନ କରାଯାଇଛି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବରଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଛି। ପାରିବାରିକ ସ୍ୱୀକୃତି ନମିଳିବାରୁ ପ୍ରେମୀଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ବଡ଼ ଚୋରୀ 📱 ଶିବା ମୋବାଇଲ ଦୋକାନରୁ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଚୋରୀ ଅଭିଯୋଗ l ଦୋକାନର ପଛ ପଟ କାନ୍ଥ କଣା କରି ଚୋରୀ କରିଥିବା ସୂଚନା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ l1
- ବୀରମହାରାଜପୁର ବସ ଷ୍ଟାଣ୍ଡ ଶିବା ମୋବାଇଲ ଦୋକାନରୁ ଚୋରୀ l ଦୋକାନ ପଛପଟୁ କାନ୍ଥ କଣାକରି ଲୁଟିନେଲେ 70 ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ l ଧରା ପଡିବେ ତ ଚୋର, ଉଦ୍ଧାର ହେବ ତ ଚୋରୀ ମୋବାଇଲ1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଜଳ ଯୋଗାଣ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନୀରବ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି।1